ଦେଖନ୍ତୁ କଣ ହୋଇଥାଏ ଯେତେବେଳେ ଯମରାଜା ଛୁଟିରେ ଥାଆନ୍ତି ! ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ଦୁର୍ଘଟଣା, ମୃତ୍ୟୁ ବହୁତ ବଢି ଯାଇଛି କେତେବେଳେ କଣ ଘଟିଯିବ ତାହା କେହି ବି ଜାଣି ପାରନ୍ତି ନାହିଁ । ତେବେ କିନ୍ତୁ ବେଳେବେଳେ କିଛି ଲୋକଙ୍କ ଭାଗ୍ୟ ବହୁତ ଭଲ ଥାଏ କି ସେମାନେ ମୃତ୍ୟୁ ର ଖୁବ ନିକଟ ହୋଇ ମଧ୍ୟ ବଞ୍ଚି ଯାଇଥାନ୍ତି । ତେବେ ଏହାକୁ ଯଦି କ୍ୟାମେରା ରେ ରେକର୍ଡ କରାଯାଇ ନଥାନ୍ତା ତେବେ କେହି ବିଶ୍ୱାସ ମଧ୍ୟ କରି ନଥାନ୍ତେ । ତେବେ ଆସନ୍ତୁ ସେହିଭଳି କିଛି ଅଦ୍ଭୁତ ଘଟଣା ଉପରେ ଆଲୋଚନା କରି ନେବା ।

୧- ପ୍ରଥମ ଭିଡିଓ ରେ ଆମେରିକା ର ଜଣେ ବ୍ୟକ୍ତି ନିଜର ଛୁଟି କୁ ଅତିବାହିତ କରିବା ପାଇଁ ସୁଇଜରଲ୍ୟାଣ୍ଡ କୁ ଯାଇଥିଲେ ଏବଂ ସେଠାରେ ସେ ହ୍ୟାଣ୍ଡ ରାଇଡ଼ିଂ ର ମଜା ଉଠେଇବାକୁ ଚାହିଁଥିଲେ ତେବେ ସେ ଯେତେବେଳେ ନିଜର ରାଇଡ଼ ଆରମ୍ଭ କଲେ ସେତେବେଳେ ସେ ଜାଣିଲେ କି ତାଙ୍କର ହୁକ ଲ୍ୟାଡର ରେ ଲଗା ଯାଇ ନାହିଁ ସେତେବେଳେ ସେ ବହୁତ ଉଚ୍ଚ କୁ ପଳେଇଥିଲେ ଏବଂ ସେ ଭାବିନେଲେ କି ଆଜି ତାଙ୍କର ଶେଷ ଦିନ ।

ତେବେ ସେ ଯେମିତି ସେମିତି କରି ନିଜର ବାଲାନ୍ସ କୁ ରଖିଲେ ଏବଂ ସେ ଲ୍ୟାଣ୍ଡ କରିବା ସମୟରେ କିଛି ଦୁରତାରୁ ଡେଇଁ ଥିଲେ ଯାହାଯୋଗୁଁ କେବଳ ତାଙ୍କ ହାତରେ ଆଘାତ ଲାଗିଥିଲା ଏବଂ ସେ ବଂଚି ଯାଇଥିଲେ ।

୨- ଦ୍ଵିତୀୟ ଭିଡିଓ ରେ ଜାନୁଆରୀ ୨୦୧୩ ରେ ଏକ ବିଲିଡିଂ ରେ ଜଣଙ୍କ ଘରେ ନିଆଁ ଲାଗି ଯାଇଥିଲା । ତେବେ ଦମକଳ ଵାଲା ଆସି ନିଜର ସିଡି ଲଗେଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ଚଢ଼ିବାକୁ ଲାଗିଲା କିନ୍ତୁ ଚଢୁଥିବା ସମୟରେ ସେହି ଘରର ଛାତ ଉପରେ ଥିବା ଏକ ବରଫ ଖଣ୍ଡ ତା ଉପରେ ପଡିଥିଲା ଏବଂ ସେ ସିଡି ରୁ ଖସି ମଧ୍ୟ ଯାଇଥିଲେ କିନ୍ତୁ ସେ ସିଡିକୁ ଠିକ ସମୟରେ ଧରି ଦେଇଥିଲେ ଏବଂ ସୁରକ୍ଷିତ ହୋଇ ଯାଇଥିଲେ ଏବଂ ପୁନଃ ସେହି ଲୋକ ମାନଂକୁ ଉଦ୍ଧାର କରିଥିଲେ ।


୩- ତୃତୀୟ ଭିଡିଓ ରେ ଗୋଟିଏ ମହିଳା ନିଜର ଫୋନ ରେ କଥା ହୋଇ ରାସ୍ତାରେ ଯାଉଥିଲା କିନ୍ତୁ ସେ ଭୁଲି ଯାଇଥିଲା କି ଏହି ରାସ୍ତାରେ ଗାଡ଼ି ମଟର ମଧ୍ୟ ଯିବା ଆସିବା କରିଥାନ୍ତି । ତେବେ ସେ ଚାଲୁଥିବା ସମୟରେ ଏକ କାର ତାଙ୍କର ଏକଦମ ନିକଟତର ହୋଇ ଚାଲିଗଲା ଏବଂ କେବଳ ତାଙ୍କ ଜୋତା ଉପରେ ବାଜିଲା ଆଉ ଟିକେ ଆଗ ପଛ ହୋଇଥିଲେ ବହୁତ ବଡ଼ ଦୁର୍ଘଟଣା ହୋଇ ଯାଇ ଥାଆନ୍ତା ।

୪- ଚତୁର୍ଥ ର୍ର ହେଉଛି ମେ ୨୦୨୧ ରେ ଭିଏତ ନାମରେ ଗୋଟିଏ ଜିମ ରେ ଦୁଇ ଜଣ ଯୁବକ ନିଜର ଏକ୍ସସାଇଜ କରୁଥିଲେ ନିଜର ୱର୍କ କରୁଥିଲେ ତେବେ କିଛି ସମୟ ପରେ ଜଣେ ପୁଅ ଆସି ଫ୍ୟାନ ର ସିଧା ତଳେ ଛିଡା ହୋଇଗଲା ପବନ ପାଇଁ । ତେବେ କିଛି ସମୟ ପରେ ସେ ଛିଡା ହୋଇଥିବା ଫ୍ୟାନ ଟି ତଳକୁ ଖସି ଯାଇଥିଲା ଏବଂ ସେହି ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଏହି ସବୁ ଭିଡିଓ ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *