ମହାନଦୀରେ ଦନ୍ତାହାତୀ କୁ ବଞ୍ଚାଇବାକୁ ଯାଇ ଓଲଟିଲା ଓଡ୍ରାଫ Boat, ଦେଖନ୍ତୁ Boat ଓଲଟିବା ପୂର୍ବର ଦୃଶ୍ୟ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମହାନଦୀ ର ବଢିଲା ପାଣିରେ ଏକ ଦନ୍ତାହାତୀ ଛିଡା ହୋଇଥିବାର ନଜର ଆସିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗ କୁ ଖବର ଦେଲେ । ଏହା ପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ । ଏକ ବୋଟ ରେ ଓଡ୍ରାଫ ଟିମ ଦନ୍ତାହାତୀ କୁ କୁଳକୁ ଆଣିବା ନିମନ୍ତେ ଉଦ୍ୟମ କରି ମହାନଦୀ ରେ ପ୍ରବେଶ କରିଲେ । ସେଠାକାର ଲୋକେ ପାଟି କରି ଦନ୍ତାହାତୀ ଟିକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ । ହାତୀ କୁ ଦେଖି ଓଡ୍ରାଫ ର ଟିମ ହାତୀ କୁ ବଞ୍ଚାଇବା ଲାଗି ପହଞ୍ଚି ଗଲେ । ଓଡ୍ରାଫ ର ଟିମ ମହାନଦୀ ଭିତରେ ପ୍ରବେସ କରିଲେ ।

ସେମାନେ ବୋଟ ମାଧ୍ୟମରେ ମହାନଦୀ କୁ ପ୍ରବେଶ କରିଲେ ଏବଂ ହାତୀଟିକୁ ଘ-ଉ-ଡା-ଇ-ବା ନିମନ୍ତେ ଚେଷ୍ଟା କରୁଛନ୍ତି । ହାତୀ ଟି କୁଳ ଅଭିମୁଖେ କିଭଳି ଯିବ ସେମାନେ ସଂପୂର୍ଣ୍ଣ ଚେଷ୍ଟା ଚଳାଇଲେ । ଓଡ୍ରାଫ ଟିମ ର ସ୍ଵତନ୍ତ୍ର ବାହିନୀ ହାତୀଟିକୁ ଘ-ଉ-ଡା-ଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଅଛି । ମାତ୍ର ଯେହେତୁ ସେ ଏକ ଜଙ୍ଗଲି ହାତୀ ତେଣୁ ତାକୁ ଘଉଡାଇ ବାରୁ ସେ ସେଠାରୁ ଯିବାର ଉଦ୍ୟମ କରୁଥିଲା । ସେମାନେ ଯୋଜନା ଅନୁଯାୟୀ ପାଟି କରି ହାତୀ ଟିକୁ ଘଉଡଇବେ ଏବଂ ଏହିଭଳି ପଟି କରିବାରୁ ହାତୀ ଟି ନଦୀ ମଝିରୁ କୁଳ ଆଡକୁ ଯାଉଅଛି ।

ଜଙ୍ଗଲି ହାତୀ ଜଙ୍ଗଲ ରେ ରହିଥାଏ । ସାଧାରଣ ଲୋକଙ୍କ ସହିତ ରହିବା ତାହାର ଅଭ୍ୟାସ ନାହିଁ । ଏଣୁ ଲୋକଙ୍କ ପାଟି ଶୁଣି ସେ ଡଋଯାଉଥିଲା । ଏବଂ କୁଳକୁ ଯିବାକୁ ଅଭ୍ୟାସ କରୁଥିଲା । ଲୋକଙ୍କୁ କିଭଳି ଭାବରେ ନିୟନ୍ତ୍ରଣ କରାଯିବ ସେଥିପାଇଁ ମଧ୍ୟ ପାଖ ଲୋକଙ୍କୁ ସେଠାରୁ ତଡି ଦିଆଯାଉଥିଲା । ସଂପୂର୍ଣ୍ଣ ଭାବରେ ବନ ବିଭାଗ ଟିମ ନିଶ୍ଚିତ ରୂପରେ ତାଙ୍କର ପ୍ରୟାସ କରୁଛନ୍ତି ।

ବନ ବିଭଗ ଏକ ପ୍ରକାର ପ୍ରୟାସ ଚଳାଇଛନ୍ତି । କଦଳୀ ମଧ୍ୟ ପକାଇଛନ୍ତି ଯେ କାଳେ ଦନ୍ତାହାତୀ କଦଳୀ ଖାଇବାକୁ ଆକୃଷ୍ଠ ହେବ । ଏହା ମଧ୍ୟ ତାଙ୍କ ପାଇଁ ଏକ ନୂତନ ପ୍ରକାରର ଅଭିଯାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ୍ରାଫ ଟିମ ଅନେକ ପ୍ରକାରର ଉଦ୍ଧାର କରିଥାନ୍ତି । ମାତ୍ର ଏଭଳି ଉଦ୍ଧାର ବଢିଲା ନଦୀ ରୁ ଦନ୍ତାହାତୀ କୁ ଘଉଡାଇବା ତାଙ୍କ ନିମନ୍ତେ କାଠିକର ପାଠ ପାଲଟି ଯାଇଅଛି ।

ମାତ୍ର ଏହି ଉଦ୍ୟମ ଯେତେବେଳେ ଚଳାଇଛନ୍ତି ଦନ୍ତାହାତୀ ଟି କୁଳକୁ ଯାଉଥିବା ସମୟରେ ପ୍ରଖର ବଢିଲା ନଦୀ ର ସ୍ରୋ-ତ ବାଧା ସୃଷ୍ଟି କରୁଅଛି । ହାତୀ ଟି ନିଜ ନାକ ମଧ୍ୟମର ପାଣି ମଧ୍ୟ ଛାଟିବାର ଉଦ୍ୟମ କରୁଅଛି । ଯେହେତୁ ସେ ଏକ ଜଙ୍ଗଲି ହାତୀ ଏଣୁ ଅନେକ ପ୍ରକାରର ଅସୁବିଧାର ସମୁଖୀନ ହେବାକୁ ପଡୁଅଛି । ପାଣି ସୁଅରେ ବୋଟ କୁ ନିୟନ୍ତ୍ରଣ କରି ରଖିବା କଷ୍ଟକର ସାଜିଛି । ମାତ୍ର କିଛିତା ସଫଳ ହୋଇଥିବାର ସୂଚନା ମିଳିଅଛି । ବନ୍ଧୁଗଣ ଏହା ପରବର୍ତ୍ତୀ ଘଟଣା ସମ୍ବନ୍ଧରେ ଜାଣିବାର ଥିଲେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *