ରିଅଲ ଲାଇଫ ରେ ବହୁତ ଷ୍ଟାଇଲିସ ଆଉ ହଟ ଦେଖା ଯାଆନ୍ତି ଓଡିଆ ସିରିଏଲ ‘ସିନ୍ଦୁରର ଅଧିକାର’ ର ଦାମିନୀ ( Chhuni Riya), ଜାଣନ୍ତୁ ତାଙ୍କ ବିଷୟରେ ଅଜଣା କଥା !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଦାମିନୀ । ଦାମିନୀଙ୍କୁ ଆପଣ ମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ‘ସିନ୍ଦୁରର ଅଧିକାର’ରେ ନିଶ୍ଚୟ ଦେଖିଥିବେ । ଅତି କମ ସମୟରେ ଏହି ସିରିଏଲଟି ଦର୍ଶକ ମାନଙ୍କ ମନ ଜିତି ପାରିଛି । ଆଉ ଏହାର ଟିଆରପି ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏଥିରେ ମୁଖ୍ୟ ଅଭିନେତା ଭୂମିକାରେ ଆରଭ ଅଭିନୟ କରୁଥିବା ବେଳେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି ଇତି ।

ଆଉ ଏହି ସିରିଏଲରେ ଦାମିନୀ ହିରୋଙ୍କ ମା ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ସିରିଏଲରେ ସମସ୍ତ କଳାକାର ମେକ ଅପ୍ ରେ ନଜର ଆସିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଦାମିନୀଙ୍କ ରିଅଲ ଲାଇଫ ଲୁକ୍ ବିଷୟରେ କହିବାକୁ ଯାଉଛୁ । ଏହା ସହ ତାଙ୍କ ରିଅଲ ଲାଇଫ ବିଷୟରେ କିଛି କଥା ଜାଣିବା । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଅଭିନେତ୍ରୀ ଦାମିନୀଙ୍କ ପ୍ରକୃତ ନାମ ହେଉଛି ଚୂନି ରିୟା । ଚୂନି ୨୦୦୮ ମସିହାରେ ତାଙ୍କ ଅଭିନୟ ଜୀବନୀର ଆରମ୍ଭ କରିଥିଲେ । ବହୁତ ଆଲବମ ଓ ସିରିଏଲରେ ଚୂନିଙ୍କ ଦମଦାର ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏ ହେଉଛି ଚୂନିଙ୍କ ରିଅଲ ଲାଇଫ ଲୁକ୍ । ଦାମିନୀ ମେକ ଅପ୍ ଠାରୁ ଅଧିକ ବିନା ମେକ ଅପ୍ ରେ ସୁନ୍ଦର ନଜର ଆସନ୍ତି ।

ଦାମିନୀ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ସୋସିଆଲ ମିଡିଆରେ ସେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଦାମିନୀଙ୍କ ରିଅଲ ଲାଇଫ ଲୁକ୍ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *