ବନ୍ଧୁଗଣ ଆଜିକାଲି ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ମାଧ୍ୟମରେ ଆପଣ ମାନେ ନିଜ ମନୋରଞ୍ଜନ ବି କରିପାରିବେ ଆଉ ଆପଣ ମାନେ ନିଜ ମନପସନ୍ଦର ଜିନିଷ ବି ଦେଖି ପାରିବେ ।
ଏବେ ତ ସୋସିଆଲ ମିଡିଆରେ ଫୁଡ ବ୍ଲଗିଙ୍ଗ ବହୁତ ଚର୍ଚ୍ଚାରେ ରହୁଛି । ଅନେକ ଲୋକ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଫୁଡ ବ୍ଲଗିଙ୍ଗ କରୁଛନ୍ତି । ଏହାଦ୍ବାରା ଲୋକ ମାନେ ନିଜ ମନ ପସନ୍ଦର ସ୍ଥାନକୁ ଯାଇ ଖାଇବାର ମଜା ନେଇ ପାରୁଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଫୁଡ ବ୍ଲଗିଙ୍ଗ ନେଇ ଆସିଛୁ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଦେଶୀ ହୋଟେଲ ବିଷୟରେ କହିବାକୁ ଯାଉଛୁ ଯାହାର ଭିଡିଓ ଦେଖିଲେ ଆପଣଙ୍କ ପାଟିରୁ ବି ନାଳ ବାହାରିବ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଅନେକ ଲୋକ ଆମିଷ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି । ଯଦି ଆପଣ ମାନେ ବି ଆମିଷ ଖାଦ୍ୟ ପସନ୍ଦ କରନ୍ତି ତା ହେଲେ ଏହି ଭିଡିଓଟି କେବଳ ଆପଣ ମାନଙ୍କ ପାଇଁ । ଏହି ଦେଶୀ ହୋଟେଲର ନାମ ହେଉଛି ହୋଟେଲ କୁନୁ । ଏହି ଦେଶୀ ହୋଟେଲଟି ନାଖରା ନିଆଳି ରୋଡରେ ତ୍ରିନାଥ ବଜାରର ଅଛି ।
ବନ୍ଧୁଗଣ ଆପଣ ମାନେ ଏହି ହୋଟେଲରେ ସମସ୍ତ ପ୍ରକାରର ଦେଶୀ ଖାଦ୍ୟର ମଜା ଉଠାଇ ପାରିବେ । ଯଦି ଆପଣ ମାନେ ମଟନ ଖାଇବାକୁ ପସନ୍ଦ କରନ୍ତି ତା ହେଲେ ଏହି ହୋଟେଲରେ ଆପଣ ଖାସୀ ମାଂସର ମଜା ନେଇ ପାରିବେ । କେବଳ ଏତିକି ନୁହେଁ ବନ୍ଧୁଗଣ ଏହି ହୋଟେଲରେ ଆପଣ ଚିକେନ, ମାଛ, କଙ୍କଡା ଓ ଅନେକ ଭେଜ ଖାଦ୍ୟର ମଜା ବି ନେଇ ପାରିବେ ।
ଏହି ହୋଟେଲରେ ମିଳୁ ଥିବା ସମସ୍ତ ଖାଦ୍ୟର ପ୍ରାଇସ ବି ସାଧାରଣ ରହିଛି । ଜଣେ ମଧ୍ୟମବର୍ଗ ଓ ଗରିବ ଲୋକ ବି ଏହି ସ୍ଥାନକୁ ଆସି ଶ୍ଵାସାଦ ଖାଦ୍ୟର ମଜା ନେଇ ପାରିବ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଭିଡିଓକୁ ଦେଖନ୍ତୁ ଆପଣ ମାନଙ୍କୁ ଏହି ହୋଟେଲର ଖାଦ୍ୟ କେମିତି ଲାଗିଲା ଆମକୁ କମେଣ୍ଟ କରି କୁହନ୍ତୁ, ଧନ୍ୟବାଦ ।