“ବାପା ମତେ ଏଠୁ ନେଇଯାଅ..” “ବାବୁ ମୁଁ ତଳେ ଠିଆ ହେଇଛି ତୁ କାନ୍ଦେନା”; ବାପା ପାଖରୁ ପୁଅକୁ ଛଡେଇନେଲେ..ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଗୋଟିଏ ସୁନାର ପରିବାର ଯେଉଁଠି ବାପା, ମାଆ ଏବଂ କୁନି ପୁଅ ହସ ଖୁସିରେ ଜୀଵନ କା-ଟୁଥାନ୍ତି କିନ୍ତୁ ସମ୍ପର୍କୀୟ ମାନେ ଏହି ସୁନାର ପରିବାର ରେ ନି-ଆଁ ଲଗେଇ ପୁରା ପରିବାର କୁ ଛା-ର-ଖା-ର କରି ଦେଇଥାନ୍ତି । ତେବେ ସେହିଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ର ସାରଳା ନଗର, ଲକ୍ଷ୍ମୀ ସାଗରରେ ରହୁଥିବା ଅଚ୍ୟୁତ କୁମାର ପାତ୍ର ଙ୍କ ପରିବାରରେ । ତେବେ ତାଙ୍କର ୧୩ ବର୍ଷ ର ପୁଅ ଟି କୁ ତାଙ୍କ ସ୍ତ୍ରୀ ଜୋ-ର ଜ-ବ-ର-ଦ-ସ୍ତ ଆଇ ଘର ଯିବା ମି-ଛ ରେ କହି ନିଜ ଭଉଣୀ ଙ୍କ ଘରକୁ ନେଇ ଯାଇଛନ୍ତି ।

ପୁଅ ଟି କୁ ନିଜ ବାପା ସହ ଦେଖା କରିବାକୁ ମଧ୍ୟ ଦେଉ ନାହାନ୍ତି । ତେବେ ସେହି କୁନି ପିଲାଟି ନିଜ ବାପା କୁ ଫୋନ କରି କାନ୍ଦି କାନ୍ଦି ମୋତେ ଏଠାରୁ ନେଇ ଯାଅ ମୋତେ ଭଲ ଲାଗୁନି ବୋଲି କହୁଛି । ତେବେ ପୁଅର କୋହ ଏବଂ ତାର ସୁରକ୍ଷା କୁ ଆଖି ଆଗରେ ରଖି ତା ଅସହାୟ ବାପା ଥା-ନା ର ଦ୍ୱାରସ୍ଥ ହୋଇଛନ୍ତି ଏବଂ ଏକ ଏଫ-ଆଇ-ଆ-ର ରେ ସେ ନିଜ ପିଲାର ସୁରକ୍ଷା ଏବଂ ତାଙ୍କ ପୁଅ ଙ୍କୁ ତାଙ୍କୁ ଫେରା ଯାଉ ବୋଲି ସେ ଦା-ବି କରିଛନ୍ତି ।

ତେବେ ଅଚ୍ୟୁତ ଙ୍କ କହିବା କଥା ତାଙ୍କ ସ୍ତ୍ରୀ ତାଙ୍କ ଭେଣେଇ ଙ୍କ ଏକ କମ୍ପାନୀ ରେ ଚାକିରୀ କରିଛନ୍ତି ଏବଂ ୯ରୁ ୬ ସେ ସେହିଠାରେ ରହୁଛନ୍ତି । ତେବେ ପୁଅ ଟି କୁ ସେ ସ୍ନେହ ମମତା କିଛି ଦେଉ ନାହାନ୍ତି ବେଳେ ବେଳେ ମା-ର ପି-ଟ ମଧ୍ୟ କରୁଛନ୍ତି । ଖାଇବାକୁ ମଧ୍ୟ ଠିକ ଭାବରେ ଦେଉ ନାହାନ୍ତି ସେଥିପାଇଁ ପୁଅ ମଧ୍ୟ ନିଜ ମାଆ ଙ୍କୁ ବେଶି ଭଲ ପାଏ ନାହି ସବୁବେଳେ ତାଙ୍କ (ବାପା) ପାଖରେ ରୁହେ ।

ତେବେ ସେ ଏହା ମଧ୍ୟ କହିଛନ୍ତି କି ସ୍ୱାମୀ ସ୍ତ୍ରୀ ଭିତରେ ଭୁଲ ବୁଝାମଣା ହୋଇଥାଏ କିନ୍ତୁ ସେଥିରେ ଯଦି ବାହାର ଲୋକ ଆସି ପ-ଶିବ ଏବଂ ଧ-ମ-କେ-ଇ-ବ ତେବେ କଥା ଖରାପ ହୋଇଥାଏ । ଏହା ଛଡା ସେ କହିଛନ୍ତି କି ତାଙ୍କ ସ୍ତ୍ରୀ ର ଭଉଣୀ ଭିଣେଇ ତାଙ୍କ ସ୍ତ୍ରୀ ଙ୍କ ମୁଣ୍ଡରେ ଏପଟ ସେପଟ କଥା କିଛି ପୁରେଇ ଛନ୍ତି ଯାହା ଯୋଗୁଁ ସେ ଏଭଳି ବ୍ୟବହାର କରୁଛନ୍ତି ।
ତେବେ ସେ ସକାଳେ ପୁଅ କୁ ଜୋ-ର ଜ-ବ-ର-ଦ-ସ୍ତ ମି-ଛ ରେ ଆଇ ଘରକୁ ଯିବା କହି ନିଜ ଭଉଣୀ ଘରକୁ ନେଇ ଯାଇଛନ୍ତି ।

ପୁଅ ଫୋନ କଲାପରେ ସେ ସେଠାରେ ପହଁଚି ଥିଲେ କିନ୍ତୁ ତାଙ୍କ ଶାଳୀ ପୁଅ କୁ ବାଲକୋନି ରୁ ଜ-ବ-ର-ଦ-ସ୍ତ ଘର ଭିତରକୁ ନେଇ ଯାଇଥିଲେ ତେବେ ସେ ଭ-ୟ କରୁଛନ୍ତି କି କାଳେ ତାଙ୍କ ପୁଅ କୁ ମା-ର ଧା-ର କରିବେ ସେଥିପାଇଁ ସେ ଏହି ଏଫ-ଆଇ-ଆର ଦେଇଛନ୍ତି । ତେବେ ଶେଷରେ ସେ କହିଛନ୍ତି କି ସେ ଚାହୁଁଛନ୍ତି ତାଙ୍କ ପୁଅ ଏବଂ ସ୍ତ୍ରୀ ତାଙ୍କ ପାଖକୁ ଫେରି ଆସନ୍ତୁ ଏବଂ ସେ ଖୁସିରେ ଜୀଵନ ଅତିବାହିତ କରିବେ ।

Leave a Reply

Your email address will not be published. Required fields are marked *