1 ଘଣ୍ଟା ଧରି Prakruti ଙ୍କୁ ଜେରା କଲା ପୋଲିସ, ଦେଖନ୍ତୁ କଣ ସେହି 15 ଟି ପ୍ରଶ୍ନ ଯାହା ପ୍ରକୃତିଙ୍କୁ ପଚାରିଲା ପୋଲିସ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀର୍ଘ ୧ ଘଣ୍ଟା ଧରି ପୋଲିସ ତାଙ୍କୁ ପଚରା ଉଚରା କରିଛି । ତେବେ ଅଭିନେତ୍ରୀ ପ୍ରକୃତିଙ୍କ ବିରୋଧରେ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ ଆଣିଥିଲେ । ସେହିଭଳି ପ୍ରକୃତିଙ୍କ ପରିବାର ପକ୍ଷରୁ ତୃପ୍ତି ଏବଂ ତାଙ୍କ ବାପା ଲଳିତ ଶତପତି ନାମରେ ଥାନାରେ ଅଭିଯୋଗ ହୋଇଛି । ତେବେ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କୁ ନୋଟିସ ହୋଇଛି ତୃପ୍ତି ଶତପଥିଙ୍କୁ ଧାରା ୪୧ କ ଅନୁସାରେ ନୋଟିସ କରିଛି ଭୁବନେଶ୍ଵର ଖାରବେଳ ନଗର ଥାନା ପୋଲିସ । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଅଭିଯୋଗ ଅନୁସାରେ ନୋଟିସ କରାଯାଇଅଛି ।

ପୂର୍ବରୁ ତୃପ୍ତିଙ୍କୁ ପୋଲିସ ପଚରା ଉଚରା କରିଥିଲା । ଏହା ସହିତ ପୂର୍ବରୁ ତୃପ୍ତିଙ୍କର ବାପା ଲଳିତ ଶତପଥିଙ୍କୁ ମଧ୍ୟ ପଚରା ଉଚରା କରିଥିଲା ପୋଲିସ । ଅପର ପାର୍ଶ୍ଵରେ ପ୍ରକୃତିଙ୍କ ଘରେ ପହଞ୍ଚି ଖାରବେଳ ନଗର ଥାନା ପୋଲିସ ବୟାନ ରେକର୍ଡ କରିଛି । ସେଦିନ ଘଟଣା ସମ୍ବନ୍ଧରେ ପୋଲିସ ମଧ୍ୟ ତାଙ୍କ ଠାରୁ ଜାଣିବାକୁ ଚାହିଁଞ୍ଚି ଯେ ଘଟଣା ସେଦିନ କେମିତି ଘଟିଲା ତଥା କେତେବେଳେ ଘଟିଥିଲା ? ଘଟିବା ସମୟରେ ସେଠାରେ କିଏ କିଏ ଉପସ୍ଥିତ ଥିଲେ ?

ଏହି ସବୁ ଘଟଣାକୁ ନେଇ ପୋଲିସ ତାଙ୍କୁ ପଚରା ଉଚରା କରିଛି ଏବଂ ତାଙ୍କର ବୟାନ ରେକର୍ଡ କରିଛି । ମାତ୍ର ବାବୁସାନ ଙ୍କ ପତ୍ନୀ ଯେଉଁଭଳି ଭାବରେ ଅଭିଯୋଗ କରିଥିଲେ ଯେ ବାବୁସାନଙ୍କୁ ବ୍ଲାକମେଲ କରୁଥିଲେ, ଟଙ୍କା ନେଉଥିଲେ, ଏହା ସହିତ ତାଙ୍କୁ ନିଶାଦ୍ରବ୍ୟ ଦେଉଥିଲେ ।

ଏହିସବୁ କଥାକୁ ନେଇ ମଧ୍ୟ ତାଙ୍କୁ ପଚରା ଉଚରା କରାଯାଇଅଛି । ଏହି ଦିଗରେ ମଧ୍ୟ ପୋଲିସ ତାଙ୍କଠାରୁ କିଛି ତଥ୍ୟ ତଥା କିଛି ସୁରାଗ ଯାହାକି ପୋଲିସ ତାଙ୍କଠାରୁ ହାତେଇଥିବ । ପ୍ରାୟ ଏକ ଘଣ୍ଟା ହେବ ଖାରବେଳ ନଗର ଥାନା ଅଧିକାରୀ ଏବଂ ତାଙ୍କର ଦୁଇଜଣ ମହିଳା ଟିମ ଉପସ୍ଥିତ ଥିଲେ ଏବଂ ଦୀର୍ଘ ଏକ ଘଣ୍ଟା ହେବ ତାଙ୍କ ଘରେ ପଚରା ଉଚରା କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ମଧ୍ୟ ତାଙ୍କ ମା’ ଫେସବୁକରେ ଏକ ଫଟୋ ପୋଷ୍ଟ କରିଥିଲେ । ମାତ୍ର ଆଜି ଭୋରରେ ସେ ଘରେ ଆସି ପହଞ୍ଚିଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ ।

ଏହାପରେ ପୋଲିସ ଆସି ତାଙ୍କ ବାସ ଭବନରେ  ତାଙ୍କର ବୟାନ ରେକର୍ଡ କରିଥିଲା । ଆଜି ପ୍ପୋଳିଶ ତୃପିଙ୍କର ମଧ୍ୟ ବୟାନ ରେକର୍ଡ କରିଛି । ତେବେ ଏହାପରବର୍ତ୍ତୀ ପୋଲିସ କେଉଁ ପଦକ୍ଷପ ଗ୍ରହଣ କରୁଛି ତାହା ଦେଖିବା ଅପେକ୍ଷାର ବିଷୟ ପାଲଟିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *