ଭୁବନେଶ୍ୱର ରେଳ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ, ହାଇଜାକ ହେଲା Konark Express, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଭୁବନେଶ୍ୱର ଷ୍ଟେସନ ରେ ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣ ହୋଇଛି । ପ୍ଲାଟ ନମ୍ବର ୬ ରେ କୋଣାର୍କ ଏକ୍ସପ୍ରେସ୍ କୁ ଆ-ତ-ଙ୍କ-ବା-ଦୀ ହଠାତ୍ ହା-ଇ-ଜା-କ୍ କରିବା ପରେ ଏମିତି କିଛି ଥିଲା ସିନ୍ । ଯାହାକୁ ଦେଖି ସାଧାରଣ ଲୋକେ ପ୍ରଥମେ ଡ-ରି ଯାଇଥିଲେ । ହେଲେ କିଛି ସମୟର ଅନ୍ତରାଳ ପରେ, ପୂରା ଦୃଶ୍ୟକୁ କଏଦ୍ କରିଥିଲେ ନିଜ ମୋବାଇଲ ଫୋନରେ । ରାଜଧାନୀ ଭୁବନେଶ୍ୱରର ୬ନଂ ପ୍ଲାଟଫର୍ମ । ଧାରଣା ଉପରେ ଠିଆ ହୋଇଛି ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ।

ହେଲେ ମହୋଲ ଅତି ସଙ୍ଗୀନ ଥିବା ପରି ମନେ ହେଉଛି । ଏସ୍ଓଜି ଜବାନ, ଆରପିଏଫ ଓ ଜିଆରପି ସମସ୍ତେ ସଜାଗ । ଏପଟେ ପ୍ଲାଟଫର୍ମ ଉପରେ ବ-ନ୍ଧୁ-କ ଉ-ଞ୍ଚେ-ଇ ଛିଡା ହୋଇଛନ୍ତି ଯବାନ୍ । ଆଉ ତଳେ ମ-ରି ପ-ଡି-ଛ-ନ୍ତି ଜଣେ ଅ-ତ-ଙ୍କ-ବା-ଦୀ । ଏମିତି ଦୃଶ୍ୟ କଥା କହିଲେ ଆପଣଙ୍କ ଛା-ତି-ରେ ଛ-ନ-କା ପଶି ବଣି । ବାସ୍ତବରେ ଆମେ ବର୍ଣ୍ଣନା କରିଥିବା ଘ-ଟ-ଣାଟି ଗୋଟିଏ ମ-କ୍ ଡ୍ରି-ଲର ଦୃଶ୍ୟ । ଯାହା ଆଜି ଭୁବନୋ୍‌ବର ପ୍ଲାଟଫର୍ମରେ ଦେଖିବାକୁ ମିଳିଥିଲା ।

ଆ-ତ-ଙ୍କ-ବା-ଦୀ ମାନେ ଗାଡି ଭିତରେ ଯଦି ବ-ମ୍‌ ରଖି ଦିଅନ୍ତି, ତେବେ କେମିତି ଏହାକୁ ପ୍ର-ତି-ହ-ତ କରାଯିବ ସେ ନେଇ ଏହି ମ-କ୍ ଡ୍ରି-ଲର ଆୟୋଜନ କରା ଯାଇଥିଲା । ତେବେ ଏହି ମ-କ ଡ୍ରି-ଲ କରିବା ଦ୍ୱାରା ଆମେ ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣ କୁ ରୋ-କି ପାରିବୁ ଏବଂ ସେମାନଙ୍କ ଯୋଜନା କୁ ଭ-ଣ୍ଡୁ-ର କରି ପାରିବୁ ତଥା ସେମାନଙ୍କୁ କ-ବ୍ଜା କରିପାରିବୁ । ତେବେ ଏହି ମ-କ ଡ୍ରି-ଲ ବଡ଼ ବଡ଼ ଅନୁଷ୍ଠାନ ରେ ହୋଇଥାଏ କାରଣ ସେହିଠାରେ ଅଧିକ ଖ-ତ-ରା ଥାଏ ଏବଂ ଆ-କ୍ର-ମ-ଣ ର ଭୟ ମଧ୍ୟ ରହିଥାଏ ।

ତେଣୁ ଆ-ତ-ଙ୍କ-ବା-ଦୀ ଙ୍କୁ ଏବଂ ତାଙ୍କ ଆ-କ୍ର-ମ-ଣ କୁ ରୋକିବା ପାଇଁ ଏହି ମ-କ ଡ୍ରି-ଲ ବହୁତ ସାହାର୍ୟ୍ଯ ମଧ୍ୟ କରିଥାଏ । ତେଣୁ ବୋ-ମା ନି-ଷ୍କ୍ରି-ୟ ଓ ଆ-ତ-ଙ୍କ-ବା-ଦୀ-ଙ୍କୁ କେମିତି ମୁକାବିଲା କରାଯିବ ସେନେଇ ଭୁବନେଶ୍ବର ରେଳ ଷ୍ଟେସନରେ ଗୁରୁବାର ମ-କ୍ ଡ୍ରି-ଲ ଚାଲିଥିଲା । ଏସଓଜି ଯବାନ, ଆରପିଏଫ ଓ ଜିଆରପି ପକ୍ଷରୁ ଏହି ମ-କ ଡ୍ରି-ଲ ହୋଇଥିଲା । ଅ-ପ୍ରୀତିକର ପରିସ୍ଥିତି ମୁକାବିଲା ପାଇଁ ମ-କ୍ ଡ୍ରି-ଲ କରିଥିଲେ ଯବାନ । ବୋ-ମା ନି-ଷ୍କ୍ରି-ୟ ଓ ଆ-ତ-ଙ୍କ-ବା-ଦୀ-ଙ୍କୁ କିପରି ମୁକିବାଲ କରାଯିବ ସେନେଇ ମ-କଡ୍ରି-ଲ କରାଯାଇଥିଲା ।

ତେବେ ଏହି ମ-କ ଡ୍ରି-ଲ ରେ ଦେଖିବାକୁ ମିଳୁଥିଲା କି କିପରି ଏକ ଟ୍ରେନ କୁ ହା-ଇ-ଯା-କ କରି ଦେଇଥିଲେ ସେହି ସମୟରେ କିମ୍ବା ସେଭଳି ପରିସ୍ଥିତି ରେ କିପରି କାର୍ଯ୍ୟ କରିବା ଆବଶ୍ୟକ ଏବଂ ସେମାନଙ୍କୁ କିପରି ଜ-ବ-ତ କରିବା ତାହା ମଧ୍ୟ ଏହି ମ-କ ଡ୍ରି-ଲ ରେ ଶିକ୍ଷା ଦିଆଯାଉ ଥିଲା ଏହା ସହ ବୋ-ମା କୁ କିପରି ଡି-ଫ୍ୟୁ-ଜ କରିବା କିପରି ନିଜର ମଧ୍ୟ ସୁରକ୍ଷା କରିବା କିପରି ପୋଷାକ ପିନ୍ଧିବା ଏବଂ କିପରି ଆ-ତଂ-କ ବା-ଦୀ ଙ୍କ ଉପରେ ଆ-କ୍ର-ମ-ଣ କରିବା ସେସବୁ ମଧ୍ୟ ଏହି -ମକ ଡ୍ରି-ଲ ରେ ଶିକ୍ଷା ଦିଆ ଯାଇଥିଲା । ତେବେ ଆଶା କରୁଛି କି ଆପଣ ଙ୍କୁ ଏହି ଖବର ଟି ପସନ୍ଦ ଆସିଥିବ ତେବେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *