ଅଜଗର ! ଏତେ ବଡ ହୋଇଥାଏ କି ମଣିଷକୁ ବି ଜୀବନ୍ତ ଗିଳିପାରେ, ଯାହାକୁ ଅଚାନକ ଗାଁ ରେ ଦେଖି ଭୟରେ ଥରିବାକୁ ଲାଗିଲେ ଲୋକ, ଦେଖନ୍ତୁ କେମିତି ହେଲା କାବୁ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମତେ ଅସଲ ଜୀବନରେ ନଚେତ ସୋ-ସି-ଆ-ଲ ମି-ଡି-ଆ-ରେ ସାପ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାପଙ୍କର ଅନେକ ପ୍ରଜାତି ଅଛି ସେଥି ମଧ୍ୟରୁ ଗୋଟେ ହେଉଛି ଅଜଗର । ବନ୍ଧୁଗଣ ଏହି ସାପଟି ଅତି ଭ-ୟ-ଙ୍କ-ର ଅଟେ ଓ ଏହା ପଶୁ ମାନଙ୍କୁ ନିଜ ଶି-କା-ର ବନାଏ । ଅଜଗର ସାଧାରଣତଃ ଛେଳି ଓ ମେଣ୍ଢା ଆଦିକୁ ଖାଇ ଦିଏ । ଏହି ସାପର ଆକାର ମଧ୍ୟ ବହୁତ ବଡ ହୋଇଥାଏ । ସେଥିପାଇଁ ଲୋକମାନେ ଏହି ସାପକୁ ଭୟ କରନ୍ତି ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଏକ ଅଜଗର ସାପକୁ ଉଧାର କରାଯାଉଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ସାଧାରଣତଃ ଏହି ସାପ ଜଙ୍ଗଲରେ ରହିଥାଏ ହେଲେ ବେଳେବେଳେ ଏହା ଜନଗହଳି ଥିବା ସ୍ଥାନକୁ ଚାଲିଆସେ ।

ତେବେ ଓଡିଶାର ଏକ ଗାଁରେ ଏହି ସାପଟିକୁ ଗାଁ ଲୋକମାନେ ଦେଖିଥିଲେ । ଅଜଗର ସାପଟିକୁ ଦେଖି ଗାଁ ଲୋକମାନେ ଭୟବିତ ହୋଇଗଲେ ଓ ବନ ବିଭାଗକୁ ଏହାର ସୂଚନା ଦେଲେ । ବନ ବିଭାଗକୁ ଏହାର ସୂଚନା ଦେବା ପରେ ତୁରନ୍ତ ସେହି ସ୍ଥାନକୁ ଏକ ସାପ ଧରାଳି ପହଞ୍ଚି ଥିଲେ । ବନ୍ଧୁଗଣ ସାପ ଧରାଳି ଜଣକ ଅତି ସାବଧାନତାର ସହ ଅଜଗର ସାପଟିକୁ ଉଧାର କରିଲେ ।

ଉଧାର କରିବା ସମୟରେ ସାପଟି ବାରମ୍ବାର ଚୋ-ଟ ମା-ରି-ବା ପାଇଁ ମଧ୍ୟ ଚେଷ୍ଟା କରିଥିଲା । ଶୋଭାଗ୍ୟ ବଶତଃ ଅନ୍ୟ ଅଜଗର ପରି ଏହି ଅଜଗରଟି ଅଧିକ ବଡ ନଥିଲା ତେଣୁ ଅତି ସହଜରେ ଏହି ସାପଟିକୁ ଉଧାର କରାଯାଇ ପାରିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଜଗର ସାପ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *