Govinda Sahu ଦେଖାଇଲା Mamita Meher ହତ୍ୟାର ଡେମୋ, ମମିତାଙ୍କୁ କିପରି ପୋଡ଼ିଲା ଓ କିପରି ପୋତିଲା, ସେସବୁକୁ ସିନ୍‌ ରିକ୍ରିଏଟ୍‌ କରି ଦେଖାଇଲା ଗୋବିନ୍ଦ, ଦେଖନ୍ତୁ Video

ବନ୍ଧୁଗଣ ମମିତା ମେହେର ମୃ-ତ୍ୟୁ ମା-ମ-ଲା-ର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁଙ୍କୁ ବର୍ତ୍ତମାନ ଥା-ନା-ରେ ରଖାଯାଇଛି । ଗି-ର-ଫ କରିବା ପରେ ମାତ୍ର ଦୁଇ ଦିନରେ ପୋଲିସ ଗୋବିନ୍ଦଙ୍କ ଠାରୁ ଅନେକ ତଥ୍ୟ ହାସଲ କରିସାରିଛି । ହେଲେ ଗୋବିନ୍ଦ ଫେ-ରା-ର ହେବା ପୂର୍ବରୁ ପୋଲିସ ୪ ଦିନ ଯାଏ ଗୋବିନ୍ଦଙ୍କୁ ଜେ-ରା କରିଥିଲା କିନ୍ତୁ ଗୋବିନ୍ଦ ଠାରୁ କିଛି ତଥ୍ୟ ହାସଲ କରିପାରି ନଥିଲା ପୋଲିସ ।

ବନ୍ଧୁଗଣ ଆଜି ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହ-ତ୍ୟା ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଦେଖାଇଲା ଡେ-ମୋ । ମହାଲିଙ୍ଗ ଷ୍ଟାଡିୟମ୍‌କୁ ନେଇ ସିନ୍‌ ରିକ୍ରିଏଟ୍‌ କରାଇଛି ପୋଲିସ ।

ମମିତାଙ୍କୁ କିପରି ପୋ-ଡ଼ି-ଲା ଏବଂ ପୋ-ତି-ଲା, ସେସବୁକୁ ଦେଖାଇଛି ଗୋବିନ୍ଦ । ଆଜି ଭୋର ୪ଟାରେ ଗୋବିନ୍ଦକୁ ଘ-ଟ-ଣା-ସ୍ଥଳ ମହାଲିଙ୍ଗ ଷ୍ଟାଡିୟମ୍‌କୁ ନିଆଯାଇ ସିନ୍‌ ରିକ୍ରିଏସନ୍‌ କରାଇଥିଲା ପୋଲିସ । ପ୍ରାୟ ୧୦ରୁ ୧୫ ମିନିଟ୍‌ ଧରି ଡେମୋ ଦେଖାଇଥିଲା ଗୋବିନ୍ଦ । ସିନ୍‌ ରିକ୍ରିଏସନ୍‌ ବେଳେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ଉପସ୍ଥିତ ଥିଲେ ।

ତେବେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ପୋଲିସ କହିବା ମୁତାବକ, ଗୋବିନ୍ଦ ସାହୁ ସବୁ କିଛି ଓ-ଗା-ଳି ସାରିଛି । ଏବେ ପୋଲିସ ମହାଲିଙ୍ଗ ଷ୍ଟାଡିୟମରେ ମମିତାଙ୍କ ମୋବାଇଲ ଫୋନ ଖୋଜିବାରେ ଲାଗିଛି । କାରଣ ମମିତାଙ୍କ ମୋବାଇଲ ଫୋନରେ ରହିଛି ଗୋବିନ୍ଦଙ୍କ କ-ଳା କ-ର୍ଣ୍ଣ-ମା-ର ଚି-ଠା । ତେଣୁ ପୋଲିସ ବର୍ତ୍ତମାନ ଏକ ବଡ ଟିମ ସହ ମୋବାଇଲ ଫୋନକୁ ଖୋଜିବା ପାଇଁ ଆପ୍ରାଣ ଚେଷ୍ଟା କରୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *