ସାର୍ଥକ ଟିଭି ର ସବୁଠୁ ଧନୀ ହିରୋଇନ କିଏ ? ଜାଣନ୍ତୁ ଏମାନେ ଗୋଟିଏ ଏପିସୋଡ କରିବା ପାଇଁ ନିଅନ୍ତି କେତେ ସାଲାରୀ ଓ ଏମାନଙ୍କ ମୋଟ ସମ୍ପତ୍ତି କେତେ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସାର୍ଥକ ଟିଭି ରେ ପ୍ରସାରିତ ପ୍ରତ୍ୟେକ ଧାରାବାହିକ ତ ନିଶ୍ଚିତ ଭାବରେ ଦେଖୁଥିବେ । ଏହି ସମସ୍ତ ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ମଧ୍ୟ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ତେବେ କଣ ଆପଣ ମାନେ ଜାଣିଛନ୍ତି ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ସବୁଠାରୁ ଧନୀ ଅଭିନେତ୍ରୀ କିଏ ଅଟନ୍ତି ଏବଂ କାହା ପାଖରେ ସବୁଠାରୁ ଅଧିକ ପଇସା ଅଛି? ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୬. ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି, ତୃପ୍ତି । ତୃପ୍ତି ଙ୍କୁ ଆପଣ ମାନେ ମହାଦେବୀ ଧାରାବାହିକ ରେ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ଙ୍କ ସମୁଦାୟ ସମ୍ପତ୍ତି ର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ଅଟେ । ୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି, ଅନନ୍ୟା । ଅନନ୍ୟା ଙ୍କୁ ଆପଣ ମାନେ ଦିବ୍ୟଦୃଷ୍ଟି ଧାରାବାହିକ ରେ ଦୃଷ୍ଟି ନାମକ ଭୂମିକା ରେ ଦେଖିଥିବେ । ସେ ଏହି ଧାରାବାହିକ ର ନାୟିକା ଅଟନ୍ତି । ଏହି ଅଭିନେତ୍ରୀ ଙ୍କ ସମୁଦାୟ ସମ୍ପତ୍ତି ର ମୂଲ୍ୟ ୨୦ ରୁ ୨୫ ଲକ୍ଷ ଟଙ୍କା ଅଟେ ।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ମାନସୀ । ମାନସୀ ଙ୍କୁ ଆପଣ ମାନେ ତୋ ପାଇଁ ମୁଁ ଧାରାବାହିକ ରେ ଲିଡ଼ ନାୟିକା ରୂପରେ ଦେଖିଥିବେ । ଏହି ଅଭିନେତ୍ରୀ ଙ୍କ ସମୁଦାୟ ସମ୍ପତ୍ତି ର ମୂଲ୍ୟ ୭୦ ରୁ ୭୫ ଲକ୍ଷ ଟଙ୍କା ଅଟେ । ୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି, ଜେସି । ଜେସି ଙ୍କୁ ଆପଣ ମାନେ ଜୀବନସାଥୀ ଧାରାବାହିକ ରେ ଲିଡ଼ ଅଭିନେତ୍ରୀ ରୂପରେ ଦେଖିଥିବେ । ଏହି ଅଭିନେତ୍ରୀ ଙ୍କ ସମୁଦାୟ ସମ୍ପତ୍ତି ର ମୂଲ୍ୟ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ଅଟେ ।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି, ସୁପ୍ରିୟା । ସୁପ୍ରିୟା ଙ୍କୁ ଆପଣ ମାନେ କେମିତି କହିବି କହ ଧାରାବାହିକ ରେ ଦେଖିଥିବେ । ଏହା ପୂର୍ବରୁ ସେ ଅନେକ ଧାରାବାହିକ ରେ ମଧ୍ୟ ଅଭିନୟ କରି ସାରିଛନ୍ତି । ଏହି ଅଭିନେତ୍ରୀ ଙ୍କ ସମୁଦାୟ ସମ୍ପତ୍ତି ର ୧ କୋଟି ୮୦ ଲକ୍ଷ ଟଙ୍କା ଅଟେ । ୧. ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଲିପ୍ସା । ଲିପ୍ସା ଙ୍କୁ ଆପଣ ମାନେ ହେ ପ୍ରଭୁ ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଦେଖିଥିବେ ।

ଲିପ୍ସା ମଧ୍ୟ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ଏହି ଅଭିନେତ୍ରୀ ଙ୍କ ସମୁଦାୟ ସମ୍ପତ୍ତି ର ମୂଲ୍ୟ ୨ କୋଟି ଟଙ୍କା ଅଟେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *