ଚାଲିଗଲେ ଏହି ଭାରତୀୟ star ଖେଳାଳୀ ! କ୍ରିକେଟ ଜଗତରେ ଖେଳିଗଲା ଶୋକର ଲହରୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଜଗତରୁ ଆସିଲା ଏକ ବହୁତ ବଡ ଦୁଃଖ ଖବର ! ଭାରତୀୟ ଷ୍ଟାର ଖେଳାଳୀଙ୍କର ହୋଇଯାଇଛି ମୃ-ତ୍ୟୁ ! ଯାହାକୁ ନେଇ କ୍ରିକେଟ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ତେବେ ଭାରତୀୟ ଷ୍ଟାର ଓପନରଙ୍କ ମୃ-ତ୍ୟୁ କୁ ନେଇ ମହେନ୍ଦ୍ର ସିଂହ ଧୋନୀ ଓ ଭିରାଟ କୋହଲୀଙ୍କ ଭଳି କ୍ରିକେଟର ମାନେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ସୂଚନା ଅନୁଯାଇ ଗତ କାଲି IPL ର ୨୦ ତମ ମ୍ଯାଚ ଖେଲାଯାଉଥିବା ସମୟରେ ଏହି ବଡ ଏକ ଦୁଃଖନୀୟ ଖବର ସାମ୍ନାକୁ ଆସିଥିଲା ।

ସେହି କ୍ରିକେଟର ଜଣଙ୍କ ହେଉଛନ୍ତି ଷ୍ଟାର ଓପନର ସଲିମ ଦୁରାନୀ । ତେବେ ୬୫ ବର୍ଷ ବୟସରେ ସଲିମ ଦୁରାନୀଙ୍କର ମୃ-ତ୍ୟୁ ହୋଇଛି । ଯାହାକୁ ନେଇ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ କ୍ରିକେଟର ସଚିନ ତେନ୍ଦୁଲକର ଏଥିପାଇଁ ଶୋକ ବ୍ୟକ୍ତ କରିଛନ୍ତି । ଯାହାଙ୍କର କାଲି ବିୟୋଗ ଘଟିବା କାରଣରୁ ସାରା କ୍ରିକେଟ ଜଗତରେ ଦୁଃଖର ମାହୋଲ ଘୋଟିଯାଇଛି । ତେବେ ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗି ପଡିଛି ।

ତେବେ ଏହି କଥା ଭାଇରାଲ ହେବା ପରେ ଅନେକ କ୍ରିକେଟପ୍ରେମୀ ତଥା ସଲିମ ଦୁରାନୀଙ୍କ ସମର୍ଥକ ମାନେ ମଧ୍ୟ ସୋସିଆଲ ମିଡିଆରେ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି । ଏହାରି ମଧ୍ୟରେ ଆମେ ମଧ୍ୟ କହି ରଖିବା ପାଇଁ ଚାହିଁବୁ । ଏହା କି ଯେ ପୂର୍ବତନ କ୍ରିକେଟର ସଲିମ ଦୁରାନୀଙ୍କ ଆତ୍ମାର ସଦଗତି ହେଉ । ଏହା ଛଡା ବର୍ତ୍ତମାନ ସମୟରେ IPL ମ୍ଯାଚର କ୍ରେଜ କ୍ରିକେଟର ଓ କ୍ରିକେଟପ୍ରେମୀଙ୍କ ଠାରେ ଜୋରସୋର ଦେଖିବାକୁ ମିଳୁଛି ।

ତେବେ ଆଜି ୩ ଟା ୩୦ ମିନିଟରେ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଓ କଲିକତା ନାଇଟ ରାଇଡ଼ର ମଧ୍ୟରେ ମ୍ଯାଚ ଦେଖିବାକୁ ମିଳିବ । ଏହା ସହ ଦିତୀୟ ମ୍ଯାଚଟି ଗୁଜୁରାଟ  ଟାଇଟାନ ଓ ରାଜସ୍ଥାନ ରୋୟାଲ ମଧ୍ୟରେ ଖେଳିବାର ଦେଖିବାକୁ ମିଳିବ । ତେବେ ଏହିପରି ଭାବରେ ନିଜ ନିଜର ପସନ୍ଦର କ୍ରିକେଟ ଖେଳକୁ ଦେଖି ନିଜର ମନୋରଞ୍ଜନ କରନ୍ତୁ ବୋଲି ଆମର ଆଶା ରହୁଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ କ୍ରିକେଟ ଜଗତର ଲାଟେଷ୍ଟ ଇନଫରମେସନ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *