‘ଡାକୋଟା’ ଦେଖିଲି ବିଜୁ ବାବୁଙ୍କ କଥା ମନେ ପଡିଗଲା, ଏବେ ଆମେ ସାହାର୍ଯ୍ୟ କରୁଛୁ ବୋଲି ସରକାର ଅଛନ୍ତି ନା, ନହେଲେ ତ ଏମାନେ କଣ…’: Sura Routray

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାକୋଟା ଦେଖିଲି । ବହୁତ ଖୁସି ଲାଗିଲା । ବିଜୁ ବାବୁଙ୍କ କଥା ମଧ୍ୟ ମନେ ପଡିଗଲା । ତେବେ ନିଜ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚାରେ ରହିଥିବା କଙ୍ଗ୍ରେଶ ବିଧାୟକ ସୁର ରାଉତ ରାୟ ବିଜୁ ବାବୁଙ୍କ ଡାକୋଟା ବିମାନକୁ ଦେଖିକି କିଛି ଏପରି କହିଛନ୍ତି । ତେବେ ଗତ କାଲି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ବିଜୁ ବାବୁଙ୍କ ସ୍ମୃତି ସହ ଜଡିତ ଡାକୋଟା ବିମାନର ଉଦ୍ଘାଟନୀ କରାଯାଇଛି । ତେବେ ତାହାକୁ ଦେଖିବା ପାଇଁ ଅନେକ ଲୋକ ମଧ୍ୟ ଯାଇଥିଲେ ।

ତେବେ ଏହି ଡାକୋଟା ବିମାନରେ ବିଜୁ ବାବୁଙ୍କର ବହୁ ପୁରୁଣା ସ୍ମୃତି ମଧ୍ୟ ରହିଛି । ତେବେ ଡାକୋଟା ବିମାନକୁ ମଧ୍ୟ ବିଜୁ ବାବୁ ବହୁତ ଭଲ ପାଉଥିଲେ । ତେବେ ଏହି ଡାକୋଟା ବିମାନକୁ ଦେଖିଲା ପରେ ବିଧାୟକ ସୁର ରାଉତ କହିଲେ । ଯେ ବିଜୁ ବାବୁଙ୍କର ସ୍ମୃତି ଥିବା ଡାକୋଟା ବିମାନକୁ ଏକ କିମ୍ବଦନ୍ତୀ ହିସାବରେ ରଖାଯାଇଛି ବୋଲି ବହୁତ ଖୁସି ଲାଗୁଛି । ତାହାଜକୁ ଦେଖିଲା ପରେ ମଧ୍ୟ ବିଜୁ ବାବୁଙ୍କ କଥାର ମନ ମଧ୍ୟରେ ଉନ୍ମୋଚନ ହୋଇଯାଉଛି ।

ତେବେ ଏହି ସବୁ କଥା ସାରିବା ପରେ ପୁଣି ନିଜର ରାଗପୂର୍ଣ୍ଣ ମନ୍ତବ୍ୟ ଜଣେ ବିରୋଦ୍ଧି ନେତା ହିସାବରେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି । ତେବେ ବିଧାୟକ ସୁର ରାଉତଙ୍କ କହିବା ଆଧାରରେ ଯେତେ ଯାହା ହେଲେବି କଙ୍ଗ୍ରେଶ ଓଡିଶା ପାଇଁ ଉନ୍ନତି ଆଗରୁ ଆଣିଦେଇଥିଲା ।

ବର୍ତ୍ତମାନ ଓ ଆଗାମୀ ସମୟରେ ମଧ୍ୟ ଓଡିଶା ପାଇଁ ସବୁବେଳେ ଉନ୍ନତିକର କାର୍ଯ୍ୟ କଙ୍ଗ୍ରେଶ ଦଳ କରିବ ବୋଲି ସୁର ରାଉତ ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକ ସୁର ରାଉତଙ୍କ କହିବ ଅନୁସାରେ ବିଜେଡି ସରକାର କଣ କରିଛି ଓଡିଶା ପାଇଁ । ସେହି ସାଧାରଣ ଲୋକଙ୍କ ଠାରୁ ପଇସା ନେଇକି ପୁଣି କୋଉନା କୋଉ ପଟେ ସେହି ଲୋକଙ୍କୁ ହିଁ ଦେଉଛି ।

ତେବେ ଏଥିରେ ଓଡିଶା ରାଜ୍ୟ ସରକାର ଅଧିକ ଟା କଣ କରିଦେଉଛି । ତେଣୁ ନିଜର ଦଳ ଅନୁଯାଇ ନିଜ କଙ୍ଗ୍ରେଶ ଦଳର ହିଁ ଜୟଗାନ କରିଛନ୍ତି ବିରୋଧୀ ଦଳର ବିଧାୟକ ସୁରେଶ ରାଉତରାୟ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *