ଦେଖନ୍ତୁ ଏହି ଝିଅଟି ପୁଅ ମାନଙ୍କୁ କଣ କହୁଛି ? ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଆଗ ଅପେକ୍ଷା ବର୍ତ୍ତମାନ ଦୁନିଆ ବହୁତ ମାତ୍ରାରେ ବଦଳି ଯାଇଛି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ସୋ-ସି-ଆ-ଲ ମି-ଡି-ଆରେ ପାୱାର ବହୁତ ଅଧିକ । ସୋ-ସି-ଆ-ଲ ମିଡିଆର ବ୍ୟବହାର ପ୍ରାୟତଃ ସମସ୍ତ ମଣିଷ କରୁଛନ୍ତି । ଲୋକମାନେ ଅନେକ ସର୍ଟ ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆରେ ଫେମସ ହେବା ପାଇଁ ଅପଲୋଡ କରୁଛନ୍ତି । ଗତ କିଛି ସମୟ ହେବ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛି ଓ ଏହି ଭିଡିଓଟି ବହୁତ ମାତ୍ରାରେ ଭା-ଇ-ରା-ଲ ମଧ୍ୟ ହେଉଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ଜଣେ ଝିଅ ପୁଅ ମାନଙ୍କୁ କିଛି ଏପରି କଥା କହୁଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ଝିଅଟି ଭିଡିଓରେ କହୁଛନ୍ତି-‘ଯେଉଁ ମାନେ କୁହନ୍ତି ବିଦେଶରେ ରହିବା ଓ ଟଙ୍କା କମାଇବା ବହୁତ ସହଜ ଅଟେ ସେମାନଙ୍କୁ ମୁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି’ । ଆଗକୁ ମହିଳା କହୁଛନ୍ତି-‘ଆସ ଏଠିକି ଏକା ରୁହ ନିଜ ସ୍ତ୍ରୀ ବିନା, ନିଜ ପରିବାର ବିନା, ନିଜ ସାଙ୍ଗ ମାନଙ୍କ ବିନା, ନିଜ ବାପା ମାଙ୍କ ବିନା ଆସ ଗୋଟିଏ ଘରେ ୧୫ ଜଣଙ୍କ ମଧ୍ୟରେ ରୁହ । ଆସ ଟଙ୍କା କମାଇ ଦେଖାଅ ନିଜେ ରୋଷେଇ କର ନିଜେ ଡ୍ରେସ ସଫା କର ନିଜର ସବୁ କାମ କରି ଚାକିରି ଯାଇ ଆସ ।

ଯେତେବେଳେ ତମେ ଘରକୁ ଫେରିବ ସେତେବେଳେ ତମ କଥା ବୁଝିବା ପାଇଁ କେହି ନଥିବେ କି ତମ ସହ କଥା ହେବା ପାଇଁ କେହି ନଥିବେ ସେତେବେଳେ ଜାଣିବ ଏକାପଣ କଣ । ଆଗକୁ ମହିଳା କହିଛନ୍ତି-‘ଏଠି ଏକା ରହି ଦେଖାଅ ମାନି ଯିବି ମୁ । ଆପଣ ମାନେ ନିଜ ଘରେ ରହି ବହୁତ ବଡ ବଡ କଥା କୁହନ୍ତି ନା ।

ଆମେ ମାନେ ମଜା କରୁଛୁ ଟଙ୍କା କମାଉଛୁ ନା ଏଠି ଆସ ନିଜେ କରିକି ଦେଖ ତା ପରେ ଜାଣିବ’ । ବନ୍ଧୁଗଣ ଏହି ମହିଳା ଜଣକ ପୁଅ ମାନଙ୍କୁ ଏହିସବୁ କଥା କହିଛନ୍ତି ଯାହାକୁ ନେଇ ଏବେ ଚର୍ଚା ଜୋରସୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *