ବେଦି ଉପରେ ଗଡ଼ବଡ଼, କନିଆ ଥାଉ ଥାଉ ଶାଳିକୁ ପିନ୍ଧାଇଲେ ବରଣମାଳା, Video ଦେଖିଲେ ହସି ହସି ଗଡିବେ ଆପଣ !

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଅନେକ ବିବାହ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ସବୁ ଭିଡିଓ ମଧ୍ୟରୁ କିଛି ରହିଛି ମଜାଦାର ଓ ହୃଦୟ ସ୍ପର୍ଶୀ ଭିଡିଓ ଯାହାକୁ ଲୋକେ ବାରମ୍ବାର ଦେଖିବା ସହ ସେୟାର ବି କରୁଛନ୍ତି । ବର୍ତ୍ତମାନ ବିବାହ ସହ ଜଡିତ ସେହିପରି ଏକ ଭିଡିଓ ହେଉଛି ଭାଇରାଲ ଯାହା ଦେଖି ଆପଣ ନିଜ ହସ ରୋକିପାରିବେନି । ବର ଏକ ଶୋଭାଯାତ୍ରାରେ ବିବାହ କରିବା ପାଇଁ ପହଞ୍ଚନ୍ତି । ଆଉ ମଣ୍ଡପରେ ଚାଲିଥାଏ ବିବାହ । ହେଲେ ବରଣମାଳା ପିନ୍ଧାଇବା ସମୟରେ ବରଙ୍କ ମନ ବଦଳି ଯାଇଥାଏ ।

ସେ କନିଆଙ୍କୁ ବରଣମାଳା ପିନ୍ଧାଇବା ବଦଳରେ ତାଙ୍କ ଶାଳିଙ୍କୁ ବରଣମାଳା ପିନ୍ଧାଇ ଦେଉଛନ୍ତି । ଆଉ ତା ପରେ ଯାହା ହେଲା ତାହା ଦେଖିଲେ ଆପଣ ନିଜ ହସ ଅଟକାଇ ପାରିବେନି । କନ୍ୟାଙ୍କୁ ବରଣମାଳା ପିନ୍ଧାଇବାକୁ ଯାଉଥିଲେ ବର ହେଲେ ପାଖରେ ଛିଡା ହୋଇଥିବା କନ୍ୟାଙ୍କ ଭଉଣୀଙ୍କୁ ଦେଖି ହଠାତ ତାଙ୍କ ମନ ବଦଳି ଗଲା । ଏହା ପରେ ବର କନିଆଙ୍କ ଭଉଣୀ ବେକରେ ବରଣମାଳା ପିନ୍ଧାଇ ଦେଲେ ଏ ଦୃଶ୍ୟ ଦେଖି ସମସ୍ତେ ଚାହିଁ ରହିଗଲେ ।

ଭିଡିଓରେ ଉଭୟ କନିଆ ଓ ତାଙ୍କ ଭଉଣୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିବା ଦେଖିବାକୁ ମିଇଲିଛି । ବର ଏଭଳି ଗଡବଡ କରି ପଶ୍ଚାତାପ ବି କରନ୍ତିନି । ସେ କ୍ଷମା ମାଗିବା ବଦଳରେ ଜୋରରେ ନାଚିବାକୁ ଲାଗନ୍ତି । ତେବେ ଏହି ଭିଡିଓଟି ବହୁତ ଭାଇରାଲ ହେବାରେ ଲାଗିଛି ଆଉ ଲୋକମାନେ ଏହି ଭିଡିଓ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *