ମଦ୍ୟପ ଡାକ୍ତରଙ୍କ ଉନ୍ମତ କାଣ୍ଡ: ଗାଡି ପାର୍କିଂକୁ ନେଇ ସିକୁରିଟି ଗାର୍ଡଙ୍କୁ ଲୁହା ରଡରେ ଧୁମ ପିଟିବାକୁ ଲାଗିଲେ ଡାକ୍ତର ବାବୁ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ବିଷୟରେ ଆମେ ମାନେ କଳ୍ପନା ବି କରିବା ବହୁତ କଷ୍ଟକର । ଦୁନିଆର ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ପାଇଁ ପ୍ରାୟ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆରେ ବ୍ୟବହାର କରୁଛନ୍ତି । ତେବେ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣାର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି ଓ ଏହି ଘ-ଟ-ଣା-ର ଚର୍ଚା ସମସ୍ତ ସ୍ଥାନରେ ହେଉଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ସାଧାରଣତଃ ଡାକ୍ତର ମାନଙ୍କୁ ଦ୍ଵିତୀୟ ଭଗବାନ କୁହାଯାଇଥାଏ କାରଣ ଡାକ୍ତର ମଣିଷ ଜୀବନ ବଞ୍ଚାଇ ଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଡାକ୍ତରଙ୍କ ବିଷୟରେ କହିବାକୁ ଯାଉଛି ଯିଏ ମ-ଦ୍ୟ-ପା-ନ କରି ହସ୍ପିଟାଲ ଗାର୍ଡଙ୍କୁ ର-ଡ-ରେ ମା-ରୁ-ଛ-ନ୍ତି ।

ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଜଣେ ଡାକ୍ତର ମ-ଦ୍ୟ-ପା-ନ କରି ଗାର୍ଡକୁ ର-ଡ-ରେ ମା-ରୁ-ଛ-ନ୍ତି । ଡାକ୍ତର ଜଣକ ନୋ ପାର୍କିଙ୍ଗରେ ଗାଡି ରଖିବାରୁ ଗାର୍ଡଟି ତାଙ୍କ ଗାଡି ବାହାର କରିଦେଲା ଯେଉଁଥି ପାଇଁ ଡାକ୍ତର ର-ଡ-ରେ ଗାର୍ଡକୁ ମା-ରୁ-ଥିବାର ନଜର ଆସୁଛନ୍ତି । ସ୍ଥାନୀୟ ଲୋକ ମାନେ ଡାକ୍ତରଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଡାକ୍ତର ଦା-ଦା-ଗି-ରି କରୁଥିବାର ନଜର ଆସୁଛନ୍ତି ।

ସେହି ସମୟରେ ଜଣେ ପୋଲିସ କର୍ମୀ ଆସି ଡାକ୍ତରଙ୍କୁ ବହୁତ ଭଲରେ ଗାଡି ବାହାର କରିବାକୁ କହୁଥିବା ବେଳେ ଡାକ୍ତର ଗାଡି ବାହାର କରିବା ପାଇଁ ମନା କରି ଦେଉଛି ।ସେହି ସମୟରେ ପୋଲିସ କର୍ମୀ ଡାକ୍ତରଙ୍କ ହାତରୁ ଲୁ-ହା ର-ଡ ଛ-ଡା-ଇବା ପାଇଁ ଚେଷ୍ଟା କରୁଛନ୍ତି ଯାହା ଫଳରେ ଗ-ଣ୍ଡୋ-ଗ-ଳ କରୁଛି ଡାକ୍ତର । ତେବେ ବନ୍ଧୁଗଣ ଏହି ଘ-ଟ-ଣା-ଟି କେଉଁ ସ୍ଥାନରେ ଘ-ଟି-ଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *