ନାଗରାଜ, ସଂସାରର ସବୁଠୁ ଲମ୍ବା ବିଷଧର ସାପ, 6 ମାସ ଧରି ରହୁଥିଲା ଏହି ପରିବାର ସହିତ, ଆଉ ତା’ ପରେ…ଦେଖନ୍ତୁ Video

ବନ୍ଧୁଗଣ, ଏହି ବିଶାଳ ସଂସାରରେ ମୁଖ୍ୟତ ଏଭଳି କିଛି ଘଟଣା ମାନ ପରିଲକ୍ଷିତ ହୋଇଥାଏ । ଯାହା ଆମ୍ଭେ ମାନେ ନିଜ ଚକ୍ଷୁରେ ଦେଖିଥାଉ । ହିନ୍ଦୁ ଧର୍ମରେ ସାପ କୁ ଦେବତା ଙ୍କ ମାନ୍ୟତା ଦିଆଯାଇଅଛି । ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ ଯାହା ଆପଣ ମାନେ ଶୁଣିଲେ ଚକିତ ହୋଇଯିବେ । ସାପ ସାଧାରଣ ଜଙ୍ଗଲରେ ରହିଥାଏ ମାତ୍ର ଦୀର୍ଘ ୬ ମାସ ହେବ କିଂଙ୍ଗକୋବ୍ରା ନାମକ ଏହି ସାପ ଟି ଜଣଙ୍କ ଘରେ ପରିବାର ଙ୍କ ଗହଣରେ ରହି ଆସୁଥିଲା ।

ଏହି ସାପ କୁ ସାପ ମାନଙ୍କର ରାଜା ବୋଲି ମାନ୍ୟତା ଦିଆହୋଇଛି । କାରଣ ରାଜା ଙ୍କ ଭଳି ଏହା ଉପରକୁ ମୁଣ୍ଡ କରି ନିଜ ଅଧା ଶରୀର ମଧ୍ୟରେ ଛିଡା ହୋଇଯାଇଥାଏ । ବାଲେଶ୍ଵର ଜିଲ୍ଲା ର ଏକ ଗାଁ ରେ ଏହି ସାପ କୁ ୬ ମାସ ତଳେ ବର୍ଷା ଦିନରେ ଲୋକେ ଦେଖିବାକୁ ପାଇଥିଲେ । ମାତ୍ର ବର୍ତ୍ତମାନ କିଂଙ୍ଗକୋବ୍ରା ରହିଥିବା ପରିବାର ସଦସ୍ୟ ଙ୍କ ନଜରରେ ପଡିଲା । ସେହି ସଦସ୍ୟ ଜଣଙ୍କୁ ଯେତେବେଳେ ଗାଁ ଲୋକେ କହିଥିଲେ ଯେ, ଆମ୍ଭେ ବର୍ଷା ଦିନରେ ଏକ ବିଶାଳ ସାପଟିକୁ ଦେଖିଲୁ ।

ସେତେବେଳେ ସେହି ବ୍ୟକ୍ତି ଜଣକ ବିଶ୍ଵାସ କରି ନଥିଲେ । ମାତ୍ର ବର୍ତ୍ତମାନ ହଟାତ ଲୁଗା ସୁଖାଉଥିବା ବେଳେ ପରିବାରର ସଦସ୍ୟ ଜଣକ ଦେଖିଲେ ଯେ, କିଂଙ୍ଗକୋବ୍ରା ଲମ୍ବା ହୋଇ ବାଟରେ ଶୋଇଅଛି । ଏହାକୁ ଦେଖି ବ୍ୟକ୍ତି ଜଣକ ଚମକି ପଡିଲେ ଏବଂ ସଙ୍ଗେ ସଙ୍ଗେ ସେ ସାପ ରେସକ୍ୟୁ ଟିମ କୁ ଡକାଇଲେ । ଏହା ପରେ ବହୁତ କଷ୍ଟ ରେ କିଂଙ୍ଗକୋବ୍ରା କୁ ଉଦ୍ଧାର କରାଗଲା । ମାତ୍ର ଏଥିରେ ବହୁତ ହଇରାଣ ମଧ୍ୟ ହେବାକୁ ପଡିଲା । କାରଣ କିଂଙ୍ଗକୋବ୍ରା ଯେଉଁ ଘରେ ରହୁଥିଲା ସେହି ଘରର ସ୍ଥିତି ଅଦୃଶ୍ୟନୀୟ ଥିଲା ।

ପ୍ରାଣପ୍ରଣେ ଚେଷ୍ଟା କରି କିଂଙ୍ଗକୋବ୍ରା ରେସକ୍ୟୁ ଟିମ ଉଦ୍ଧାର କରିଲେ । ଏହାପରେ ତାକୁ ଏକ ମୁଣୀ ମଧ୍ୟରେ ପୁରାଇ ସାପ ରେସକ୍ୟୁ କରୁଥିବା ଟିମ ଅନ୍ୟ ସ୍ଥାନକୁ ନେଇଗଲେ । ସତର୍କତାର ସହିତ କିଂଙ୍ଗକୋବ୍ରା କୁ ଉଦ୍ଧାର କରିଥିବାରୁ ଗ୍ରାମ ବାସୀ ରେସକ୍ୟୁ ଟିମ କୁ ଧନ୍ୟବାଦ ଜଣାଇଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *