ବିନା ବସ୍ତ୍ରରେ ବାହାରେ ବୁଲନ୍ତି ଏହି ଗାଁରେ ମହିଳା ମାନେ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ବର୍ତ୍ତମାନର ଆଧୁନିକ ଦୁନିଆରେ ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚିଲାଣି ଆଉ ଚନ୍ଦ୍ର ପୃଷ୍ଟରେ ଘର କରିବାର ସ୍ଵପ୍ନ ମଧ୍ୟ ଦେଖିଲାଣି । ହେଲେ ଏବେ ବି କିଛି ଅନ୍ଧ ବିଶ୍ଵାସ ଓ ପୁରୁଣା ପରମ୍ପରାରେ ବୁଡି ରହିଛି ମଣିଷ । ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅଜବ ବିଶ୍ଵାସରେ ଛନ୍ଦି ହୋଇଥିବା ମଣିଷ ସେଥିରୁ ମୁକୁଳି ପାରୁ ନାହିଁ । ଏକବିଂଶ ସତାଦ୍ଧିର ସେମିତି କିଛି ଅଦ୍ଭୁଦ ଓ କୁଚ୍ଛିତ ପରମ୍ପରା ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚି ରହିଛି ଯାହା ଖୁବ ଆଶ୍ଚର୍ଯ୍ୟ ଜନକ ।

ଆଜି ଆମେ ଏପରି ଏକ ପରମ୍ପରା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଗୋଟିଏ ବର୍ଷରେ ମହିଳା ମାନେ 5 ଥର ଉଲଘ୍ନ ହୁଅନ୍ତି । ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟି ପାଦ ଦେଶରେ ଗାଁ ପିଣିର ମହିଳା ମାନେ ଏହି ପରମ୍ପରାକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି । ଏଭଳି ପରମ୍ପରା ବର୍ଷକୁ ଥରେ ପାଳନ କରାଯାଇଥାଏ । ଏହି ସମୟରେ ସେ ପୁରୁଷଙ୍କ ସମ୍ମୁଖକୁ ଆସି ନଥାନ୍ତି ।

ଏପରି କି ସ୍ଵାମୀ ସ୍ତ୍ରୀ ଆଗକୁ ମଧ୍ୟ ଆସି ନଥାନ୍ତି । ଅଗଷ୍ଟ 17 ରୁ 21 ତାରିଖ ଭିତରେ ପଣି ଗାଁର ମହିଳା ମାନେ ଏହି ପରମ୍ପରା ପାଳନ କରିଥାନ୍ତି । ପରିବାରର ମଙ୍ଗଳ ପାଇଁ ସଂପୂର୍ଣ୍ଣ ଉଲଘ୍ନ ରହିଥାନ୍ତି । ଯେଉଁ ମହିଳା ଏହି ପରମ୍ପରା ଠିକ ଭାବରେ ପାଳନ କରେ ନାହିଁ ତାଙ୍କ ପରିବାର ଉପରେ ବିପଦ ମାଡି ଆସେ ବୋଲି ବିଶ୍ଵାସ ରହିଛି ।

ଏହା ଏକ କୁଚ୍ଛିତ ପରମ୍ପରା ହୋଇଥିଲେ ମଧ୍ୟ ମହିଳା ମାନେ ଭୟରେ ଏହାକୁ ପାଳନ କରିଥାନ୍ତି । ଏହି ସମୟରେ ବିଶେଷ ପୂଜାର ଆୟୋଜନ ମଧ୍ୟ କରାଯାଇଥାଏ । କୌଣସି ବ୍ୟକ୍ତି କାହାର ମନ୍ଦ ଚିନ୍ତା କରି ନଥାନ୍ତି । ଏପରି କି ମହିଳାଙ୍କୁ ଦେଖି ହସି ନଥାନ୍ତି । ମଦ ଓ ଆମିଷ ଠାରୁ ଦୂରେଇ ରହିଥାନ୍ତି । ଏହି ପରମ୍ପରା ପାଳନ କରିବା ପଛରେ ଏକ ପୌରାଣିକ କଥା ରହିଛି ।

ବହୁତ ବର୍ଷ ତଳେ ଏକ ରାକ୍ଷାଶର ଛାଇ ଉକ୍ତ ଗାଁରେ ପଡିଥିଲା । ସୁନ୍ଦର ପୋଷାକ ପିନ୍ଧୁ ଥିବା ବ୍ୟକ୍ତିଙ୍କୁ ରାକ୍ଷାଶ ଉଠାଇ ନେଉଥିଲା । ଗାଁ ଲୋକଙ୍କର ଗୁହାରି ଶୁଣି ଲାହୁଆ ଗୌଡ ନାମକ ଜଣେ ଦେବତା ଆସି ରାକ୍ଷାଶର ବଧ କରିଥିଲେ । ସେହି ଦିନ ଠାରୁ ଏହି ଦେବତାଙ୍କ ପୂଜା କରାଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *