ଗୋଟିଏ ପିଲାକୁ ଜୀବନ୍ତ ଗିଳିଦେଲା ଏହି ଭୟଙ୍କର ନାଗ ସାପ (Big Cobra), ଦେଖନ୍ତୁ ବିଲେଇଟି ଏହି ଭୟଙ୍କର ନାଗ ଠାରୁ ନିଜ ପିଲାଙ୍କୁ କିପରି ବଞ୍ଚେଇଲା ? ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ବେସ ଭଲ ଭାବରେ ଜାଣିଥିବେ । ମିର୍ଜା ଆରିଫ ଭାରତର ବିଭିନ୍ନ ରାଜ୍ୟରେ ଯାଇ ସାପ ଧ-ରି-ଛ-ନ୍ତି । ସେ ଆମ ଓଡିଶାର ବାସିନ୍ଧା ଅଟନ୍ତି । ଯଦି କାହା ଘର ଭିତରେ ସାପ ପଶି ଥାଏ ତା ହେଲେ ମିର୍ଜା ଆରିଫ ଏହାର ସୂଚନା ପାଇଁ ଯେକୌଣସି ସମୟରେ ସେହି ସ୍ଥାନରେ ପହଞ୍ଚି ଥାନ୍ତି । ମିର୍ଜା ଆରିଫ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଆସିବା ଦିନରୁ ସାପର ନୂଆ ନୂଆ ଭିଡିଓ ଅପଲୋଡ କରନ୍ତି ।

ଗତ କିଛି ଦିନ ହେବ ମିର୍ଜାଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ମିର୍ଜା ଏଥର ଭଦ୍ରକ ଜିଲ୍ଲାରେ ଥିବା ଏକ ବ୍ୟକ୍ତି ଘରେ ଏକ ନାଗ ସାପକୁ ଉଧାର କରିଛନ୍ତି । ବର୍ଷା ହେବା କାରଣରୁ ନାଗଟି ଘର ଭିତରେ ପଶି ଯାଇଥିଲା । ବ୍ୟକ୍ତିଙ୍କ ଘରେ ଏକ ବିଲେଇ ତିନୋଟି ଛୁଆ ଜନ୍ମ କରିଥିଲା । ସେଥି ମଧ୍ୟରୁ ଗୋଟିଏ ଛୁଆକୁ ସାପ ଗିଳିଦେଇଥିଲା ଓ ସାପ ଭ-ୟ-ରେ ମା ବିଲେଇଟି ତାର 2 ଟି ଛୁଆକୁ ନେଇ ଛାତ ଉପରେ ରଖିଥିଲା ।

https://www.youtube.com/watch?v=hksZQCU-sJM

ସେହି ସମୟରେ ଘର ଲୋକ ସାପ ବିଷୟରେ ଜାଣି ପାରିଥିଲେ । ଏହା ପରେ ଘର ଲୋକ ମିର୍ଜା ଆରିଫଙ୍କୁ ଏହାର ସୂଚନା ଦେଇଥିଲେ ଯାହା ଫଳରେ କିଛି ସମୟ ମଧ୍ୟରେ ମିର୍ଜା ସେହି ସ୍ଥାନରେ ପହଞ୍ଚି ସାପକୁ ଉଧାର କରିଥିଲେ । ଅବଶ୍ୟ ବିଲେଇ ଛୁଆ ମାନେ ଠିକ ଠାକ ଥିଲେ ।

ନାଗ ସାପଟି ଅତି ବଡ ଥିବାରୁ ସେଠାକାର ଲୋକ ମାନେ ଭ-ୟ-ବି-ତ ହୋଇ ଯାଇଥିଲେ । ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବହୁତ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *