‘Dakota’ କୁ ମୁଁ ୧୯୭୨ ରେ ତିଆରି କରିଥିଲି ଓ ଉଡେଇଥିଲି ମୁଁ ! ହେଲେ ଆଜି ବହୁତ ଖୁସି ଲାଗୁଛି କି ସେହି ଡାକଟୋକୁ ମୁଁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୧୯୭୨ ମସିହାରେ ମୁଁ ଡାକୋଟା ବିମାନ ନିର୍ମାଣରେ ସାମିଲ ହୋଇଥିଲି । ବର୍ତ୍ତମାନ ସେହି ଡାକୋଟା ବିମାନକୁ ମୁଁ ଆଣିବାରେ ମଧ୍ୟ ସାମିଲ ହୋଇଛି ତେଣୁ ମୋତେ ବହୁତ ଗର୍ବ ଲାଗୁଛି । ଡାକୋଟା ବିମାନ ତିଆରି ସମୟରେ ମୁଁ ଯୋଗଦେବା ସହ ତାକୁ ଉଡାଇବାର ମଧ୍ୟ ସୁଯୋଗ ପାଇଥିଲି । ତେବେ ଇଞ୍ଜିନିଅର ANE ପଣ୍ଡାଙ୍କ ମୁହଁରୁ ଏପରି କିଛି ଡାକୋଟା ବିମାନକୁ ନେଇ ମନ୍ତବ୍ୟ ଶୁଣିବାକୁ ମିଳିଛି ।

ତେବେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଥିବା ଡାକୋଟା ବିମାନର ଶୁଭ ଉଦ୍ଘାଟନୀ ଭୁବନେଶର ଠାରେ କରାଯାଇଛି । ତେବେ ଡାକୋଟା ବିମାନକୁ ଏକ କିମ୍ବଦନ୍ତୀ ହିସାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାପାଙ୍କ ସ୍ମୃତି ହିସାବରେ ରଖିଛନ୍ତି । ତେବେ ଡାକୋଟା ବିମାନକୁ ଯିଏ ଦେଖିବ । ସେତେବେଳେ ତା’ ର ସେହି ବୀର ପୁତ୍ର ବିଜୁ ବାବୁଙ୍କ କଥା ମନେ ପଡିଯିବ ।

ତେବେ ଡାକୋଟା ବିମାନର ଶୁଭଉଦ୍ଘାଟନୀ ଦମୟରେ ତାହାକୁ ଦେଖିବା ପାଇଁ ଅନେକ ଆଡୁ ଲୋକଙ୍କର ସୁଅ ଛୁଟି ଥିଲା । ତେବେ ବଡ ବଡ ବ୍ୟକ୍ତିବିଶେଷଙ୍କର ମଧ୍ୟ ସେଠାକୁ ଆସିବା ସହ ଡାକୋଟା ବିମାନ ଦେଖା ଓ ବିଜୁ ବାବୁଙ୍କର ସ୍ମୃତିର ମଧ୍ୟ ଉନ୍ମୋଚନ ହୋଇଥିଲା । ତେବେ ବହୁ ବଡ ବଡ ବ୍ୟକ୍ତି ବିଶେଷଙ୍କ ମୁହଁରେ ଆଜି ପର୍ଯ୍ୟନ୍ତ ସେହି ଗୋଟିଏ ନାମ ବାରମ୍ବାର ସାମ୍ନାକୁ ଆସିଯାଇଛି । ବିଜୁ ବାବୁଙ୍କ ଭଳି ବୀର ପୁରୁଷ ପାଇଁ ଆମ ଓଡିଶା ମାଟି ଧନ୍ୟ ହୋଇଯାଇଛି ।

ତେବେ ସେଭଳି ଦିଗବିଜୟୀ ପୁରୁଷ ଆମ ଓଡିଶା ପାଇଁ ଯାହା ସବୁ କରିଯାଇଛନ୍ତି । ତାହାକୁ କେହି କେବେ ମଧ୍ୟ ଭୁଲିବେ ନାହିଁ । ତେଣୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ତାଙ୍କ ସମ୍ମାନାର୍ଥେ ବହୁ ଗୁଡିଏ ସ୍ଥାନରେ ତାଙ୍କର ଜନ୍ମ ଜୟନ୍ତୀର ସଭା ମଧ୍ୟ ଆୟୋଜନ କରଯାଇଥିଲା । ଯେଉଁଠାରେ କି ବ୍ୟକ୍ତିଗତ ଭାବରେ ବିଜୁ ବାବୁଙ୍କ ସହ ମିଶିଥିବା ଲୋକଙ୍କ ମୁହଁରେ ବିଜୁ ପଟ୍ଟନାୟକଙ୍କର ଗୁଣ ଗାନ ମଧ୍ୟ ଶୁଣିବାକୁ ମିଳିଥିଲା ।

ତେବେ ବିଜୁ ବାବୁଙ୍କ ପରି ମହାନ ପୁରୁଷ ସବୁବେଳେ ଆମ ସମସ୍ତଙ୍କ ନିକଟରେ ଅମର ହୋଇ ରହିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *