ଦିନେ ଯେଉଁ ପିଲାକୁ Alka Yagnik ଧକ୍କା ମାରି ଷ୍ଟୂଡିଓ ରୁ ବାହାର କରି ଦେଇଥିଲେ, ଆଜି ସେହି ପିଲା କରୁଛି Bollywood ରେ ରାଜ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଗାୟିକା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଗାୟିକା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଗାୟିକାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କ ନାମ ହେଉଛି ଅଲ୍କା ୟାଗ୍ନିକ ।

ଅଲ୍କା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିଟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ୮୦ ଓ ୯୦ ଦଶକରେ ଅଲ୍କାଙ୍କର ଲୋକପ୍ରୀତା ବହୁତ ଅଧିକ ଥିଲା, କାରଣ ସେହି ସମୟରେ ଅଲ୍କାଙ୍କର ସମସ୍ତ ଗୀତ ହିଟ ହେଉଥିଲା ।


ଅଲ୍କା ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସୁପର ହିଟ ଫିଲ୍ମ ପାଇଁ ଗୀତ ଗାଇଛନ୍ତି । ସେ ଅଭିନେତ୍ରୀ ଜୁହୀ ଚାବଲାଙ୍କ ପାଇଁ ପ୍ଲେ ବ୍ୟାକ କରିଥିଲେ । ସେହି ସମୟରେ ଅଲ୍କାଙ୍କର ଗୀତ ‘ଏକ ଦୋ ତିନ’ ବହୁତ ଚର୍ଚାରେ ରହିଥିଲା । ସେହି ସମୟରେ ଆଦିତ୍ୟ ନାରାୟଣ ଓ କୁମାର ସାନୁଙ୍କ ସହ ଅଲ୍କାଙ୍କ ଯୋଡି ସବୁଠାରୁ ଅଧିକ ଚର୍ଚାରେ ରହୁଥିଲା ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅଲ୍କାଙ୍କ ଜୀବନ ସହ ଜଡିତ ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏହି ରହସ୍ୟ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି ରହସ୍ୟ ହେଉଛି ଅଲ୍କା ଓ ବଲିଉଡ ଦିଗଜ ଅଭିନେତା ଅମିର ଖାନଙ୍କ ବିଷୟରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରହସ୍ୟ ବିଷୟରେ ।

୧୯୮୮ ମସିହାରେ ଅଲ୍କା ଫିଲ୍ମ ‘କୟାମତ ସେ କୟାମତ ତକ’ ପାଇଁ ଏକ ଗୀତ ରେକର୍ଡ କରୁଥିଲେ । ସେହି ସମୟରେ ଅମିର ଖାନ ତାଙ୍କ ସାମ୍ନାରେ ଆସି ବସିଯାଇଥିଲେ । ସେହି ସମୟରେ ଅମିର ଖାନ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସେହି ସମୟରେ ଅମିର ବାରମ୍ବାର ଅଲ୍କାଙ୍କୁ ଚାହୁଁଥିଲେ, ଯାହାଫଳରେ ଅଲ୍କା ସହ୍ୟ ନକରି ଅମିରଙ୍କୁ ଷ୍ଟୂଡିଓରୁ ବାହାରକୁ ଯିବା ପାଇଁ କହିଥିଲେ ।

କିଛି ସମୟରେ ପରେ ନାସୀର ହୁସେନ ଅଲ୍କାଙ୍କ ସହ ଫିଲ୍ମର ଷ୍ଟାର କାଷ୍ଟ ଅମିର ଓ ଜୁହୀଙ୍କ ସହ ସାକ୍ଷାତ କରିଥିଲେ । ସେହି ସମୟରେ ଅଲ୍କା ପ୍ରଥମ ଥର ପାଇଁ ଜୁହୀ ଓ ଅମିରଙ୍କୁ ଷ୍ଟୂଡିଓରେ ଦେଖିଥିଲେ । ସେହି ସମୟରେ ଅଲ୍କା ହସି ହସି ଅମିରଙ୍କୁ କ୍ଷମା ମାଗିଥିଲେ । ଅମିର ମଧ୍ୟ ‘ଇଟ୍ସ ଓକେ’ କହି ଅଲ୍କାଙ୍କୁ କ୍ଷମା କରିଦେଇଥିଲେ । କିଛି ବର୍ଷ ପୂର୍ବରୁ ଅଲ୍କା ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ଏହି ମାମଲା ବିଷୟରେ କହିଥିଲେ ଓ ଆଜି ମଧ୍ୟ ସେ ଯେବେ ଅମିରଙ୍କ ସହ ସାକ୍ଷାତ କରନ୍ତି ତାଙ୍କୁ ଏହି ସମସ୍ତ କଥା ବିଷୟରେ ମନ ପଡିଯାଏ ।


ଅଲ୍କାଙ୍କ କହିବା ଦ୍ଵାରା ଷ୍ଟୂଡିଓରୁ ବାହାରି ଯାଇଥିବା ଅମିର ଆଜି ବଲିଉଡର ଜଣେ ଦିଗଜ ଅଭିନେତା ଭାବେ ପରିଚିତ । ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିଟ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିସାରିଛନ୍ତି । ବର୍ତ୍ତମାନ ମଧ୍ୟ ଏହି ରହସ୍ୟ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *