ଦେହକୁ ଦେଲେନି ରେଷ୍ଟ, ବର୍ଷକୁ ବର୍ଷ ଦେଇଚାଲିଲେ ଛୁଆ…ତଥାପି ଲାଗନ୍ତି ଏତେ ଯବାନ କି ନ ଦେଖିଲେ ବିଶ୍ଵାସ ହେବନି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହାଘର ପରେ ଦେହକୁ ଦେଲେନି ରେସ୍ଟ ! ଗୋଟିଏ ପରେ ଗୋଟିଏ ୧୨ ବର୍ଷ ଭିତରେ କୋଳରେ ଖେଳିଲା ୯ ଟି ଛୁଆ ! ବର୍ଷକରେ ଗୋଟିଏ ଔ ତାପରେ ପୁଣି ଆଉ ଗୋଟିଏ ସନ୍ତାନ ଜନ୍ମ ଦେଇଚାଲିଥିବାରୁ ବହୁ ଲୋକେ ତାଙ୍କୁ ସୁପର ଵୋମେନର ମଧ୍ୟ ଆକ୍ଷା ଦେଇସାରିଛନ୍ତି । ଯାହାଙ୍କର ଫୋଟ ଓ ଭିଡିର ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁ ମାତ୍ରାରେ ହଇଚଇ ଖେଳାଇ ଭାଇରାଲ ହେବାରେ ଲାଗିଛି ।

ତେବେ ଡାକ୍ତରଙ୍କର କହିବା ଅନୁସାରେ ଗୋଟିଏ ସନ୍ତାନର ଜନ୍ମ ପରେ ମା’ ବାପା ତଥା ଦମ୍ପତ୍ତି ଅତି କମ୍ ୩ ବର୍ଷ ପରେ ଆଉ ଏକ ସନ୍ତାନ ଜନ୍ମ କରିବା କଥା ଯୋଜନା କରିବା ହିଁ ବହୁତ ଭଲ ଅଟେ । ଏହା ଦ୍ଵାରା ପିଲାର ଶାରୀରିକ ଓ ମାନସିକ ବିକାଶ ଭଲ ହେବା ସହ ମା’ ର ସ୍ଵାସ୍ଥ ଉପରେ ମଧ୍ୟ କୌଣସି ପ୍ରକାର କୁପ୍ରଭାବ ପକାଇବ ନାହିଁ । ହେଲେ ଆମେରିକାର ଏହି ମହିଳା ଜଣଙ୍କ ଉପରେ କେହି ପ୍ରେସର ପକାଇବା କାରଣରୁ ନୁହେଁ ।

ବଂର ନିଜ ସ୍ଵାମୀ ଓ ନିଜର ଖୁସି ପାଇଁ ହିଁ ସେ ବାହାଘରର ୧୨ ବର୍ଷ ଭିତରେ ୯ ଟି ସନ୍ତାନର ଜନନୀ ହୋଇପାରିଛନ୍ତି । ହେଲେ ଏଥିପାଇଁ ମହିଳା ଜଣଙ୍କୁ ତାଙ୍କ ସ୍ଵାମୀଙ୍କର କିନ୍ତୁ ବହୁ ମାତ୍ରାରେ ସପର୍ଟ ରହିଛି । ତେବେ ୧୨ ବର୍ଷ ମଧ୍ୟରେ ୯ ଟି ଛୁଆ ଜନ୍ମ କରିଥିବା ମହିଳା ଜଣଙ୍କର ନାମ ହେଉଛି କୋରା । ତେବେ କୋରାଙ୍କର ୧୬ ବର୍ଷ ବୟସରେ ତାଙ୍କ ଠାରୁ ମାତ୍ର ୩  ବର୍ଷ ବୟସରେ ବଡ ଯୁବକଙ୍କ ସହିତ ବାହାଘର ହୋଇଥିଲା ।

କୋରା ପ୍ରଥମେ ୨୦୦୦ ମସିହାରେ ନିଜର ପ୍ରଥମ ସନ୍ତାନ ଜନ୍ମ କରିଥିଲେ । ଏହାପରେ ୨୦୧୨ ମସିହାରେ ନିଜର ଶେଷ ଅର୍ଥାତ ୧୨ ନମ୍ବର ସନ୍ତାନକୁ ଜନ୍ମ କରି ସେ ଚର୍ଚାରେ ରହିଛନ୍ତି। ଆମେରିକାର କୋରା ଏତେ ପିଲା ଜନ୍ମ କରି ମଧ୍ୟ ତାଙ୍କ ଫିଗରରେ କୌଣସି ପ୍ରକାର ଆଞ୍ଚ ଆସିନାହିଁ ।

ତେବେ କୋରା ମଧ୍ୟ ଜଣେ ମଡ଼େଲର । ସେ ଯେତେବେଳେ ନିଜ ପିଲା ମାନଙ୍କ ସହିତ ବୁଲିବାକୁ ଯାଇଥାନ୍ତି । ବହୁ ଲୋକେ ପିଲାଙ୍କର ମା’ ନୁହେଁ ବଂର ପିଲା ମାନଙ୍କର ଭଉଣୀ ବୋଲି ଭବିଠନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *