Deepika ଙ୍କ ସହ ସ୍ପେନ୍ ଯାଇଥାନ୍ତେ Shahrukh Khan, ଦେଖନ୍ତୁ ପୁଅ ପାଇଁ ହଠାତ କାହିଁକି ସୁଟିଙ୍ଗ ବାତିଲ କରିଦେଲେ ଶାହରୁଖ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଏକ ବଡ ଖବର ଶୁଣିବାକୁ ମିଳୁଛି କି ପୁଅ ପାଇଁ ହେଲା ସାହାରୁଖ ଙ୍କ ସୁ-ଟିଂ ବାତିଲ । ପଠାନ ସିନେମା ର ସୁ-ଟିଂ ପାଇଁ ଯାଇଥାନ୍ତେ ଶାହାରୁଖ ବିଦେଶ ଦୀପିକା ଙ୍କ ସହ ସ୍ପେନ ଯାଇଥାନ୍ତେ ଶାହରୁଖ । ପଠାନ ଫିଲ୍ମ ର ଥିଲା ଗୀତ ସୁ-ଟିଂ । ହେଲେ ଏନସିବି ଘେରରେ ପୁଅ ଆର୍ଯ୍ୟନ ଖାନ । ଜାହାଜ ଭିତରେ ଡ୍ର-ଗ୍ସ ପା-ର୍ଟି ମାମଲା ରେ ଶାହରୁଖ ଖାନ ଙ୍କ ପୁଅ ଆର୍ଯ୍ୟନ ଖାନ ଛନ୍ଦି ହୋଇଥିବା ବେଳେ ଏହି ଘ-ଟ-ଣା ପରିବାର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

ବିଧିବଦ୍ଧ ଭାବରେ ପରିବାର ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନଥିଲେ ବି ନିକଟରେ ପଠାନ ଫିଲ୍ମ ସୁ-ଟିଂ ପାଇଁ ଶାହାରୁଖ ଖାନ ଙ୍କୁ ସ୍ପେନ ଯିବାର ଥିଲା ଏହି ସିନେମା ର ଏକ ଗୀତ ସୁ-ଟିଂ ପାଇଁ ଶାହରୁଖ ଦୀପିକା ପାଦୁକନ ଙ୍କ ସହ ସ୍ପେନ ଯିବାର ଥିଲା । ହେଲେ ଠିକ ଏହା ପୂର୍ବରୁ ପୁଅ ଆର୍ଯ୍ୟନ ଖାନ ଙ୍କୁ ନେଇ ଆସିଛି ଚିନ୍ତା ଜନକ ଖବର । ଏହି ଭଳି ପରିସ୍ଥିତି ରେ ଶାହାରୁଖ ଖାନ ନିଜ ବିଦେଶ ଗମନ କୁ ବାତିଲ କରିବାକୁ ନେଇ ଚର୍ଚ୍ଚା ହେଉଛି ।

ଅନୁରୂପ ଭାବରେ ଆର୍ଯ୍ୟନ ଖାନ ଙ୍କ ମାଆ ଗୌରୀ ଖାନ ମଧ୍ୟ ଇଣ୍ଟରିୟର ଡିଜାଇନ ପ୍ରୋଜେକ୍ଟ ପାଇଁ ବିଦେଶ ଯିବାର ଥିଲା । ହେଲେ ଡ୍ର-ଗ୍ସ ପାର୍ଟି ରେ ପୁଅ ଆର୍ଯ୍ୟନ ଖାନ ସାମ୍ନା କୁ ଆସିବା ପରେ ମାଆ ଗୌରୀ ଖାନ ଙ୍କ ର ମଧ୍ୟ ଚିନ୍ତା ବଢି ଯାଇଛି । ଆଉ ଏହି କାରଣ ଯୋଗୁଁ ସେ ବର୍ତ୍ତମାନ ବିଦେଶ ଯାତ୍ରା କୁ ବାତିଲ କରିଦେଇଛନ୍ତି ଏବଂ ନିଜ ଯାତ୍ରା କୁ ସ୍ଥଗିତ ରଖିବାର ସୂଚନା ମଧ୍ୟ ମିଳିଛି ।

ତେବେ ଏହି ଡ୍ରଗ୍ସ ପାର୍ଟି ସମୁଦ୍ର ମଝିରେ ଜାହାଜ ଭିତରେ ହେଉଥିଲା ତେବେ ଆର୍ଯ୍ୟନ ଙ୍କ କହିବା କଥା ସେ ଏଠାକୁ ଅତିଥି ଭାବରେ ଯୋଗ ଦେଇଥିଲେ ତାଙ୍କର ଏହି ପାର୍ଟି ସହ କୌଣସି ଲେନା ଦେନା ନାହିଁ । ତେବେ ତଥାପି ତାଙ୍କୁ ଅଟକ ରଖା ଯାଇଛି ଏବଂ ପଚରାଉଚରା ମଧ୍ୟ କରାଯାଉଛି । ତେବେ ଆଶା କରୁଛି ଆପଣ ଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *