Odia Gk- ପ୍ରଥମେ କୁକୁଡା ଆସିଲା ନା ଅଣ୍ଡା ! କଣ ଆପଣ କହି ପାରିବେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁତ ଗୁଡିଏ ଜଣା ଓ ଅଜଣା କଥାର ସମାହାରକୁ ନେଇ ସାଧାରଣ ଜ୍ଞାନ ବା ଯାହାକୁ ଆମେ ଜେନେରାଲ ନଲେଜ ବୋଲି କହିଥାଉ । ତେବେ ଏପରି କିଛି ଜେନେରାଲ ନଲେଜ ନେଇ ଆମେ ଆପଣଙ୍କୁ କହିବାକୁ ଯାଉଅଛୁ । ଯାହା ପଢି ଆପଣ ଆପଣଙ୍କର ବୁଦ୍ଧି ବଢିବା ସହ ଆପଣ ଏଥିରୁ ବହୁତ କିଛି ଶିଖିବାକୁ ମଧ୍ୟ ପାଇପାରିବେ । ତେବେ ଆଉ ବିଳମ୍ବ ନକରି ଚାଲନ୍ତୁ ସେହିପରି କିଛି ଜେନେରାଲ ନଲେଜ ବିଷୟରେ ଆଲୋଚନା କରିନେବା ।

୧;- କେଉଁ ଦେଶରେ ସବୁଠାରୁ ଅଧିକ ଅଲିସ ରହିଥାନ୍ତି ?

ଉତ୍ତର;- ଆମେରିକା ଦେଶରେ ସବୁଠାରୁ ଅଧିକ ପୋଲିସ ରହିଥାନ୍ତି ।

୨;-ହାୱାଇ ଜାହାଜର ଟାୱାରରେ କେଉଁ ଗ୍ଯାସ ଭର୍ତ୍ତି କରାଯାଇଥାଏ ?

ଉତ୍ତର;- ହାୱାଇ ଜାହାଜର ଟାୱାରରେ ନାଇଟ୍ରୋଜେନ ଗ୍ଯାସ ଭର୍ତ୍ତି କରାଯାଇଥାଏ ।

୩;- କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ମହଙ୍ଗା ଅଟେ ?

ଉତ୍ତର;- ସୁତୁରମୁର୍ଗର ପକ୍ଷୀର ଅଣ୍ଡା ମହଙ୍ଗା ହୋଇଥାଏ ।

୪;- ସାପ କେଉଁ ରଙ୍ଗକୁ ଦେଖି ପାଗଳ ହୋଇଜାଆନ୍ତି ?

ଉତ୍ତର;- ନୀଳ ରଙ୍ଗକୁ ଦେଖି ପାଗଳ ହୋଇଯାଇଥାଏ ।

୫;-ଭାରତର କେଉଁ କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୌର ଶକ୍ତି ଉତ୍ପାଦନ ହୋଇଥାଏ ?

ଉତ୍ତର;-ରାଜସ୍ଥାନରେ ସବୁଠାରୁ ଅଧିକ ସୌରଶକ୍ତି ଉତ୍ପାଦନ ହୋଇଥାଏ ।

୬;-ଲକ୍ଷ୍ନୋ କେଉଁ ନଦୀ କୁଳରେ ଅବସ୍ଥିତ ?

ଉତ୍ତର;- ଗୋମତୀ ନଦୀ କୁଳରେ ଅବସ୍ଥିତ ।

୭;-ଏପରି କେଉଁ ଫଳ ଅଛି, ଯାହା ଗୋଟିଏ ଦିନରେ ପାଚିଯାଇଥାଏ ?

ଉତ୍ତର;- ଟମାଟର ଗୋଟିଏ ଦିନରେ ପାଚିଯାଇଥାଏ ।

୮;- ଭାରତର ସର୍ବାଧିକ ସୀମା କେଉଁ ଦେଶ ସହ ଲାଗିକି ରହିଥାଏ ?

ଉତ୍ତର;- ବାଙ୍ଗଲାଦେଶ ସହ ଲାଗିକି ରହିଥାଏ ।

୯;-ଚାରମିନାର କେଉଁଠାରେ ଅବସ୍ଥିତ ?

ଉତ୍ତର;- ହାଇଦ୍ରାବାଦ ଠାରେ ଚାରମିନାର ଅବସ୍ଥିତ ।

୧୦;-କଳାମାଟି କେଉଁ ଚାଷ ପାଇଁ ସବୁଠାରୁ ଉତ୍କୃଷ୍ଠ ମନାଯାଇଥାଏ ?

ଉତ୍ତର;-କପାସ ପାଇଁ କଳାମାଟି ପାଇଁ ଉତ୍କୃଷ୍ଠ ହୋଇଥାଏ ।

୧୧;-ଏପରି କେଉଁ ଜୀବ ଅଛି, ଯାହାକୁ ସବୁ ଜିନିଷ ୨ ଗୁଣା ବଡ ଦେଖାଯାଇଥାଏ ?

ଉତ୍ତର;- ହାତୀକୁ ସବୁ ଜିନିଷ ୨ ଗୁଣା ବଡ ଦେଖାଯାଇଥାଏ ।

୧୨;-ଖୋ ଖୋ ରେ କେତେ ଜଣ ଖେଳାଳୀ ଗୋଟିଏ ଟିମରେ ରହିଥାନ୍ତି ?

ଉତ୍ତର;- ୯ ଖେଳାଳୀ ଖୋ ଖୋ ଟିମରେ ରହିଥାନ୍ତି ।

୧୩;- ଛେଳୀର ଜୀବନକାଳ ଜୀବନକାଳ କେତେ ହୋଇଥାଏ ?

ଉତ୍ତର;-୧୪ ବର୍ଷ ଛେଳୀର ଜୀବନକାଳ ହୋଇଥାଏ ।

୧୪;-କ୍ଷେତ୍ରଫଳର ଦ୍ରୁଷ୍ଟିରୁ ଭାରତର ସବୁଠାରୁ ବଡ ରାଜ୍ୟ କେଉଁଟି ?

ଉତ୍ତର;- ରାଜସ୍ଥାନ ଭାରତର ସବୁଠାରୁ ବଡ ରାଜ୍ୟ ଅଟେ ।

୧୫;-ପ୍ରଥମେ ଅଣ୍ଡା ଆସିଲା ନା କୁକୁଡା ?

ଉତ୍ତର;-ବୈଜ୍ଞାନିକଙ୍କ କହିବା ଅନୁସାରେରେ ପ୍ରଥମେ କୁକୁଡା ଆସିଲା ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *