ଅଭିନେତ୍ରୀ Deepika Padukone, NCB ସାମ୍ନାରେ କଲେ ଖାନ ଗ୍ୟାଙ୍ଗ ର ପର୍ଦାଫାସ, ଏବେ ଭୟରେ ପୁରା Bollywood

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିଷୟରେ ଏମିତି ଏକ ବଡ ଖୁଲାସା କରିବୁ ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କିଛି ଦିନ ହେବ ଦୀପିକା ଡ୍ରଗ୍ସ କେସକୁ ନେଇ ବହୁତ ଚର୍ଚାରେ ଅଛନ୍ତି । ଏନସିବିର ଟାର୍ଗେଟରେ ଦୀପିକା ରହିଛନ୍ତି । ଏନସିବି ଟିମ ବାରମ୍ବାର ଦୀପିକାଙ୍କ ସହ ପଚରା ଉଚରା କରୁଛି ।

ଯାହାଫଳରେ ସବୁଦିନ ଦୀପିକା ଗୋଟେ ପରେ ଗୋଟେ ବଲିଉଡ ଷ୍ଟାର ମାନଙ୍କ ନାମର ଖୁଲାସା କରିଛନ୍ତି । ଅନ୍ୟ ପକ୍ଷରେ ଦୀପିକାଙ୍କୁ ବହୁତ ଧମକ ମିଳିଥିବାର ଜଣା ପଡିଛି, ଯାହାଫଳରେ ଦୀପିକା ଏବଂ ରଣବିରଙ୍କର ଅବସ୍ଥା ବହୁତ ଶୋଚନୀୟ ଅଛି ।

ବଡ ବଡ ଦିଗ୍ଗଜ ଲୋକମାନଙ୍କ ନାମ କହିବାରୁ ଦୀପିକାଙ୍କୁ ବାରମ୍ବାର ଧମକ ଦିଆ ଯାଉଛି । କିଏ କହୁଛି ଦୀପିକାଙ୍କୁ ଜୀବନରୁ ମାରିଦେବ ତ କିଏ କହୁଛି ଦୀପିକାଙ୍କ ବଲିଉଡ କ୍ୟାରିୟରକୁ ଶେଷ କରିଦେବ । ଏହି ସବୁ ଯାଞ୍ଚର ଆରମ୍ଭ ହେଉଛି ସୁଶାନ୍ତ ସିଂହ ରାଜପୁତଙ୍କ କେସ । ବନ୍ଧୁଗଣ ସୁଶାନ୍ତଙ୍କ କେସର ତଦନ୍ତ କରିବା ଦ୍ଵାରା ଏହି ସବୁ ବଲିଉଡ ଷ୍ଟାର ମାନଙ୍କ କଳା କାରନାମାର ଖୁଲାସା ହୋଇଛି ।

ସର୍ବ ପ୍ରଥମେ ସୁଶାନ୍ତଙ୍କ କେସରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ ହୋଇଗଲା ଓ ବର୍ତ୍ତମାନ ଦୀପିକା ଟାର୍ଗେଟ ଲିଷ୍ଟରେ ଅଛନ୍ତି । ଏହି କେସରେ ସାରା ଅଲି ଖାନ ଏବଂ ବଲିଉଡର ଖାନ ଗ୍ୟାଙ୍କ ମଧ୍ୟ ଫସି ସାରିଛି । ହେଲେ ଏକ ନେତାର ପୁଅ ଫସି ଯିବାରୁ ସିବିଆଇକୁ ମଧ୍ୟ ଧମକ ମିଳିଥିବାର ଜଣା ପଡିଛି । ଯାହା ଫଳରେ ସିବିଆଇର ବହୁତ ଖରାପ ଅବସ୍ଥା ହୋଇଛି ।

ସେଥିପାଇଁ ବର୍ତ୍ତମାନ ସତକୁ ସାମ୍ନାକୁ ଆଣିବା ପାଇଁ ସିବିଆଇ ଭୟ କରିଛି । ହେଲେ ଆମକୁ ସିବିଆଇ ଉପରେ ପୂର୍ଣ୍ଣ ବିଶ୍ଵାସ ରହିଛି କାରଣ ଏହି କେସ ଉପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ ନଜର ରଖିଛନ୍ତି । ସମସ୍ତ ଲୋକ ଏହା ଚାହୁଁଛନ୍ତି ଯେ, ଏହି କେସ ସହ ଜଡିତ ସମସ୍ତ ଦୋଷୀ ମାନଙ୍କୁ ଦଣ୍ଡ ମିଳୁ ଏବଂ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ।

ବର୍ତ୍ତମାନ ସିବିଆଇ ଏବଂ ଦୀପିକାଙ୍କ ଉପରେ ବହୁତ ପ୍ରେସର ରଖାଯାଇଛି । ସୁଶାନ୍ତଙ୍କ ସହ ଯାହାସବୁ ହୋଇଥିଲା ବର୍ତ୍ତମାନ ଦୀପିକାଙ୍କ ସହ ମଧ୍ୟ ତାହା ସବୁ ହେବାକୁ ଲାଗିଛି । ବନ୍ଧୁଗଣ ବର୍ତ୍ତମାନ ଖବର ମିଳିଛି ଯେ, ଦୀପିକା ବଲିଉଡର ଜଣେ ଦିଗଜ ଖାନଙ୍କର ନାମ ନେଇ ସାରିଛନ୍ତି । ଯାହାଙ୍କ ସହିତ ଦୀପିକା କାମ କରିସାରିଛନ୍ତି ଏବଂ ଏହି ଖାନ ଜଣକ ବିବାହିତ ମଧ୍ୟ ଅଛନ୍ତି ।

ଦୀପିକା ଏହି ଖାନଙ୍କ ବିଷୟରେ ଏନସିବି ସାମ୍ନାରେ କହିବା ମାତ୍ରେ ସେହି ଖାନ ଏହା ବିଷୟରେ ସବୁକିଛି ଜାଣି ସାରିଛନ୍ତି । ବର୍ତ୍ତମାନ ସେ ଦୀପିକାଙ୍କୁ ଧମକ ମଧ୍ୟ ଦେଇଛନ୍ତି । ବହୁତ ଲୋକଙ୍କ ମତରେ ଏହି କଥାର ଖୁଲାସା ଦୀପିକାଙ୍କ ଫୋନରୁ ହୋଇଛି ବୋଲି ଜଣା ପଡିଛି । ଯାହା ଦ୍ୱାରା ଜଣା ପଡିଛି ବଲିଉଡର ଖାନ ଗ୍ୟାଙ୍କ ଦୀପିକାଙ୍କ ସହ ଡ୍ରଗ୍ସ ସେବନ କରିଛି । ବର୍ତ୍ତମାନ ଦୀପିକା ବହୁତ ସମସ୍ୟାରେ ଅଛନ୍ତି । ହେଲେ ସେହି ଖାନଙ୍କର ନାମର ଖୁଲାସା ବର୍ତ୍ତମାନ ପର୍ଯ୍ୟନ୍ତ ଏନସିବି ଟିମ କରିନାହିଁ । ବନ୍ଧୁଗଣ ଆପଣଙ୍କୁ କଣ ଲାଗୁଛି ସେ କିଏ ହୋଇ ଥାଇ ପାରନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *