ଶିକାରୀ ମାନେ ଏହି ଜଙ୍ଗଲି ଜୀବ ର ମା’ କୁ ମାରି ଦେଇଥିଲେ କିନ୍ତୁ ସେ କେମିତି ପ୍ରତିଶୋଧ ନେଲା ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ପୃଥିବୀର ସବୁଠାରୁ ଚାଲାକ ପ୍ରାଣୀ ହେଉଛି ମଣିଷ ଏବଂ ସେ ବହୁତ ବୁଦ୍ଧିମାନ ଏବଂ ଚତୁର ମଧ୍ୟ । ତେବେ ପଶୁପକ୍ଷୀ ମାନେ ବି କିଛି କମ ନୁହଁନ୍ତି ସେମାନେ ମଧ୍ୟ ସମୟ ସମୟରେ ନିଜର ବୁଦ୍ଧି କୁ ପ୍ରୟୋଗ କରିଥାନ୍ତି । ତେବେ ବେଳେବେଳେ ମଣିଷ ମାନଙ୍କ ର ମୂର୍ଖାମୀ ଯୋଗୁଁ ଏବଂ ପଶୁ ମାନଂକ ସହ ପଙ୍ଗା ନେବା ଯୋଗୁଁ ସେମାନେ ଅନେକ ଅସୁବିଧାର ସାମ୍ନା କରିଥାନ୍ତି । ତେବେ ଆଜି ଆମେ ସେହିଭଳି କିଛି ଘଟଣା ସମ୍ପର୍କରେ ଆଲୋଚନା କରିବା ।

୧- ପ୍ରଥମ ଭିଡିଓ ଟି ହେଉଛି ୱେଷ୍ଟ ବେଙ୍ଗଲ ର ମୁର୍ସିଦାବାଦ ଜିଲ୍ଲା ର ତେବେ ସେଠାରେ କିଛି ହାତୀ ରାସ୍ତା ପାର ହେଉଥିବା ସମୟରେ ଗାଁ ଲୋକମାନେ ସେମାନଙ୍କ ଉପର କୁ ପଥର ଫି-ଙ୍ଗି-ବା ଆରମ୍ଭ କରିଦେଲେ । ତେବେ ହାତୀ ମାନେ ବି ଛାଡିବା ଲୋକ ନୁହେଁ । ସେ ମଧ୍ୟ ପୁରା ଫସଲ କୁ ନ-ଷ୍ଟ କରିଦେଲେ ତେବେ ସେତିକିବେଳେ ଜଣେ ୬୦ ବର୍ଷ ର ବୃଦ୍ଧ ହାତୀ ସାମ୍ନା କୁ ଆସି ନିଜର ବୀରପଣ ଦେଖେଇବା ଆରମ୍ଭ କରିଦେଲା ତେବେ ହାତୀ ତା ଉପରେ ମଧ୍ୟ ଆ-କ୍ର-ମ-ଣ କରିଦେଲା କିନ୍ତୁ ଭଗବାନ ଙ୍କ ଦୟା ରୁ ସେ ବୃଦ୍ଧ ବ୍ୟକ୍ତି ବଂଚି ଯାଇଥିଲା ।

୨- ଦ୍ଵିତୀୟ ଭିଡିଓ ଟି ହେଉଛି ଫେବୃଆରୀ ୨୦୨୦ ରଂଥମଭୋରେ ନେସେନାଲ ପାର୍କ ର । ତେବେ ସେଠାରେ କିଛି ଲୋକ ବୁଲିବା ପାଇଁ ଆସିଥିଲେ ନିଜ ଜିପ ରେ । ତେବେ ସେହି ଜିପ ଆଗରେ ଏକ ବାଘ ଆସି ଯାଇଥିଲା ଏବଂ ସେମାନେ ସବୁ ଡରି ଯାଇଥିଲେ ତେବେ ଜିପ କୁ ସେମାନେ ପଛକୁ ନେବା ବେଳେ ବାଘ ଟି ସେମାନଙ୍କ ପିଛା କରିବା ଆରମ୍ଭ କରି ଦେଇଥିଲା ସବୁ ଡରି ମଧ୍ୟ ଯାଇଥିଲେ କିନ୍ତୁ ଭାଗ୍ୟବଶତଃ ସବୁ ସୁରକ୍ଷିତ ଥିଲେ ।

୩- ତୃତୀୟ ଭିଡିଓ ଟି ହେଉଛି ମାଲେସିଆ ର । ତେବେ ସେଠାରେ ଯବାନ ମାନଙ୍କ ର ଟ୍ରେନିଂ ଚାଲୁଥିବା ସମୟରେ ଏକ ପନ୍ଦର ଫୁଟ ର ଅହିରାଜ ସାପ ଟି ଆସିଗଲା ତେବେ ନିଜ ସାମ୍ନା ରେ ଅହିରାଜ କୁ ଦେଖି ଯିଏ ନାହିଁ ସିଏ ଡରିଯିବ କିନ୍ତୁ ସେଠାରେ ଥିବା ଜଣେ ଯବାନ ନିଜର ସାହାସ ଏବଂ ବୁଦ୍ଧି ରେ ସେହି ସାପ କୁ କାବୁରେ ନେଇଥିଲେ ଏବଂ ସମସ୍ତେ ସୁରକ୍ଷିତ ରହିଥିଲେ । ତେବେ ଏପରି କାମ ଜଣେ ଯବାନ ହିଁ କରି ପାରିବ ।

୪- ଚତୁର୍ଥ ଭିଡିଓ ଟି ହେଉଛି ଅପ୍ରେଲ ୨୦୧୭ ରେ ନେପାଳ ରେ ଏକ ଅଦ୍ଭୂତପୂର୍ବ ଘ-ଟ-ଣା ଘ-ଟି-ଥି-ଲା । ସେଠାରେ କିଛି ଶି-କା-ରୀ ମାନେ ଏକ ଟ୍ରକ ରେ ଏକ ଗଣ୍ଡା କୁ ନେବା ପାଇଁ ଚେଷ୍ଟା କରୁଥିଲେ । ତେବେ ଏହା ପୂର୍ବରୁ ସେମାନେ ଏହି ଗଣ୍ଡା ର ମାଆ କୁ ମଧ୍ୟ ନେଇ ଯାଇଥିଲେ ।

କିନ୍ତୁ ହଠାତ ସେହି ଗଣ୍ଡା ଟି ସବୁ ଶି-କା-ରୀ ମାନଙ୍କ ଉପରେ ଏଭଳି ଭାବରେ ଆ-କ୍ର-ମ-ଣ କଲା ଯେ ସମସ୍ତେ ଯିଏ ଯେଉଁଠି ଲୁ-ଚି ଗଲେ ତେବେ ଏପରି ଲାଗୁଥିଲା ଗଣ୍ଡା ଟି ନିଜର ମାଆ ର ପ୍ର-ତି-ଶୋ-ଧ ନେଉଥିଲା । ଏହା ବହୁତ ଆଶ୍ଚର୍ଯ୍ୟ ପୁର୍ବକ ଘ-ଟ-ଣା ଥିଲା ।

Leave a Reply

Your email address will not be published. Required fields are marked *