Traffic Checking in Cuttack: ନଳରେ ଟିକେ ଫୁଙ୍କି ଦେଲ ମଉସା, ଆମେ ଟିକେ ଦେଖି ଦଉ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମଉସା ଟିକେ ନଳରେ ଫୁଙ୍କି ଦେଲା । ଆମେ ଟିକେ ଦେଖି ଦେଉ । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ କଡାକଡି ଭାବେ ଟ୍ରାଫିକ ନିୟମର ଚେକିଙ୍ଗ କରାଯାଉଛି । ହେଲମେଟ ଚେକିଙ୍ଗ, ମ-ଅଦ୍ୟପାନ କରିଛ କି ନାହିଁ ଚେକିଙ୍ଗ, ୧୮ ବର୍ଷ ବୟସରୁ କମ୍ ବୟସର ପିଲା କିଏ ଗାଡି ଡ୍ରାଇଭିଙ୍ଗ କରୁଛନ୍ତି କି ନାହିଁ ଚେକିଙ୍ଗ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ନଥାଇ ମଧ୍ୟ କିଏ ଡ୍ରାଇଭିଙ୍ଗ କରୁଛନ୍ତି ।

ଏହିପରି ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ନିୟମ ଗୁଡିକ ସଠିକ ଭାବରେ ପାଳନ କରି ଲୋକେ ଗାଡି ଚଳାଉଛନ୍ତି କି ନାହିଁ । ଟ୍ରାଫିକ ପୋଲିସ ଏହାର କଡାକଡି ଭାବରେ ଅନୁଧ୍ୟାନ କରୁଛନ୍ତି । ତେବେ କଟକ ଠାରେ ମ-ଅଦ୍ୟପାନ କରି ଗାଡି ଚାଳକଙ୍କ ଉପରେ ଗତକାଲି ଟ୍ରାଫିକ ପୋଲିସଙ୍କ ଦ୍ଵାରା ଚେକିଙ୍ଗ କରଯାଇଥିଲା । ତେବେ ସେଠାରେ ଡିଜିଟାଲ ଆଲ୍କୋହଳ ଟେଷ୍ଟର ବା ବ୍ରିଦ ଆନଇଲାଜର ଟେଷ୍ଟିଙ୍ଗ ଦ୍ଵାରା ରାସ୍ତାରେ ଯାତାୟାତ କରୁଥିବା ଗାଡି ଚାଳକଙ୍କର ମ-ଅଦ୍ୟପାନ ଟେଷ୍ଟ କରାଯାଉଥିଲା ।

ତେବେ ୨ ଚକିଆ ହେଉକି ୪ ଚକିଆ ଜାନ ହେଉ । ରାସ୍ତାରେ ଗାଡି ଧରି ଯାତାୟାତ କରୁଥିବା ସମସ୍ତ ଚାଳକ ଭାଇଙ୍କର ପଟିରେ ଆଲକୋହଳ ଟେଷ୍ଟର ଭର୍ତ୍ତି କରି ମିଟର ମପାଜଉଥିଲା । ଯେଉଁଥିରେ କି ବ୍ୟକ୍ତି ମ-ଅଦ୍ୟପାନ କରି ଗାଡି ଚଳାଉଛନ୍ତି । କି ନା ନାହିଁ ତାହା ସ୍ପଷ୍ଠ ଭାବରେ ଏହି ମେସିନ ଦ୍ଵାରା ନିରୂପଣ କରାଯାଉଥିଲା ।

ତେବେ ଯେଉଁ ଲୋକ ମାନେ ଏହି ଏହି ଆଲକହଲ ଟେଷ୍ଟର ମେସିନ ପଟିରେ ଭର୍ତ୍ତି କରିସାରିବା ପରେ ତାଙ୍କର ରେଜଲ୍ଟ ନରମାଲ ଆସୁଥିଲା । ସେହି ଚାଳକଙ୍କୁ ଧନ୍ୟବାଦ ଦେଇ ଟ୍ରାଫିକ ପୋଲିସ ରାସ୍ତାରେ ସୁରକ୍ଷିତ ଭାବରେ ଯିବାକୁ ଅନୁମତି ଦେଉଥିଲେ । ଯେଉଁ ମାନେ ଏହି ଟେଷ୍ଟ ପରେ ମ-ଅଦ୍ୟପାନ କରିବାର ନଜର ଆସୁଛନ୍ତି । ସେମାନଙ୍କୁ ଅଯଥାରେ ପୋଲିସଙ୍କ ପାଖରେ ଫାଇନ ଗଣିବାକୁ ମଧ୍ୟ ପଡୁଛି ।

ତେଣୁ ଗାଡି ଚଳାଇବା ସମୟରେ ଭୁଲରେ ମଧ୍ୟ ମାଦ୍ୟପାନ କରି ଗାଡି ଚଳାଇବା ଉଚିତ ନୁହେଁ । ନଚେତ ଏହା ଆପଣଙ୍କ ଓ ଆପଣଙ୍କ ଆଖପାଖ ଲୋକଙ୍କ ପାଇଁ ଏହା ବିପଦ ଡାକି ଆଣିଦେବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ଅଧିକ ସୂଚନା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *