ଭୁବନେଶ୍ୱରରେ ଯୁଆଡେ ଦେଖିବ ତାର ଗୋଟେ ଘର…ରଖିଛି ବିଡା ବିଡା ଟଙ୍କା..ଭୟଙ୍କର ପରିସ୍ଥିତି, Pratap Samal ଙ୍କ ଘରେ ଭିଜିଲାନ୍ସ ରେଡ ପରେ କିଛି ଏମିତି କହିଲେ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଅନ୍ୟାୟ ବି-ରୋ-ଧ-ରେ ସୁର ଭାଇ ସବୁବେଳେ ଛି-ଡା ହୁଅନ୍ତି । ରାଜନୀତିରେ ଚାଲୁଥିବା ସମସ୍ତ କ-ଳା କା-ର୍ଣ୍ଣ-ମା-ର ପ-ର-ଦା-ଫା-ସ କରୁଥିବାର ନଜର ଆସନ୍ତି ସୁର ଭାଇ । ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କର ଅନେକ ଭିଡିଓ ଚର୍ଚାରେ ଅଛି ଓ ଆପଣ ମାନେ ବି ତାଙ୍କର ଭିଡିଓ ନିଶ୍ଚୟ ଦେଖିଥିବେ ।

ତେବେ ଗତ କିଛି ସମୟ ତଳେ ସୁର ଭାଇ ଡେପ୍ୟୁଟି ମ୍ୟାନେଜର ପ୍ରତାପ ସାମଲ ବିଷୟରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ସୁର ଭାଇଙ୍କ ଏହି ବଡ ଖୁଲାସା ବିଷୟରେ ଜାଣିଲେ ଆପଣ ମାନେ ବି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ  ।

ସୁର ଭାଇ ପ୍ରତାପ ବିଷୟରେ କହିଛନ୍ତି-‘ତମ ପୋଲିସ ବିଭାଗର ହାଉସିଙ୍ଗ ବର୍ଡର ଡେପ୍ୟୁଟି ମ୍ୟାନେଜରର ୧୯ଟା ଘର । ସେ ୨୭ କୋଟି ଟଙ୍କାର ସମ୍ପତ୍ତି ରଖିଛି । କେତେ ପଇସା କମେଇଛି ତୋ ସରକାର, ତୋ କର୍ମଚାରୀ ମାନେ କେତେ ପଇସା କମେଇଛନ୍ତି । ଭୁବନେଶ୍ଵରରେ ଯୁଆଡେ ଦେଖିବ ତାର ଘର ଅଛି । ଭୁବନେଶ୍ଵରର ସବୁ ଛକରେ ଘର । ଅର୍ଥ ଭର୍ତ୍ତି ହୋଇଯାଇଛି ଭୟଙ୍କର ପରିସ୍ଥିତି’ ।

ଆଗକୁ ସୁର ଭାଇ କହିଛନ୍ତି- ‘ଓଡିଶା ଯାକ ଭଦ୍ରକ, ବାଲେଶ୍ଵର, ଶିମିଳିଆ ସବୁ ଆଡେ ତାର ଘର । ଭୁବନେଶ୍ଵରରେ ୧୭ଟା ଘର ପୁରୀରେ ବି ଘର ଅଛି ତାର । ଓହୋ କି ବେଳାର ଜନ୍ମରେ ତୋ ବାପା ମାଙ୍କୁ ଧନ୍ୟବାଦ ତୋ ଭଳିଆ ସନ୍ତାନକୁ ଜନ୍ମ ଦେଇଛନ୍ତି ଆଉ ତୋ ଓଡିଶା ବାସୀଙ୍କୁ ଘଣ୍ଟିକାରେ କଣ୍ଟା ଦେଉଛୁ’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ବଡ ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *