PM Modi ଙ୍କ ସିକ୍ଯୁରୀଟି ଦେଖି ଆମେରିକା ହେଲା ଛାନିଆ ! (Narendra Modi Security guard Fact)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନରେନ୍ଦ୍ର ମୋଦୀଙ୍କ ସିକ୍ଯୁରୀଟି ଦେଖି ଆମେରିକା ହେଲା ଛାନିଆ ! ତେବେ ଆମ ଦେଶର ସର୍ବୋଚ ଶାସନ ଶାସନ ଅଧିକାରୀ ତଥା ତାହାକୁ କାର୍ଯ୍ୟ କରିବାରେ ଯାହାଙ୍କର ପ୍ରଧାନ ଭୂମିକା ରହିଥାଏ ସେ ହେଉଛନ୍ତି ଆମ ଦେଶର ପ୍ରଧାନ ମନ୍ତ୍ରୀ । ତେବେ ଆମ ଦେଶ ତଥା ଭାରତର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହେଉଛନ୍ତି ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି ।

ତେବେ ସୂଚନା ମୁତାବିକ ନରେନ୍ଦ୍ର ମୋଦି ଆମ ଦେଶର ପ୍ରଧାନ ମନ୍ତ୍ରୀ ହୋଇଥିବାରୁ ତାଙ୍କର ସୁରକ୍ଷା ନିମନ୍ତେ ବହୁତ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । ତେଣୁ ପ୍ରଧାନ ମନ୍ତ୍ରୀ ଯେଉଁ ବି ଗ୍ରସ୍ତରେ ଯାଇଥାନ୍ତୁ । ହେଲେ ତାଙ୍କ ସାଙ୍ଗରେ ତାଙ୍କୁ ସୁରକ୍ଷା ଦେବା ପାଇଁ ବହୁ ଗୁଡିଏ ପ୍ରଶିକ୍ଷଣ ପାଇଁ ତାଲିମପ୍ରାପ୍ତ ବଡିଗାର୍ଡ ମାନେ ଯାଇଥାନ୍ତି । ତେବେ ଯେଉଁ ମାନଙ୍କୁ SPG ସ୍ପେଶାଲ ପ୍ରୋଟେକ୍ସନ ଗୃପ କୁହାଯାଇଥାଏ ।

ଏମାନେ ସବୁବେଳେ କଳା ସୁଟବୁଟ ଓ କଳା ଚଷମା ପରିଧାନ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରି ତାଙ୍କୁ ଏକ ସୁରକ୍ଷା ବଳୟରେ ନେଇକରି ଯାଇଥାନ୍ତି । ପ୍ରଧାନ ମନ୍ତ୍ରୀଙ୍କର ସୁରକ୍ଷା ପାଇଁ ଅନେକ ବଡିଗାର୍ଡ ମାନେ ରହିଥାନ୍ତି । ସତ କିନ୍ତୁ ବିଶେଷ କରି ପ୍ରଧାନ ମନ୍ତ୍ରୀଙ୍କର ଅତି ନିକଟରୁ ୪ ସ୍ତର ବିଶିଷ୍ଠ ସିକ୍ଯୁରୀଟି ବ୍ୟବସ୍ଥା କରାଯାଇଥାଏ । ଯେଉଁ ୪ ସ୍ତରକୁ ଅତିକ୍ରମ କରି କେହି ମଧ୍ୟ କେବେବି ଦୁଃସାହସ କରି ପ୍ରଧାନ ମନ୍ତ୍ରୀଙ୍କୁ ଆକ୍ରମଣ କରିପାରିବ ନାହିଁ ।

କାରଣ ସେହି ୪ ସ୍ତର ରୁ ପ୍ରଥମ ୨ ସ୍ତର ଯଦି ଜଣେ ଶତ୍ରୁ ପ୍ରଧାନ ମନ୍ତ୍ରୀଙ୍କ ପାଖକୁ ଆସିଯାଇଥାଏ । ତେବେ ତୃତୀୟ ସ୍ତରରେ ଥିବା ସିକ୍ଯୁରୀଟିଙ୍କ ପାଖରେ ସେତିକି କାପାସିଟି ଦିଆଯାଇଛି । ଯେ ସେମାନେ ସେହି ଲୋକଙ୍କୁ ସିଧା ବନ୍ଧୁକରେ ଗୁଳି କରିପାରିବେ । ଏହା ସହିତ ପ୍ରଧାନ ମନ୍ତ୍ରୀ ଯାଉଥିବା ଗାଡିକୁ ଏପରି ଭାବରେ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ଯେ ଯଦି କେହି ଶତ୍ରୁ ପ୍ରଧାନ ମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଯାଇ ତାଙ୍କ ଗାଡିରେ ବମ୍ ଲଗାଇ ଦିଏ ବା ଗାଡି ଉପରକୁ ବନ୍ଧୁକ ଫୁଟାଇବାକୁ ଚେଷ୍ଟା ମଧ୍ୟ କରିଥାଏ । ତେବେ ମଧ୍ୟ ଗାଡିକୁ ଭେଦ କରି କୌଣସି ପ୍ରକାର କ୍ଷତି ପ୍ରଧାନମନ୍ତ୍ରୀଙ୍କୁ ସ୍ପର୍ଶ ମଧ୍ୟ କରିପାରିବ ନାହିଁ । ଏହା ଛଡା ପ୍ରଧାନ ମନ୍ତ୍ରୀ ନିଜର ପ୍ରତିଦିନର ଖାଦ୍ୟପେୟ ବହୁତ ସରଳ ଓ କମ୍ ଟଙ୍କା ଭିତରେ ଭୋଜନ କରିଥାନ୍ତି ।

ହେଲେ ଖାଦ୍ୟ ସାମଗ୍ରୀ ଆସିବା ଠାରୁ ରୋଷେଇ ହୋଇ ପ୍ରଧାନ ମନ୍ତ୍ରୀଙ୍କ ପାଖକୁ ଆସିବା ପର୍ଯ୍ୟନ୍ତ ବହୁ ଟଙ୍କା ଖର୍ଚ ହୋଇଯାଇଥାଏ । କାରଣ ସବୁ କିଛି ଜିନିଷ ସଠିକ ଭାବରେ ତଦାରଖ ହୋଇ ହିଁ ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ଆସିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *