ଦେଖନ୍ତୁ ଓଡିଶାର Top 6 ଲୋକପ୍ରିୟ Comedian ମାଙ୍କର ସ୍ତ୍ରୀଙ୍କୁ, ଆଗରୁ କେବେ ବି ଦେଖି ନଥିବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କମେଡିଆନ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି କମେଡିଆନ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ସଫଳତା ପାଇଥାନ୍ତି । ଏହି କମେଡିଆନ ମାନେ ନିଜ ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଓଡିଆ କମେଡିଆନ ମାନଙ୍କ ସ୍ତ୍ରୀ ମାନଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଓଡିଆ କମେଡିଆନଙ୍କ ସ୍ତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗୁଡୁ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଗୁଡୁ । ଆପଣ ମାନେ ସମସ୍ତେ ଗୁଡୁଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗୁଡୁ ନିଜ ଦମଦାର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ଏ ହେଉଛନ୍ତି ଗୁଡୁଙ୍କ ସ୍ତ୍ରୀ ଗତ ବର୍ଷ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ପପୁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କମେଡିଆନ ପପୁ । ଆପଣ ମାନେ ସମସ୍ତେ ପପୁଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସେ ସୁନାମ ଅର୍ଜନ କରିଛନ୍ତି । ତେବେ ଏ ହେଉଛନ୍ତି ପପୁଙ୍କ ସ୍ତ୍ରୀ ପପୁଙ୍କର ଗୋଟେ ଓ ଗୋଟେ ଝିଅ ମଧ୍ୟ ଅଛନ୍ତି ।

ହରି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଦିଗଜ କମେଡିଆନ ହରି । ହରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ଷ୍ଟାର ମାନଙ୍କ ସହ କାମ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ଏ ହେଉଛନ୍ତି ହରିଙ୍କ ସ୍ତ୍ରୀ । ହରି ନିଜ ସ୍ତ୍ରୀଙ୍କୁ ବହୁତ ଅଧିକ ଭଲ ପାନ୍ତି ।

ଜଇ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଜଇ । ଆପଣ ମାନେ ସମସ୍ତେ ଜଇଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ ସେ ଅନେକ ଓଡିଆ ଫିଲ୍ମରେ କାମ କରି ସୁନାମ ଅର୍ଜନ କରିଛନ୍ତି । ତେବେ ଏ ହେଉଛନ୍ତି ଜଇଙ୍କ ସ୍ତ୍ରୀ ଓ ବର୍ତ୍ତମାନ ଜଇ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଛନ୍ତି ।

କାଳୁଚରଣ – ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି କାଳୁଚରଣ । ଆପଣ ମାନେ ସମସ୍ତେ ଅନେକ ଫିଲ୍ମରେ କାଳୁଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ସେ କମେଡି ସହ ନେଗେଟିଭ ଚରିତ୍ରରେ ବି ନଜର ଆସିଛନ୍ତି । ତେବେ ଏ ହେଉଛନ୍ତି କାଳୁଚରଣଙ୍କ ସ୍ତ୍ରୀ ।

ପ୍ରଜ୍ଞାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ପ୍ରଜ୍ଞାନ । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ପ୍ରଜ୍ଞାନଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କମ କରି ସୁନାମ ଅର୍ଜନ କରିଛନ୍ତି ତେବେ ଏ ହେଉଛନ୍ତି ପ୍ରଜ୍ଞାନଙ୍କ ସ୍ତ୍ରୀ ।

Leave a Reply

Your email address will not be published. Required fields are marked *