କି ଭୟଙ୍କର ବନ୍ୟା ! ଦେଖୁ ଦେଖୁ ହଠାତ୍ ପାଣିରେ ଭାସିଗଲା କାର୍, ଏଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ସହିତ ସୋସିଆଲ ମିଡିଆରେ ଏମିତି ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମାଇଣ୍ଡ ଫ୍ରେସ କରିଦେବ ।

ଅନ୍ୟ ପଟେ ଏମିତି ମଧ୍ୟ କିଛି ଘଟଣାର ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣଙ୍କ ହୋସ ଉଡିଯିବ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ ପୋଲ ମଝିରେ ନଦୀ ପାଣି ଭରି ରହିଛି । ପାଣିର ସ୍ରୋତ ବହୁତ ଅଧିକ ରହିଥିବା ବେଳେ ପ୍ରଥମେ ଏକ ବସ ସେହି ରାସ୍ତା ଦେଇ ଗତି କରୁଛି ଆଉ ବସର ପଛେ ପଛେ ଏକ କାର ସେହି ରାସ୍ତା ପାର କରିବାକୁ ଚେଷ୍ଟା କରୁଛି ।

ବନ୍ଧୁଗଣ ସେହି ସମୟରେ ଜଳ ସ୍ରୋତ ଅଧିକ ଥିବାରୁ କାରକୁ କଣ୍ଟ୍ରୋଲ କରିପାରୁ ନାହାନ୍ତି ଡ୍ରାଇଭର । ଆଉ କିଛି ସମୟ ପରେ କାରଟି ଧୀରେ ଧୀରେ ଭାସିବାକୁ ଲାଗୁଛି ଆଉ ରାସ୍ତାରୁ ଖସି ନଦୀରେ ଭାସି ଯାଉଛି । ଏହା ପରେ କାରଟି ସଂପୂର୍ଣ୍ଣ ରୂପେ ବୁଡି ନଥିଲେ ମଧ୍ୟ ଅଧା ବୁଡି ଯାଇଥିଲା ଆଉ ଧୀରେ ଧୀରେ ଜଳ ସ୍ରୋତ ସହ ନଦୀ ଭିତରେ ଅତିକ୍ରମ କରିଥିଲା ।

ଘଟଣା ସ୍ଥଳରେ ଅନେକ ଲୋକ ଥାଇ ମଧ୍ୟ କିଛି କରିପାରୁ ନଥିଲେ । କିଛି ବାଟ ଭାସିବା ପରେ କାରଟି ଏକ ସ୍ଥାନରେ ଅଟକି ରହିଥିଲା । ତେବେ ଏହି ଘଟଣାରେ କେତେ କ୍ଷୟ କ୍ଷତି ହୋଇଛି ତାହା ବିଷୟରେ କୌଣସି ସୂଚନା ନାହିଁ । କିନ୍ତୁ ବନ୍ଧୁଗଣ ଏହି ଘଟଣାର ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *