15 Interesting Gk Questions- କେଉଁ ଗଛ ମୂଳେ ଶୋଇଲେ ମଣିଷର ମୃତ୍ୟୁ ହୋଇପାରେ ?

ବନ୍ଧୁଗଣ ଏହି ଦୁନିଆର ପ୍ରତ୍ୟକ ମଣିଷ ନିଜ ଜୀବନରେ ଅନେକ ଗୁଡିକେ ପରୀକ୍ଷା ଦେଇଥାଏ । ସମସ୍ତ ମଣିଷଙ୍କ ଇଛା ଥାଏ ଯେ, ସେମାନେ ଯେମିତି ଅଧିକ ଜ୍ଞାନୀ ଓ ବୁଦ୍ଧିମାନ ହୋଇପାରିବେ । ଯେଉଁ ମଣିଷ ମାନେ ଅଧିକ ଜ୍ଞାନୀ ଥାନ୍ତି ସେମାନେ ଜୀବନରେ କେବେ ବି ହାରି ନଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ଜ୍ଞାନକୁ ବଢାଇବା ପାଇଁ କିଛି ମଜାଦାର ଓଡିଆ ଢଗ ନେଇ ଆସିଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜଣାଇବା ଆମର ଏହି ମଜାଦାର ଓଡିଆ ଢଗ ବିଷୟରେ ।

୧. ବାଘ ପୂର୍ବରୁ ଭାରତର ଜାତୀୟ ପଶୁ କଣ ଥିଲା ?

ଉତ୍ତର- ସିଂହ

୨. ଭାରତର ରାଷ୍ଟ୍ରୀୟ ଆଦର୍ଶ ବାକ୍ୟର ନାମ କଣ ?

ଉତ୍ତର- ସତ୍ୟମେବ ଜୟତେ

୩. L.E.Dର ପୂର୍ଣ୍ଣ ରୂପ କଣ ?

ଉତ୍ତର- Light Emitting Diode

୪. ସମଗ୍ର ବିଶ୍ଵରେ ‘ଭ୍ୟାଲେଣ୍ଟାଇନ ଦିବସ’ କେଉଁ ଦିନରେ ପାଳନ କରାଯାଏ ?

ଉତ୍ତର- ଫେବୃୟାରି ୧୪

୫. ଅର୍ଥଶାସ୍ତ୍ର କେଉଁ ବିଷୟ ଉପରେ ଲେଖା ହୋଇଥିବା ଏକ ପୁସ୍ତକ ଅଟେ ?

ଉତ୍ତର- ରାଜନୀତି

୬. କେଉଁ ସଂଗଠନ ‘କଳିଙ୍ଗ ପୁରସ୍କାର’ ପ୍ରଦାନ କରିଥାଏ ?

ଉତ୍ତର- ୟୁନେସ୍କୋ

୭. କେଉଁ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ବିକ୍ରମ ସାରା ଭାଇ’ ପୁରସ୍କାର ପ୍ରଦାନ କରାଯାଏ ?

ଉତ୍ତର-ଅନ୍ତରିକ୍ଷ ଅନୁସନ୍ଧାନ

୮. ସାରନାଥ ସ୍ଥିତି ଅଶୋକ ସ୍ତମ୍ଭର କେଉଁ ଭାଗକୁ ରାଷ୍ଟ୍ରୀୟ ପ୍ରତୀକ ରୂପେ ନିଆଯାଇଛି ?

ଉତ୍ତର-ଶୀର୍ଷ ଭାଗ

୯. ସାରା ବ୍ରମ୍ହାଣ୍ଡର ଚତୁର୍ପାର୍ଶ୍ୱରେ ସାମୁଦ୍ରିକ ଯାତ୍ରା କରିଥିବା ବିଶ୍ଵର ପ୍ରଥମ ବ୍ୟକ୍ତି କିଏ ?

ଉତ୍ତର- ଫର୍ଡିନାଣ୍ଡ ମ୍ୟାଗେନାଲ

୧୦. ୩୮ତମ ସମାନ୍ତର ରେଖା କେଉଁ ଦୁଇ ଦେଶ ମଧ୍ୟରେ ଅବସ୍ଥିତ ?

ଉତ୍ତର- ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ

୧୧. ହିନ୍ଦୁ ପୌରାଣିକ କଥା ଅନୁସାରେ ଅ-ଗ୍ନି ଦେବତାଙ୍କର କେତେ ଗୋଟି ଗୋଡ ଅଛି ?

ଉତ୍ତର- ତିନୋଟି

୧୨. ଭଗବାନ ଶିବ ବ୍ରହ୍ମାଙ୍କର ଗୋଟିଏ ମୁଣ୍ଡ ତୋଳି ନେବା ପୂର୍ବରୁ ତାଙ୍କର କେତେତି ମୁଣ୍ଡ ଥିଲା ?

ଉତ୍ତର- ପାଞ୍ଚଟି

୧୩. କେଉଁ ମାସିହାରେ ଇଂରେଜ ମାନେ ଭାରତର ରାଜଧାନୀକୁ କଲିକତା ଠାରୁ ଦିଲ୍ଲୀ ଉଠାଇ ଆଣିଥିଲେ ?

ଉତ୍ତର-୧୯୧୧

୧୪. ୧୯୭୦ ମସିହା ଠାରି ଫିଫା ବିଶ୍ଵ କପର ସମସ୍ତ ଅଫିସିଆଲ ମ୍ଯାଚ ଗୁଡିକରେ କେଉଁ କମ୍ପାନୀ ଫୁଟବଲ ଯୋଗାଇ ଆସୁଛି ?

ଉତ୍ତର- ଆଡିଦାସ

୧୫. ଅତ୍ୟାବଶ୍ୟକତା ସମୟରେ ଯାତ୍ରୀ ମାନଙ୍କ ଟିକେଟ ବୁକିଙ୍ଗ ପାଇଁ ଭାରତୀୟ ରେଳ ବିଭାଗ ଦ୍ଵାରା କେଉଁ ରିଜରଭେସନ ଯୋଜନା କାର୍ଯ୍ୟ କରୁଛି ?

ଉତ୍ତର- ତତ୍କାଳ

୧୬. କେଉଁ ଗଛ ମୂଳେ ଶୋଇଲେ ମଣିଷର ମୃ-ତ୍ୟୁ ହୋଇପାରେ ?

ଉତ୍ତର- ନିମ୍ବ ଗଛ

Leave a Reply

Your email address will not be published. Required fields are marked *