Cuttack ର ସାଲେପୁର ସ୍ଥିତ ଲେକ୍ଚର ଙ୍କ ଘରେ ଭୟଙ୍କର ବୋମା ମାଡ, ଫୋନ କରି ଆରୋପି କହିଥିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଜନତା ଙ୍କ ପାଇଁ ଅସାଧାରଣ ପାଲଟି ଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନ ଦୁ-ର୍ଘ-ଟ-ଣା ଦେଖିବାକୁ ମିଳୁଛି ଅଥବା ସେହି ସମ୍ବନ୍ଧରେ ଶୁଣିବାକୁ ମିଳୁଛି । ତେବେ ବର୍ତ୍ତମାନ ପୁଣିଥରେ ଏଭଳି ଏକ ଦୁ-ର୍ଘ-ଟ-ଣା ଘ-ଟି-ଛି ସାଲେପୁର ରେ ରହୁଥିବା ଜଣେ ଅଧ୍ୟାପକ ଙ୍କ ଘରେ ଯିଏ କଟକ ର ଶୈଳବାଳା ମହିଳା ବିଶ୍ୱବିଦ୍ୟାଳୟ ରେ ଚାକିରିଗ୍ରସ୍ତ ଅଛନ୍ତି । ତେବେ କଣ ରହିଛି ଏହି ଘଟଣା ପଛରେ ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ତେବେ ବନ୍ଧୁଗଣ ଯେତେବେଳେ ଉକ୍ତ ବ୍ୟକ୍ତି ଙ୍କୁ ଏହି ସମ୍ବନ୍ଧରେ ପଚରା ଯାଇଥିଲା ସେତେବେଳେ ସେ ଉତ୍ତର ରେ କହିଥିଲେ ଯେ, ସେ ସମ୍ପୂର୍ଣ୍ଣ ଘଟଣା କଣ ତାହା ପୂର୍ଣ୍ଣ ରୂପରେ ଜାଣି ନାହାନ୍ତି । ସେ କଟକ ର ବିଶ୍ୱବିଦ୍ୟାଳୟ ରେ ଚାକିରୀ କରୁଛନ୍ତି ଏବଂ ସେଠାରେ ବର୍ତ୍ତମାନ ରହୁଛନ୍ତି । ଆଜି ସକାଳେ ତାଙ୍କ ଝିଅ ତାଙ୍କୁ ଫୋନ କରିଥିଲା ଏବଂ ଘରକୁ ଶୀଘ୍ର ଆସିବା ନିମନ୍ତେ କହିଥିଲା ।

ଯେତେବେଳେ ସେ ଏହାର କାରଣ ପଚାରିଥିଲେ ସେତେବେଳେ ତାଙ୍କ ଝିଅ ଫୋନ ରେ କହିଥିଲେ ଯେ, ତାଙ୍କ ଘର ଓ ଗାଡ଼ି କିଛି ଆଉ ନାହିଁ କୌଣସି ଜଣେ ବ୍ୟକ୍ତି ବ-ମି-ଙ୍ଗ କରି ଏପରି କ୍ଷୀ-ର୍ଣ୍ଣ ଅବସ୍ଥା କରି ଦେଇଛି । ଉକ୍ତ ବ୍ୟକ୍ତି ଜଣକ କହିଥିଲେ ଯେ, ସାଲେପୁର ରେ ତାଙ୍କ ଝିଅ ଓ ପତ୍ନୀ କେବଳ ରୁହନ୍ତି ଏବଂ ତାଙ୍କ ପୁଅ ଚାକିରୀ କରୁଛନ୍ତି ଏବଂ ଭୁବନେଶ୍ୱର ରେ ରହୁଛନ୍ତି । ଉଭୟ କେବଳ ଛୁଟି ଦିନରେ ଆସନ୍ତି ଏବଂ ଛୁଟି ପରେ ଫେରି ଯାଆନ୍ତି ।

ବ୍ୟକ୍ତି ଜଣକ ଏହା ମଧ୍ୟ କହିଥିଲେ ଯେ, ତାଙ୍କର ଗ୍ରାମ ରେ କୌଣସି ବି ବ୍ୟକ୍ତି ସହିତ ଶ-ତ୍ରୁ-ତା ମଧ୍ୟ ନାହିଁ । ଏଭଳି ବୋ-ମା ମା-ଡ଼ କିଏ କରିଛି ତାହା ସେ ସ୍ଵୟଂ ମଧ୍ୟ ଜାଣିପାରୁ ନାହାନ୍ତି । ତେବେ ସେ କହିଛନ୍ତି ଯେ, ତାଙ୍କ ପୁଅ ଙ୍କ ବାହାଘର ଠିକ ହୋଇଯାଇଛି ଏବଂ ଏହି ସମ୍ବନ୍ଧରେ ଜଣେ ଭଦ୍ର ବ୍ୟକ୍ତି ତାଙ୍କୁ ଫୋନ କରି ଦେଖା କରିବା ନିମନ୍ତେ ଡାକିଥିଲେ । ଦେଖା କରିବା ପରେ ସେହି ଭଦ୍ର ବ୍ୟକ୍ତି ଜଣକ କହିଥିଲେ ଯେ, ତାଙ୍କ ପୁଅ ସହିତ ଯେଉଁ ଘରେ ବାହାଘର ଠିକ ହୋଇଛି ସେ ଝିଅ ଭଲ ନୁହେଁ, ତେଣୁ ଆପଣ ଏହି ପ୍ରସ୍ତାବ କୁ ଭା-ଙ୍ଗି ଦିଅନ୍ତୁ ।

ଭଦ୍ର ବ୍ୟକ୍ତି ଜଣକ ଏହା ମଧ୍ୟ କହିଥିଲେ ଯେ, ସେହି ଝିଅ ତାଙ୍କ ପୁଅ ର ଜୀବନ କୁ ମଧ୍ୟ ବ-ର୍ବା-ଦ କରି ଦେଇଛି ବୋଲି । ତେବେ ଯେତେବେଳେ ଉକ୍ତ ଭଦ୍ର ବ୍ୟକ୍ତି ଜଣକୁ ଏହି ସମ୍ବନ୍ଧରେ ପ୍ରମାଣ ମାଗିଥିଲେ ସେତେବେଳେ ସେ କୌଣସି ପ୍ରମାଣ ଦେଇ ନଥିଲେ ଏବଂ ନିଜ ଫୋନ କୁ ମଧ୍ୟ ସ୍ୱିଚ ଅଫ କରି ଦେଇଥିଲେ । ବର୍ତ୍ତମାନ ତାଙ୍କୁ ଫୋନ କରିଲେ ବି ସେ ରିସିଭ କରୁ ନାହାନ୍ତି । ତେଣୁ କୌଣସି ନା କୌଣସି ସ୍ଥାନରେ ସ-ନ୍ଦେ-ହ ର ଦୃ-ଷ୍ଟି-କୋଣ ସେହି ବ୍ୟକ୍ତି ଙ୍କ ଉପରେ ଯାଉଛି ।

କିନ୍ତୁ ଏହା ପଛରେ କାହାର ହାତ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ରୂପରେ ଜଣା ପଡ଼ିନାହିଁ । ତେବେ ଏହି ସମ୍ବନ୍ଧରେ ପୋଲିସ ନିଜର ଅନୁସନ୍ଧାନ ଆରମ୍ଭ କରି ଦେଇଛି ଏବଂ ଏହା ପଛରେ ପ୍ରକୃତ କାରଣ କଣ ତାହା ଖୋଜିବାରେ ଲାଗିଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *