‘ମୋର ସବୁ ଫଟୋ ଭାଇରାଲ ହୋଇଗଲା, ସବୁ ସରିଗଲା…’ ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଡାଘାତୁଣୀ ଗାଁର ରାଜେନ୍ଦ୍ର ଗଉଡ ଙ୍କ ଝିଅ ପୂଜା ଗଉଡ, କିଛି ଦିନ ପୂର୍ବରୁ ନଦୀକୁ ଗାଧୋଇବାକୁ ଯାଇଥିଲେ ଏବଂ ସେହି ସମୟରେ ରମେଶ ଗଉଡଙ୍କ ପୁଅ ନାରାୟଣ ଗଉଡ ପୂଜାକୁ ଏକୁଟିଆ ଦେଖି ତାହା ସହିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ଆଉ ପରବର୍ତ୍ତୀ ମୂହୁର୍ତ୍ତରେ ଏହି ସମ୍ବନ୍ଧରେ ଅନ୍ୟକେହି ଯଦି ଜାଣିଲେ ତାଙ୍କୁ ଜୀବନରୁ ମାରିଦେବା ନିମନ୍ତେ ମଧ୍ୟ ଧମକ ଦେଇଥିଲେ ନାରାୟଣ ଗଉଡ । ଏବଂ ଏହାପରେ ପୂଜା ଓ ନାରାୟଣଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ ।

କାରଣ ନାରାୟଣ ବାରମ୍ବାର ପୂଜାକୁ ବ୍ଲାକମେଲ କରି ବିଭିନ୍ନ ସମୟରେ ପୂଜା ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଏହାର ଫଟୋକୁ ମଧ୍ୟ ସୁ-ଟ କରି ନିଜ ମୋବାଇଲରେ ରଖୁଥିଲା । ଆଉ ଯେତେବେଳେ ଉଭୟଙ୍କ ମଧ୍ୟରେ କିଛି ମନମନାନ୍ତର ଦେଖାଗଲା ତଥା ଅଭିଯୁକ୍ତ ନାରାୟଣଙ୍କ ନିର୍ଯାତନା ସୀମା ଲଙ୍ଘିଗଲା । ଠିକ ସେହି ସମୟରେ ପୂଜା ତାଙ୍କ ଘର ଲୋକଙ୍କୁ ସମସ୍ତ କଥା କହିଦେଲା ।

ଏହାପରେ ଘର ଲୋକେ ଗାଁ ରେ କଥା ପକାଇଲେ ଏବଂ ଦୁହିଙ୍କ ବିବାହ ନିମନ୍ତେ ବୁଦ୍ଧିଜୀବି ମାନେ ମଧ୍ୟ ସ୍ଥିର କରିଲେ । ମାତ୍ର ଏଭଳି ବିବାହକୁ ପୁଅଘର ଲୋକେ ବିରୁଦ୍ଧ କରିଲେ । ଏବଂ ଏହାର ବଦଲା ନେବାକୁ ନାରାୟଣ ପୂଜାର ସବୁ ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେଲା । ଏହାପରେ ଲୋକନିନ୍ଦା ସହିନପାରି ଆରପାରିକୁ ଚାଲିଗଲା ପୂଜା । ଏବଂ ଜୀବନରେ କେବେ ମନେ ପକାଇବେ ନାହିଁ କାଲିର ମୂହୁର୍ତ୍ତ ।

ଅଳ୍ପଦିନ ପାଇଁ ଥିଲା ଏହି ପ୍ରେମ । ଆଜି ଆୟୁଷ ସରିଗଲା ଏବଂ ହାରିଗଲା ମନ । ଯିବା ପୂର୍ବରୁ ପୂଜା ଶେଷ କରିଦେଲେ ଏହି ପ୍ରେମକୁ । କାରଣ ଏହା ଥିଲା ଏକ ଜୋରଜବରଦସ୍ତର ପ୍ରେମ ଯାହା ପୂଜାଙ୍କ ପାଇଁ କାଳ ବନିଥିଲା । ସାଧାରଣତ ପ୍ରକୃତ ପ୍ରେମ କହିଲେ ରାଧା କୃଷ୍ଣଙ୍କର ପ୍ରେମ କୁ ବୁଝାଇଥାଏ । କିନ୍ତୁ ଆଜିର ମାନବ ସମାଜରେ କେବଳ ଶାରୀରିକ ଭୋକ ହିଁ ପ୍ରେମର ପ୍ରତିଭାଷା ପାଲଟି ଯାଇଛି ।

ତୁଚ୍ଛ ମାନବ ଜାଣିଶୁଣି ପ୍ରେମ ଭଳି ପବିତ୍ର ବନ୍ଧନକୁ କଳଙ୍କିତ କରିବାକୁ ପଛାଉ ନାହାଁନ୍ତି । ଯାହା ଫଳରେ ପୂଜା ଭଳି ନିରୀହ ଝିଅ ମାନଙ୍କ ଜୀବନ ଅକାରଣରେ ଚାଲିଯାଉଛି । ଅପର ପାର୍ଶ୍ଵରେ କିଛି ହତବାକ ପୁଅ ମଧ୍ୟ ଅଛନ୍ତି ଯେଉଁମାନେ ପ୍ରେମରେ ପ୍ରତାରଣା ପାଇ ନିଜ ଜୀବନ ହରିବାକୁ ପଛାଉ ନାହାଁନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *