ଦେଖନ୍ତୁ ଏହି ଝିଅ ପୁଅ ମାନଙ୍କୁ କେମିତି କହୁଛନ୍ତି, କାହାକୁ ଭଲ ପାଉଥିଲେ ନିଶ୍ଚୟ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଘଟଣା ବିଷୟରେ ଜାଣିଥିବେ । ବର୍ତ୍ତମାନ ପୁଅଝିଅ ମାନେ କିଛି ଦିନ ଭଲ ପାଇ ପରସ୍ପରକୁ ଧୋକା ଦେଇ ଦେଉଛନ୍ତି । ଆଉ କେଉଁ ମାନେ ଭଲ ପାଇ ଘର ଛାଡ଼ି ଚାଲି ଯାଉଛନ୍ତି । ଏହି ପରି ଘଟଣା ପ୍ରତିଦିନ ଦେଖୀବାକୁ ମିଳୁଛି । କଳିଯୁଗ ରେ ପ୍ରବଚନ ଦେଲା ଭଳି ମହିଳା ମାନେ ବହୁତ ବାହାରୁଛନ୍ତି ।

କିନ୍ତୁ ଜଣେ ମହିଳା ସେ ଏପରି କଥା ପ୍ରେମ ଉପରେ କହିଛନ୍ତି ଯାହାକି ପୁରା ସତ ଅଟେ । ଏହି ମହିଳା ଜଣଙ୍କ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛନ୍ତି । ସେ ଏପରି କଥା କହିଛନ୍ତି ଯାହାକି ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ମହିଳା ଜଣଙ୍କ ଭଲ ପାଇବାକୁ ନେଇ ବହୁତ ଭଲ କଥା କହିଛନ୍ତି । ସେ କହିଛନ୍ତି ଯେ ସବୁ ଝିଅମାନେ ଗୋଟିଏ କଥା ସବୁବେଳେ ମନେ ରଖିବେ ।

ଯଦି ଜଣେ ପୁଅ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁଛନ୍ତି ଏବଂ ସେହି ସମୟରେ ତାଙ୍କର ଆଖିରୁ ଯଦି ଦୁଇ ଟୋପା ଲୁହ ଚାଲି ଆସେ କେବେ ତାଙ୍କୁ ଭୁଲ ବୁଝିବ ନାହିଁ । ତେବେ ଏହା ଛଡା ସେ କହିଛନ୍ତି କି ଜୀଵନ ରେ ଯଦି ଭଲ ପାଇବାକୁ ଚାହୁଁଛ ତେବେ ଗୋଟିଏ ଗରିବ ପୁଅ କିମ୍ବା ଗୋଟିଏ ଗରିବ ଝିଅ କୁ ଭଲ ପାଅ ଦେଖିବେ ।

ସେ ହୁଏତ ଆପଣ ଙ୍କୁ ଦାମୀ ଉପହାର ନ ଦେଇ ପାରେ କିମ୍ବା କେଉଁ ବଡ଼ ବଡ଼ ହୋଟେଲ କୁ ଖାଇବାକୁ କିମ୍ବା କୌଣସି ମଲ କୁ ବୁଲେଇବା ପାଇଁ ନ ନେଇ ପାରେ କିନ୍ତୁ ସେ ଆପଣ ଙ୍କୁ ଭରପୁର ଭଲ ପାଇବା ପ୍ରଦାନ କରିବ ଆପଣଙ୍କ ଆଖିରେ ଲୁହ ଆଣିବାକୁ ଦେବ ନାହିଁ ସବୁବେଳେ ଆପଣଙ୍କ ମୁହଁରେ ହସ ଦେଖିବାକୁ ଚାହିଁବ ତା ହୃଦୟ ର ରାଣୀ କରି ରଖିବ ।


ତେବେ ଆପଣ ମାନେ ଜାଣିଥିବେ କି ପ୍ରେମ ପାଇଁ ମଣିଷ କଣ ବା ନ କରି ପାରେ । ପ୍ରେମ ରେ ବିଭିନ୍ନ ଘଟଣାକୁ ବହୁତ୍ ଗୁରୁତର ସହ ହୋଇଯାଏ । ଆପଣ ମାନେ ତ ଜାଣିଥିବେ ଆଜିର ସମୟ ରେ ବହୁତ ଯୁବପିଢି ପ୍ରେମ କରି ନିଜ ଜୀବନ କୁ ବହୁତ୍ ଅସୁବିଧା ରେ ପକାଇଥାନ୍ତି । ଆପଣ ମାନେ ମଧ୍ୟ ବହୁତ୍ ଜଣ ପ୍ରେମିକ ପ୍ରେମିକା ଙ୍କୁ ଆତ୍ମହତ୍ୟା କରୁଥିବା ଶୁଣିଥିବେ । କେବେବି ନିଜ ଜୀବନ କୁ ଏହିପରି ନଷ୍ଟ କରିବା ଉଚିତ୍ ନୁହେଁ କାରଣ ଜୀବନ ଭଗବାନ ଙ୍କ ଦାନ ହୋଇଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *