ନାଗିନ ଡ୍ୟାନ୍ସ କରୁ କରୁ ଚାଲିଗଲା ଯୁବକଙ୍କ ଜୀବନ…ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ, ଆମ ଦୈନନ୍ଧିନ ଜୀବନରେ ଏଭଳି ଘଟଣା ମାନ ଘଟୁଅଛି ଯାହା ଆପଣ ମାନେ ନିଶ୍ଚିତ ଅନୁଭବ କରୁଥିବେ । ସାଧାରଣତ କେତେକ ଘଟଣା ମାନ ରହିଅଛି । ଯାହାର ପ୍ରଭାବରେ ଶୁଭ ସମୟ କୁ ମଧ୍ୟ ଅଶୁଭ ରେ ପରିଣତ କରିଦେଇଛି । ଆମେ ସାଧାରଣତ ସମାଜର ତାରତମ୍ୟ ରୀଭଳି ଭାବରେ ମୁଗ୍ଧ ହୋଇ ରହିଯାଇଥାଉ ଯେ, ଆମ୍ଭେ କରୁଥିବା ଭଲ ମନ୍ଦ କାର୍ଯ୍ୟ କାଳାପ ର ପରିଣତ ଭାବରେ ଚିନ୍ତା କରି ନଥାଉ । ଏବଂ ଦୁ-ର୍ଘ-ଟ-ଣା ଘ-ଟି ସାରିବା ପରେ ଚିନ୍ତା କରିଥାଉ ଯେ ଏଭଳି କରି ନଥିଲେ ସଠିକ ହୋଇଥାନ୍ତା ।

କିନ୍ତୁ ସେତେବେଳକୁ ପଶ୍ଚାତାପ କରିବାର ସୁଯୋଗ ମଧ୍ୟ ଯମରାଜା ଦେଇ ନଥାନ୍ତି । ଆଜି ଆମ୍ଭେ ଆପଣ ମାଙ୍କୁ ଏଭଳି ଏକ କଥା କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅତ୍ୟନ୍ତ ମ-ର୍ମା-ହ-ତ କରି ପକାଇବ । ସାଧାରଣତ ମହୋତ୍ସବ ରେ ସମସ୍ତେ ହସ ଖୁସି ରେ ନାଚ ଗୀତ କରିଥାନ୍ତି । କୌଣସି ପୂଜା ପର୍ବ ରେ ଅଥବା ବିବାହ ରେ ବର୍ତ୍ତମାନ ସମସ୍ତେ ନାଗିନ ଡ୍ୟାନ୍ସ କରିବାରେ ଲାଗିଛନ୍ତି । ଯାହାକୁ ଦେଖି ସେ ନାଗିନ ଡ୍ୟାନ୍ସ କରିବାରେ ବ୍ୟସ୍ତ ।

ମାତ୍ର ଆଜି ଏହି ନାଗିନ ଡ୍ୟାନ୍ସ ନେଇଗଲା ଜଣେ ଯୁବକ ର ଜୀବନ । ଦେଖୁ ଦେଖୁ ସବୁଦିନ ପାଇଁ ଆଖିବୁଝିଦେଲେ ଏହି ଯୁବକ ଜଣକ । ଏମିତି ଏକ ଖବର ଆସିଛି ମଧ୍ୟ ପ୍ରଦେଶ ରୁ । ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ନାଗିନ ଡ୍ୟାନ୍ସ କରୁ କରୁ କିଭଳି ଜଣେ ଯୁବକ ର ଜୀବନ ଚାଲି ଯାଇ ଅଛି । ଏହି ଘ-ଟ-ଣା ଟି ଘଟିଅଛି ମଧ୍ୟ ପ୍ରଦେଶ ର ସଇନି ଜିଲ୍ଲାର କଟିଆ ଗାଁ ରେ । ଏଠାରେ ଏକ ପୂଜା ଅବସରରେ ପିଲାମାନେ ନାଚଗୀତ ରେ ବ୍ୟସ୍ତ ଥିଲେ ।

ସମସ୍ତେ ନାଗିନ ଗୀତ ରେ ନାଚିବେ ବୋଲି ଡିଜେ କୁ କହିଥିଲେ । ହଟାତ ଜଣେ ଯୁବକ ଶାଢୀ ପିନ୍ଧି ସ୍ଟେଜ ରେ ଏହି ଗୀତ କୁ ନାଚିବାକୁ ଆରମ୍ଭ କରିଥିଲେ । ଏହି ନାଚ ଦେଖି ଅନ୍ୟ ଜଣେ ଯୁବକ ରୁମାଲ ରେ ବିନ କରି ନାଚିବାକୁ ଲାଗିଥିଲେ । ଏହିଭଳି ନାଚୁ ନାଚୁ ବ୍ୟକ୍ତି ଜଣଙ୍କ ମୁଣ୍ଡ ତଳେ ମା-ଡ ହୋଇଯାଇଥିଲା ଏବଂ କେହି କିଛି ବୁଝିବା ଆଗରୁ ଚାଲିଯାଇଥିଲା ଜୀବନ । ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *