50 କି.ମି. ପ୍ରତି ଘଣ୍ଟା ବେଗରେ ଯାଉଥିବା ସାଇକେଲକୁ ଦେଖି ହେଲା ସନ୍ଦେହ, ଯେତେବେଳେ ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ହୋସ ଉଡିଗଲା…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ବର୍ତ୍ତମାନ ସାରା ଭାରତରେ ପେଟ୍ରୋଲ ଦର ବଢିକି ଅଛି । ପେଟ୍ରୋଲ ଦର ଲୋକ ମାନଙ୍କର ଚିନ୍ତାର ବିଷୟ ପାଲଟିଛି ।

ତେବେ ଏହି ସମୟରେ ତାମିଲନାଡୁର ଜଣେ ୩୩ ବର୍ଷୀୟ ପୁରୁଷ ଏସ ଭାସ୍କରନ ଏକ ନୂଆ ରାସ୍ତା ଖୋଜି ଛନ୍ତି । ତାଙ୍କର ଏହି ରାସ୍ତାକୁ ଦେହିବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଭାସ୍କର ନିଜେ ଏକ ଇ-ବାଇକ ପ୍ରସ୍ତୁତ କରିଛନ୍ତି । ଏହି ଇ-ବାଇକଟି ୧ ୟୁନିଟ କରେଣ୍ଟରେ ୫୦ କିଲୋମିଟର ଯାଇପାରିବ । ମେକାନିକାଳ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା କରିଥିବା ଏସ ଭାସ୍କର ପାକାମେଡୁ ଭେଲୁ ପୁରମର ନିବାସୀ ଅଟନ୍ତି ।


ଗତ ବର୍ଷ କୌଣସି କାରଣ ହେତୁ ଭାସ୍କରନଙ୍କୁ ଚାକିରି ଛାଡିବାକୁ ପଡିଥିଲା । ସେ ନିଜ ଗାଁରେ କ୍ଷେତ କାମ କରିଲେ ଓ ଖାଲି ସମୟରେ ସେ ଇଲେକ୍ଟ୍ରିକ ସାଇକେଲ ବନେଇବା ପାଇଁ ନିଷ୍ପତ୍ତି ନେଲେ । ସେ ୨୦୦୦ ଟଙ୍କାରେ ଏକ ପୁରୁଣା ସାଇକେଲ କିଣିଲେ ଓ ୧୮୦୦୦ ଟଙ୍କା ଖର୍ଚ୍ଚ କରି ସେ ସେହି ସାଇକେଲକୁ ଇ-ବାଇକରେ ପରିଣତ କରିଦେଲେ । ବନ୍ଧୁଗଣ ଏହି ବାଇକ ୧ ୟୁନିଟରେ ୫୦ କିମି ଚାଲିବ ଓ ଏହାର ସ୍ପିଡ ୩୦ କିଲୋମିଟର ପ୍ରତି ଘଣ୍ଟା ରହିବ ।

ଆଉ ବେଟେରୀ ଶେଷ ହେବା ପରେ ସାଇକେଲରେ ପେଡେଲ ମାରି ବେଟେରୀକୁ ରିଚାର୍ଜ ମଧ୍ୟ କରିହେବ । ଏହି ବାଇକ ବନେଇବା ପାଇଁ ଭାସ୍କରନଙ୍କୁ ୨୦ ହଜାର ଟଙ୍କା ଲାଗିଲା ଓ ସାଧାରଣ ଲୋକଙ୍କ ପାଇଁ ଏହି ବାଇକ ବରଦାନ ହୋଇପାରେ । ଭାସ୍କର ଦିବ୍ୟାଙ୍ଗ ଲୋକ ମାନଙ୍କ ପାଇଁ ଏଭଳି ଶସ୍ତା ୱ୍ହିଲ ଚେୟାରର ନିର୍ମାଣ କରିବାକୁ ଚାହୁଁ ଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *