ଗୋଟିଏ ରାତି ମାଧୁରୀଙ୍କ ସହ କାଟିବାକୁ ଦାଉଦ ଇବ୍ରାହିମ Madhuri ଙ୍କୁ କରିଥିଲା କଲ୍, ଆଉ ସେଦିନ ରାତିରେ ସେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଲିଉଡ ଅଭିନେତ୍ରୀ ମାଧୁରୀଙ୍କ ସହିତ ଗୋଟିଏ ରାତି କାଟିବା ପାଇଁ ଆସିଥିଲା କଲ୍ ! ତେବେ ସୂଚନା ମୁତାବିକ ଅଣ୍ଡରୱାର୍ଲ୍ଡର ଦାଉଦ ଇବ୍ରାହିମ ମାଧୁରୀ ଦୀକ୍ଷିତଙ୍କୁ କଲ୍ କରିଥିଲେ । ୧୯୮୦ ରୁ ୧୦୯୦ ମସିହା ସମୟ ମଧ୍ୟରେ ଅଣ୍ଡରୱାର୍ଲ୍ଡରେ ନିଜର ନାମ କରି ଦାଉଦ ଇବ୍ରାହିମ ପୁରା ବଲିଉଡ ଇଣ୍ଡଷ୍ଟ୍ରିରେ ଦବଦବା ମଚାଇ ରଖିଥିଲା । ଯାହାଙ୍କ କଥା କାଟି ଅନ୍ୟ ବାଟରେ ଯିବା ପାଇଁ ବଲିଉଡ ଇଣ୍ଡଷ୍ଟ୍ରିର ବଡ ବଡ ଲୋକ ମଧ୍ୟ ଦରିଯାଉଥିଲେ ।

ଯେଉଁ ମାନେ ବଲିଉଡରେ ନୂଆ କରି ନିଜର କ୍ଯାରିଆର ଆରମ୍ଭ କରିବାକୁ ଯାଉଥିଲେ । ଯଦି ସେମାନଙ୍କ ଉପରେ ଦାଉଦର ଖରାପ ଦ୍ରୁଷ୍ଟି ପଡିଯାଉଥିଲା । ତେବେ ସେମାନଙ୍କୁ ଶିକାର କରି ତାଙ୍କ ସହ ସମୟ କାଟିବା ପାଇଁ ଦାଉଦ ସେମାନଙ୍କୁ ଈଷାରା ଦେଉଥିଲା । ଯିଏ ଭଲରେ ଭଲରେ ମାନିଯାଉଥିଲା । ତାହାର କ୍ଯାରିଅର ଚାରଚାନ୍ଦ ଲାଗିଯାଉଥିଲା । ଆଉ ଯିଏ ଦାଉଦର କଥାକୁ ପ୍ରତ୍ୟାକ୍ଷାନ କରି ଦେଉଥିଲା । ଦାଉଦ ଇବ୍ରାହିମ ତା’ ର କ୍ଯାରିଅର ଖରାପ କରିଦେବ ବୋଲି ମଧ୍ୟ ଧମକ ଦେଉଥିଲା ।

ତେବେ ଦାଉଦର କୁଦ୍ରୁଷ୍ଟିରୁ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମଧ୍ୟ ବର୍ତ୍ତୀ ପାରିନଥିଲେ । ଯେତେବେଳେ ନୂଆ କରି ବଲିଉଡରେ ମାଧୁରୀ ପାଦ ଥାପି ଥିଲେ । ତାଙ୍କର ସୁନ୍ଦରତା ଓ ଚମତ୍କାରୀତା ନୃତ୍ୟ ପାଇଁ ସେ ବହୁ ଅଳ୍ପ ସମୟରେ ବହୁ ଲୋକଙ୍କର ହୃଦୟକୁ ଜିଣିବାରେ ସକ୍ଷମ ହୋଇପାରିଥିଲେ । ହେଲେ ସେହି ସମୟରେ ବଲିଉଡରେ ହଇଚଇ ଖେଳାଇ ରଖିଥିବା ଦାଉଦର ନଜର ସୁନ୍ଦରୀ ମାଧୁରୀଙ୍କ ଉପରେ ପଡିଯାଇଥିଲା ।

ଏହା ସହିତ ମାଧୁରୀଙ୍କ ସହ ଗୋଟିଏ ରାତି ବିତେଇବା ପାଇଁ ଦାଉଦ ମାଧୁରୀଙ୍କୁ କଲ୍ ମଧ୍ୟ କରିଥିଲେ । ହେଲେ ଏପରି ଏକ ପ୍ରପୋଜାଲକୁ ମାଧୁରୀସିଧା ସିଧା ମନା କରିଦେଇଥିଲେ । ଏହାପରେ ଦାଉଦ ରାଗ ବଶବର୍ତ୍ତୀ ହୋଇ ମାଧୁରୀଙ୍କର ଫିଲ୍ମ କ୍ଯାରିଅରକୁ ବଦନାମ କରିଦେବ ବୋଲି ମଧ୍ୟ ଧମକ ଦେଇଥିଲା । ସତକୁ ସତ ଦାଉଦର ଦବଦବାରେ ବହୁ ଫିଲ୍ମ ନିର୍ମାଣକାରୀ ମାନେ ମଧ୍ୟ ମାଧୁରୀ ସାଇନ କରିଥିବା ଫିଲ୍ମରୁ ମାଧୁରୀଙ୍କୁ କାଢି ଦେଇଥିଲେ ।

ତାପରେ ନିଜର କ୍ଯାରିଅର ବନାଇବାକୁ ଯାଇ ବାଧ୍ୟ ହୋଇ ନିଜର ଅନିଚ୍ଛା ସତ୍ବେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଦାଉଦ ସହ ଗୋଟିଏ ରାତି କଟାଇଥିଲେ । ତେବେ ସେବେଠାରୁ ଏହି କଥା ଚର୍ଚାରେ ରହିଆସିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *