ମୋବାଇଲ ଭିତରେ ଲୁଚି ରହିଛି Govind ର ପାପର ପେଡି ! ଶିକ୍ଷୟତ୍ରୀ Mamita ଙ୍କ ମୋବାଇଲ ଭିତରେ ଯାହା ପ୍ରମାଣ ରହିଛି ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ, ଦେଖନ୍ତୁ Video

ବନ୍ଧୁଗଣ ମମିତା ମେହେର ମୃ-ତ୍ୟୁ ମାମଲାଟି ବର୍ତ୍ତମାନ ନୂଆ ମୋଡ ନେଇଛି । ପା-ପ ସମ୍ପର୍କ ଓ ଶୋ-ଷ-ଣ-ର ଶେଷ ଠିକଣା ମୋବାଇଲ । ମୋବାଇଲରେ ରହିଛି ପ୍ରମାଣ ଓ ପ୍ର-ତା-ର-ଣା-ର କାହାଣୀ । ମୋବାଇଲରେ ଗୋବିନ୍ଦର ପା-ପର ଗୁମର । ଗୋବିନ୍ଦଙ୍କ କ-ଳା କା-ର-ନା-ମା-ର ଗୁମର ଖୋଲିବ ମୋବାଇଲ । ସେଇ ମୋବାଇଲ ଉପରେ ଏବେ ସମସ୍ତଙ୍କର ନଜର ରହିଛି, ଯେଉଁ ମୋବାଇଲ ଧରୁଥିଲେ ଶିକ୍ଷୟତ୍ରୀ ମମିତା ମେହେର ।

ଅ-ନୈ-ତି-କ ସମ୍ପର୍କ ଓ ଯୁ-ବ-ତୀ ଶୋ-ଷ-ଣ ଆଦି ଅନେକ କ-ର୍ଣ୍ଣ-ମା-ର ଗୁମର ଖୋଲିବ ସେହି ମୋବାଇଲ । ତେଣୁ ବନ୍ଧୁଗଣ ବର୍ତ୍ତମାନ ବଲାଙ୍ଗୀର ପୋଲିସ ମମିତାଙ୍କ ମୋବାଇଲ ଠାବ କରିବା ପାଇଁ ଭରପୁର ପ୍ରୟାସ କରୁଛି । ଗତ ଦୁଇ ଦିନ ହେବ ପୋଲିସ ଗୋବିନ୍ଦ ସାହୁଙ୍କୁ ଗି-ର-ଫ କରି ପଚରା ଉଚରା କରୁଛି । ଗତ କାଲି ଗୋବିନ୍ଦ ପୋଲିସ ଆଗରେ ସତ ଓଗାଳି ଥିଲା ।

ଗୋବିନ୍ଦକୁ ଯେତେବେଳେ ଫୋନ ବିଷୟରେ ପଚରା ଗଲା ସେତେବେଳେ ଗୋବିନ୍ଦ କହିଲା, ମହାଲିଙ୍ଗ ଷ୍ଟାଡିୟମରେ ହିଁ ଫୋନ ଅଛି । ତେଣୁ ପୋଲିସର ଏକ ବଡ ଟିମ ଘ-ଟ-ଣା ସ୍ଥଳରେ ପହଞ୍ଚି ଫୋନ ଖୋଜୁଛନ୍ତି । ଘ-ଟ-ଣା ସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ ଓ ଟେକନିକାଲ ଟିମ ବି ଉପସ୍ଥିତ ଅଛନ୍ତି । ଘଟଣା ସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ ହୋଇଥିଲେ ମଧ୍ୟ ମୋବାଇଲ ମିଳିଛି ନା ନାହିଁ ଏ ପର୍ଯ୍ୟନ୍ତ ସ୍ପର୍ଷ୍ଟ ହୋଇ ନାହିଁ ।

ବନ୍ଧୁଗଣ ମମିତାଙ୍କ ମୃ-ତ୍ୟୁ ପରେ ଗୋବିନ୍ଦଙ୍କୁ ଗି-ର-ଫ କରିବା ପୂର୍ବରୁ ଗୋଟିଏ କଥା ସ୍ପର୍ଷ୍ଟ ହୋଇ ଯାଇଥିଲା । ତାହା ହେଉଛି ମମିତାଙ୍କ ପାଖରେ ଏପରି କିଛି ତଥ୍ୟ ଥିଲା ଯାହା ଗୋବିନ୍ଦର ପାପ କାହାଣୀ ଖୋଲିଦେବ । ମମିତା ଗୋବିନ୍ଦଙ୍କ କ-ଳା କ-ର୍ଣ୍ଣ-ମା-ର ପ-ର-ଦା-ଫା-ସ ଦୁନିଆ ଆଗରେ କରିଦେବେ ବୋଲି ଗୋବିନ୍ଦଙ୍କୁ ଖୋଲା ଚେତାବନୀ ଦେଇଥିଲେ ।

ତେଣୁ ମମିତାଙ୍କୁ ହ-ତ୍ୟା କରିବା ପାଇଁ ପଛେଇ ନଥିଲେ ଗୋବିନ୍ଦ ସାହୁ । ତା ହେଲେ ବନ୍ଧୁଗଣ ପୋଲିସ ବର୍ତ୍ତମାନ ମୋବାଇଲ ଫୋନ ଖୋଜିବାରେ ଲାଗିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *