ଇଞ୍ଜେକସନ୍ ଦେବାକୁ ଯାଇଥିଲେ ଖେପି ଆସି ଏମିତି ଦଳିଦେଲା ଦନ୍ତା ହାତୀ, Video ଦେଖିଲେ ଛାତି ଥରି ଉଠିବ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଘଟଣାଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଟିକେ ଦେଖନ୍ତୁ । ଏହି ଭିଡିଓର ଦୃଶ୍ୟ ଅତି ଭୟଙ୍କର ।

କାରଣ ସାମ୍ନାରେ ହାତୀ ଛିଡା ହୋଇଛି ଆଉ ୧୦୦ ରୁ ୨୦୦ ମିଟର ଦୂରତାରେ କିଛି ଲୋକ ଓ ଏଲିଫାଣ୍ଟ ସ୍କ୍ବାର୍ଡର କିଛି ସଦସ୍ୟ ମଧ୍ୟ ଛିଡା ହୋଇଛନ୍ତି । ହେଲେ ଗର୍ଜନ କରି ମାଡି ଆସୁଛି ଦନ୍ତା ଆଉ ଦନ୍ତାର ରାଗ ଦେଖି ପଛକୁ ଦୌଡିବାରେ ଲାଗିଛନ୍ତି ଲୋକେ । କିନ୍ତୁ ଆବଡା ଖାବଡା ରାସ୍ତା ଯୋଗୁଁ ଜଣେ ବ୍ୟକ୍ତି ପଛକୁ ଯିବା ସମୟରେ ତଳେ ପଡିଯାଉଛନ୍ତି । ଆଉ ତା ପରେ ହାତ କଣ କଲା ତାର ଦୃଶ୍ୟ ଆପଣ ମାନଙ୍କ ସାମ୍ନାରେ ଅଛି ।

ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କହମଖୁଣ୍ଟିରୁ ସାମ୍ନାକୁ ଆସିଛି ଏମିତି ଚିତ୍ର । ବଣୁଆ ଦନ୍ତା ହାତୀର ପଛ ଗୋଡର କ୍ଷତ ହୋଇଛି ଆଉ ତାକୁ ସୁସ୍ଥ କରିବା ପାଇଁ ଏଲିଫାଣ୍ଟ ସ୍କ୍ବାର୍ଡ ସଦସ୍ୟ ବିଶ୍ଵ ରଞ୍ଜନ ପାଣିଗ୍ରାହୀ  ଦୂରରୁ ବନ୍ଧୁକ ଦ୍ଵାରା ଏନ୍ଟି ବାୟୋଟିକ ଇଞ୍ଜେକ୍ସନ ଦେଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ଆକ୍ରମଣର ଶିକାର ହେବା ପରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ମେଡିକାଲ ଆଉ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ହେଲେ ବନ୍ଧୁଗଣ ତାଙ୍କର ମୃତ୍ୟୁ ହୋଇଛି ତେବେ ହାତୀକୁ ଭଲ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ବିଶ୍ଵ ରଞ୍ଜନ । ସୂଚନା ମୁତାବକ ଏହି ଦନ୍ତା ପୂର୍ବରୁ ମଧ୍ୟ ତିନି ଜଣଙ୍କ ପ୍ରାଣ ନେଇଛି । ସେପଟେ ହାତୀର ଚିକିତ୍ସା ପାଇଁ ଦୂରରୁ ବନ୍ଧୁକ ଦ୍ଵାରା ଏନ୍ଟି ବାୟୋଟିକ ଦିଆଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *