ଓଡିଆ ଅଭିନେତ୍ରୀ Priyanka ଙ୍କର ନିଜ ସ୍ବାମୀଙ୍କ ସହ କମେଡି Video, ଦେଖିଲେ ହସି ହସି ଗଡିବେ

ନମସ୍କାର ବନ୍ଧୁଗଣ ଏହି ସମୟରେ ରେ ସମସ୍ତେ ସିନେମା କୁ ନେଇ ବେଶ ଆଗ୍ରହ ରହୁଛନ୍ତି । ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ଓଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଙ୍କ ଏବଂ ତାଙ୍କ ସ୍ୱାମୀ ଙ୍କ ବିଷୟ ରେ ଆଲୋଚନା କରିବା ।

ତେବେ ଆପଣ ପ୍ରିୟଙ୍କା ପଟ୍ଟନାୟକ ଙ୍କୁ ତ ନିଶ୍ଚିତ ରୂପରେ ଜାଣିଥିବେ ସେ ଜଣେ ଓଲିଉଡ ସିନେମା ର ସଫଳ ଅଭିନେତ୍ରୀ ସେ ସହ କଳାକାର ଭାବରେ କାମ କରିବା ସହ ମୁଖ୍ୟ ଚରିତ୍ର ରେ ମଧ୍ୟ ଅନେକ ସିନେମା ରେ କାମ କରିଛନ୍ତି । ତେବେ ବର୍ତ୍ତମାନ ସେ ସିନେମା ସହ ଧାରାବାହିକ ଗୁଡିକ ରେ ମଧ୍ୟ ନିଜର ଅଭିନୟ ପ୍ରତିଭା କୁ ଦେଖାଉଛନ୍ତି । ତେବେ ପ୍ରିୟଙ୍କା ଙ୍କୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରନ୍ତି ।

ତେବେ ତାଙ୍କୁ ସୌଭାଗ୍ୟବତୀ, ରଖିଲେ ଶିବ ମାରିବ କିଏ ଆଦି ସିନେମା ରେ ଆମେ ଦେଖିଛୁ ତଥା ସେ ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ ଆଦି ବଡ଼ ବଡ଼ ଅଭିନେତା ଙ୍କ ସହ ମଧ୍ୟ କାମ କରିଛନ୍ତି । ପ୍ରିୟଙ୍କା ବିବାହ କରିଛନ୍ତି ଦେବୁ ପଟ୍ଟନାୟକ ଙ୍କୁ ସେ ହେଉଛନ୍ତି ହର ପଟ୍ଟନାୟକ ଙ୍କ ସାନ ଭାଇ ତେବେ ଦେବୁ ପଟ୍ଟନାୟକ ମଧ୍ୟ ଜଣେ ନିର୍ଦେଶକ ତଥା ଅଭିନେତା ମଧ୍ୟ ।
ତେବେ ବର୍ତ୍ତମାନ ପ୍ରିୟଙ୍କା ଜି ସାର୍ଥକ ରେ ପ୍ରସାରିତ ହେଉଥିବା ଧାରାବାହିକ ଦିବ୍ୟ ଦୃଷ୍ଟି ରେ ଅଭିନୟ କରୁଛନ୍ତି ।

ବର୍ତ୍ତମାନ ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ଦେବୁ ପଟ୍ଟନାୟକ ଙ୍କ ର କିଛି କମେଡି ରିଲସ ଭିଡିଓ କୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ତେବେ ସେହି ଭିଡିଓ ରେ ଦୁହେଁ ବହୁତ ମଜା ମଜା କଥା,ଅଭିନୟ ଏବଂ ନୃତ୍ୟ କରି ଲୋକ ମାନଙ୍କ ହୃଦୟ ଜିଣୁଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ମଧ୍ୟ ପ୍ରିୟଙ୍କା ନିଜର ଅଭିନୟ କ୍ଷେତ୍ରରେ ଏକଦମ ପରଫେକ୍ଟ ରହିଛନ୍ତି । ଆଶା କରୁଛୁ ଏହି ବିଷୟ ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *