Interesting Gk Questions- ଜଣେ ଝିଅ କଲେଜରେ ନୂଆ ଆଡମିଶନ କଲେ, ସମସ୍ତେ ତାଙ୍କର ନାଁ ଜାଣିବାକୁ ଚାହିଁଲେ, ତେଣୁ ସେ ବ୍ଲାକବୋର୍ଡରେ ଲେଖିଦେଲେ (12.01.2001), ତେବେ ତାଙ୍କର ନାମ କ’ଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ।

୧;- ତାହା କ’ଣ ଯାହା ଅନ୍ୟକୁ ଦେଇହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ ?

ଉତ୍ତର;- ଜ୍ଞାନ ।

୨;- ତାହା କ’ଣ ଯାହା ମାରିବା ପର୍ଯ୍ୟନ୍ତ ଆମର ପିଛା ଛାଡେ ନାହିଁ ?

ଉତ୍ତର;- ନିଜର ଛାଇ ।

୩;- ଲୋକମାନେ ମତେ ଖାଇବା ପାଇଁ କିଣନ୍ତି କିନ୍ତୁ ମତେ ଖାଇ ନଥାନ୍ତି ? ମୁଁ କିଏ ?

ଉତ୍ତର;- ଚାମଚ ।

୪;- ଦଶ ଟଙ୍କାରେ ଏମିତି କ’ଣ କିଣିବା ଯାହାଦ୍ଵାରା ପୁରା କୋଠରୀ ଭରି ଯିବ ?

ଉତ୍ତର;- ଦିଆସିଲି ଏବଂ ମହମବତୀ ।

୫;- ୩ ଟି କୁକୁଡା ୩ ଦିନରେ ୩ ଟି ଅଣ୍ଡା ଦିଅନ୍ତି, ୩୦୦ ଟି କୁକୁଡା ୩ ଦିନରେ କେତେଗୋଟି ଅଣ୍ଡା ଦେବେ ?

ଉତ୍ତର;- ୩୦୦ଟି ।

୬;- ଦୁଇଜଣ ପୁଅ ଏବଂ ଦୁଇଜଣ ବାପା ସର୍କସ ଦେଖିବାକୁ ଗଲେ, ଏବଂ ସେମାନଙ୍କ ପାଖରେ ୩ ଟି ଟିକେଟ ଥିଲା ତଥାପି ସମସ୍ତେ ସର୍କସ ଦେଖିଲେ,କେମିତି ?

ଉତ୍ତର;- କାରଣ ସେମାନେ ୩ ଜଣ ଥିଲେ ଜଣେ ବୃଦ୍ଧ ଲୋକ ଏବଂ ତାର ପୁଅ ଏବଂ ନାତି ।

୭;- ଆଫ୍ରିକାରେ ଗୋଟିଏ ପିଲା ଜନ୍ମ ହେଲା, ତେବେ କୁହନ୍ତୁ ତାହାର ଦାନ୍ତର ରଙ୍ଗ କ’ଣ ହୋଇଥିବ ?

ଉତ୍ତର;-  ଜନ୍ମ ହେବା ମାତ୍ରେ ଦାନ୍ତ ଉଠିନଥାଏ ।

୮;- ସରିତା ଦେବୀଙ୍କର ୫ ଜଣ ଝିଅ, ସମସ୍ତଙ୍କର ଜଣେ ଲେଖାଏଁ ଭାଇ ସରିତା ଦେବୀଙ୍କର ସମୁଦାୟ କେତେ ଜଣ ସନ୍ତାନ ?

ଉତ୍ତର;- ୬ ଜଣ ।

୯;- ଜଣେ ବ୍ୟକ୍ତି ଟ୍ରକ ଚଲାଉଥିଲା, କିନ୍ତୁ ସେ ଟ୍ରକ ହେଡଲାଇଟ ଦେଇ ନଥିଲା କିମ୍ବା ଆକାଶରେ ଜହ୍ନ ମଧ୍ୟ ବାହାରି ନଥିଲା, ଜଣେ ସ୍ତ୍ରୀ ଲୋକ ରାସ୍ତା ପାରି ହେଉଥିଲା । ମାତ୍ର ଟ୍ରକ ଡ୍ରାଇଭର କେମିତି ଦେଖିଲା ?

ଉତ୍ତର;- ସେ ଦିନରେ ଚଲାଉଥିଲା ।

୧୦;- ଜଣେ ଝିଅ କଲେଜରେ ନୂଆ ଆଡମିଶନ କଲେ, ସମସ୍ତେ ତାଙ୍କର ନାଁ ଜାଣିବାକୁ ଚାହିଁଲେ, ତେଣୁ ସେ ବ୍ଲାକବୋର୍ଡରେ ଲେଖିଦେଲେ (12.01.20.01), ତେବେ ତାଙ୍କର ନାମ କ’ଣ ?

ଉତ୍ତର;- ଲତା ।

୧୧;- ୫ ଟି ଠେକୁଆ ୫ ମିନିଟରେ ୫ ଟି ଗାଜର ଖାଆନ୍ତି, ୧୦ ଟି ଠେକୁଆ ୧୦ ମିନିଟରେ କେତେଗୋଟି ଗାଜର ଖାଇବେ ?

ଉତ୍ତର;- ୧୦ ଟି । ତେବେ ବନ୍ଧୁଗଣ ଏହି ଢଗଢମଳି ସମ୍ବନ୍ଧରେ ଜାଣି ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *