କଷ୍ଟମର କେୟାର ସହ ଉତ୍ପାତିଆ ଯୁବତୀଙ୍କ କାରନାମା, ଅଡିଓ ହେଉଛି ଭାଇରାଲ, ଶୁଣିଲେ ହସି ହସି ଗଡିବେ ଆପଣ… ଆପଣ ବି ଶୁଣନ୍ତୁ….

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୁବତୀ ଜଣକ କଷ୍ଟମର କେୟାରଙ୍କୁ ଫୋନ କରିଲେ, ଏହାପରେ ତାଙ୍କର ନାମ ପଚାରିଲେ । ଏହାପରେ କଷ୍ଟମର କେୟାର କହିଲେ ଯେ ଦୀନବନ୍ଧୁବାରିକ ସହିତ ଆପଣ କଥା ହେଉଛନ୍ତି । ଏହାପରେ ଯୁବତୀ କୁହନ୍ତି ଓ NO ଦୀନବନ୍ଧୁ ସଚ ଏ ବୋରିଙ୍ଗ ନେମ । ଏହା ପରେ ଯୁବତୀଙ୍କୁ ପଚରା ଗଲା ଯେ ଆପଣ କିଛି ଜାଣିବାକୁ ଚାହୁଁଛନ୍ତି । ଯୁବତୀ ଜଣଙ୍କ କୁହନ୍ତି ଯେ ସାର ଭୁଲରେ ମୁଁ ମୋ ଫୋନରେ ଆଇଡିଆ ସିମକୁ ପକାଇ ଦେଇଛି, ମୁଁ କାଢିବାକୁ ଚାହୁଁଛି, ମୋର ଡାଟା ପ୍ୟାକ ଅଛି ଏବଂ ମାର୍ଚ୍ଚ ମାସ ଏଟା ।

ତେବେ ଡାଟା ସିମରେ ଅଛି ଡାଟା ବଦଳରେ ମତେ କିଛି ପଇସା ରିଟର୍ନ କରିଦେଉ ନାହାଁନ୍ତି, ମୁଁ ସିମ ପକେଇ ଦିଅନ୍ତି । ଏହାପରେ କଷ୍ଟମର କେୟାର କୁହନ୍ତି ଯେ ସେମିତି ହୁଏନି ଏବଂ ସେମିତି ଯଦି ହୁଅନ୍ତା ତେବେ ମୁଁ ନିଶ୍ଚିତ ଭାବରେ ସାହାର୍ଯ୍ୟ କରିଥାନ୍ତି । ଯୁବତୀ କୁହନ୍ତି ଆପଣ ଏମିତି କ’ଣ ହେଉଛ ଦିନବନ୍ଧୁ ?

ତମେ ଦିନଅଧର ବନ୍ଧୁ ସେଥିପାଇଁ ଏମିତି ହେଉଛ ? ଏହା ପରେ ଯୁବତୀ ପଚାରନ୍ତି ଯେ କୋବି, ବାଇଗଣ, ଜହ୍ନି, ଆଳୁ, ଭେଣ୍ଡି, ପୋଟଳ, ଟମାଟୋ ଆଇଟମ କଣ କରିବି କହିଲା ମୁଣ୍ଡ ମୋର ଖରାପ ହେଉଛି । ଏହା ପରେ କଷ୍ଟମର କେୟାର କୁହନ୍ତି ଯେ ମ୍ୟାମ ଆପଣ ଏମିତି କଲେ ଆମ୍ଭେ କଲ କାଟିବାକୁ ବାଧ୍ୟ ହେବୁ । ଯୁବତୀ କୁହନ୍ତି ଯେ ନା ନା କଲ କାଟିବନି କଲ କାଟିଲେ ବହୁତ ଖରାପ ହେବ ।

ତମେ ଆଉ ଜଣେ ତମ ସିନିୟର ଅଫିସରକୁ କଲ ଟ୍ରାନ୍ସଫର କର ତମ ସହିତ କଥା ହେବାକୁ ବୋର ଲାଗୁଛି । ଏହା ପରେ କଷ୍ଟମର କେୟାର କହିଲେ ଠିକ ଅଛି କଲ ହୋଲ୍ଡରେ ରଖୁଛି । ଏହା ପରେ କିଛି ସମୟ ପରେ କହିଲେ ଯେ ସିନିୟର ଯେହେତୁ ଅନ୍ୟ କଲରେ ବ୍ୟସ୍ତ ଅଛନ୍ତି ଏଣୁ କଲଟି ଟ୍ରାନ୍ସଫର କରି ହେବନି । ଏହା ପରେ ଯୁବତୀ କୁହନ୍ତି ଯେ ଧନ ତମେ ଯଦି ଏମିତି ହେବ ମୁଁ କ’ଣ କରିବି କହିଲ ?

ମୋର କେହି ବୟଫ୍ରେଣ୍ଡ ନାହାଁନ୍ତି ଗୋଟେ ବୟଫ୍ରେଣ୍ଡ ଠିକ କରିଦିଅ । ଏହା ପରେ କଷ୍ଟମର କେୟାରକୁ ଏହିଭଳି ଫୋନ କରି ବିରକ୍ତ କରାଇ ଦେଲେ ଯୁବତୀ । ଶେଷରେ ବିପରୀତ କଷ୍ଟମର କେୟାର ଫୋନ କାଟିବାକୁ ବାଧ୍ୟ ହେଲେ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *