କାଉ ଖାଇଲା ପଣସ, ବଗ ମୁଣ୍ଡରେ ଅଠା ! ଏମିତି କରି Govind ଫସେଇଥିଲା ନିରୀହ ଜେସିବି ଡ୍ରାଇଭରକୁ, ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ, ଦେଖନ୍ତୁ Video

ବନ୍ଧୁଗଣ ବହୁତ ଚର୍ଚିତ ମମିତା ମୃ-ତ୍ୟୁ ମାମଲାରେ ଦିନକୁ ଦିନ ଗୋବିନ୍ଦ ସାହୁଙ୍କ କ-ଳା କ-ର୍ଣ୍ଣ-ମା-ର ପ-ର-ଦା-ଫା-ସ ହେବାରେ ଲାଗିଛି । ଗୋବିନ୍ଦ ସାହୁ ନିଜେ ମାନି ସାରିଛନ୍ତି ଯେ, ସେ ହିଁ ମମିତାଙ୍କ ହ-ତ୍ୟା କରିଛନ୍ତି । ଏହି ମାମଲାର ତ-ଦ-ନ୍ତ-ରେ ପୋଲିସ ଗୋବିନ୍ଦଙ୍କ ସହ ଅନ୍ୟ କିଛି ଲୋକ ମାନଙ୍କୁ ଅ-ଟ-କ ରଖିଛି । ସେମାନଙ୍କ ମଧ୍ୟରେ ଆଇନର ଅ-ନ୍ଧ ଗଳିରେ ଫ-ସି ଯାଇଥିଲେ ଜଣେ ଗରିବ ଲୋକ ।

ସେ ହେଉଛନ୍ତି ଜେସିବି ଡ୍ରାଇଭର ପୁଷ୍କର ଭୋଇ । ଯେତେବେଳେ ମମିତାଙ୍କ ମୃ-ତ ଦେ-ହ ମହାଲିଙ୍ଗ ଷ୍ଟାଡିୟମରେ ଉଧାର କରାଗଲା ସେତେବେଳେ ପୋଲିସ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ପଚରା ଉଚରା ପାଇଁ ଉଠାଇ ନେଲା । ଅବଶ୍ୟ ପୋଲିସ ପୁଷ୍କରଙ୍କ ସହ ପଚରା ଉଚରା କରି ଛା-ଡି ଦେଲା କିନ୍ତୁ ଏସବୁ ମଧ୍ୟରେ ପୁଷ୍କରଙ୍କ ପରିବାର ଲୋକ ଥାନା ଚାରିପଟେ ବୁଲି ନୟାତ ହୋଇ ପଡିଥିଲେ ।

ପୁଷ୍କର କାମ କରିଲେ ତାଙ୍କ ପରିବାରେ ଚଳେ ହେଲେ ଗୋବିନ୍ଦଙ୍କ ପାଇଁ ତାଙ୍କ ପରିବାର ହନ୍ତସନ୍ତ ହୋଇଥିଲେ । ତୁଚ୍ଛାରେ ବ-ଦ-ନା-ମ ମୁଣ୍ଡାଇଲେ ଜେସିବି ଡ୍ରାଇଭର ପୁଷ୍କର ଭୋଇ । ପୁଷ୍କର ଗି-ର-ଫ ହେବା ପରେ ପରିବାର ଲୋକେ ବିଚଳିତ ହୋଇ ପଡିଥିଲେ । ହ-ତ୍ୟା-କା-ରୀ ଗୋବିନ୍ଦ ପାଇଁ ଆଜି ସରଳ ମଣିଷ ଥା-ନା ଦୁଆର ମାଟି ମାଡିଲେ ।

ପୁଷ୍କରଙ୍କ ଭାଇ ମତରେ, ସେ ଗୋଟେ ଦିନ ଗା-ତ ଖୋ-ଳି-ଲା ଓ ତା ପରଦିନ ଗା-ତ ପୋ-ତି-ଲା । ଗୋବିନ୍ଦ କେବଳ ତାଙ୍କୁ ଇଶାର ଦେଇ କହିଦେଲେ ଗାତ ଖୋ-ଳି-ବା ଆଉ ପୋ-ତି-ବା ପାଇଁ । ପୁଷ୍କରକୁ ହ-ତ୍ୟା-କା-ଣ୍ଡ ବିଷୟରେ କୌଣସି ଖବର ନଥିଲା । ବନ୍ଧୁଗଣ ପୁଷ୍କର ସେତିକି ସଚଟ ବୋଲି ପୋଲିସକୁ ସବୁ ସତ କଥା କହିଥିଲେ । ତା ହେଲେ ବନ୍ଧୁଗଣ ଗୋବିନ୍ଦଙ୍କ ଏହି କ-ର୍ଣ୍ଣ-ମା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *