ନମ୍ବର ପ୍ଲେଟକୁ ନେଇ କଣ କହିଲେ କୋର୍ଟ ? ଏନେଇ କଣ କହିଲେ ଓକିଲ ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ନମ୍ବର ପ୍ଳେଟ ବଦଳେଇବାକୁ ନେଇ ବର୍ତ୍ତମାନ ନାନା ପ୍ରକାରର ଚର୍ଚ୍ଚା ଶୁଣିବାକୁ ମିଳିଛି । ତେବେ ଏହି ବାବଦରେ ମାନ୍ୟବର କୋର୍ଟ ପକ୍ଷରୁ କେଉଁ ପ୍ରତିକ୍ରିୟା ମିଳିଛି ଆସନ୍ତୁ ଜାଣିନେବା ଏହି ବାବଦରେ କ’ଣ କହୁଛନ୍ତି ଆଡ୍ଭୋକେଟ । ଡେଟଲାଇନକୁ ହାତରେ ଦୁଇ ଦିନ, ଆସନ୍ତା ୩୦ ତାରିଖରେ ସରୁଛି ୧,୨,୩, ଓ ୪ ଶେଷ ନମ୍ବର ଥିବା ଗାଡି ଗୁଡିକର ହାଇସିକ୍ୟୁରିଟି ନମ୍ବର ପ୍ଳେଟ ଲଗାଇବା ଅବଧି ।

ଏହା ପୂର୍ବରୁ ମାମଲା ପହଞ୍ଚିଛି ହାଇକୋର୍ଟଙ୍କ ପାଖରେ, ଏ ନେଇ ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ଯେଉଁ ମାମଲା ଟି ଦାଖଲ ହୋଇଛି କିଛି ବୟସ୍କ ନାଗରିକ ଆମ ଦେଶର ସେମାନେ କରିଛନ୍ତି । କ୍ଷୁବ୍ଧ ହୋଇ ଯେଉଁ ଅଡର ଏଚଏସଆରପି ର ଯାହା କି ଏକ ନୂଆ ନମ୍ବର ପ୍ଳେଟ ଲଗାଇବା ୱିଥ ହୋଲୋଗ୍ରାମ ।

ତାହା ଅଡର ଆସିଥିଲା ଆମର ୨୬ ମଇ ୨୦୨୨ ରେ । ଏହାର ଇମ୍ପ୍ଲିମେଣ୍ଟେସନ ଟି ବହୁତ ଶୀଘ୍ର ହେବାକୁ ଯାଉଅଛି । ଅଲରେଡି ଏହାର ଡିଊ ଡେଟ ଗଲାପରେ ଫାଇନ ଲାଗିବ । ଏହାକୁ ଚ୍ୟାଲେଞ୍ଜ କରି ଆସିଥିଲେ ହାଇକୋର୍ଟ । ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି ଆପୀୟର କରିଛନ୍ତି । ଏହାପରେ କୋର୍ଟ ତାଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି ଯେ ଏହିସବୁ ଜିନିଷ ସମ୍ବନ୍ଧରେ, ୨୬.୦୯ ରେ ଆଉ ଏକ ଅଡର ଆସିଛିତାହା ହେଉଛି ଯେ ଯେଉଁମାନେ ଏହାକୁ ଆପ୍ଳାଏ କରିଛନ୍ତି ସେମାନଙ୍କୁ ଏକଜାମିସନ ମିଳିବ ।

ମାତ୍ର କଟକ ଭୁବନେଶ୍ଵର ସବୁ ଅଟୋମେଟିକ, ତେବେ ଆଉ କିଏ ତ ଅପେକ୍ଷା କରିବେନି ନା ଦେଖେଇବି ମୋର ସାର୍ଟିଫିକେଟ । କୋର୍ଟ ଏହିସବୁକୁ ନେଇ ପ୍ରଶ୍ନ ପଚାରିଲେ ଏବଂ ଏହା ସମ୍ବନ୍ଧରେ କ’ଣ କହୁଛନ୍ତି ? ସେମାନେ କହିଲେ ଯେ ଆମେ ଇଂଷ୍ଟ୍ରକ୍ସନ ନେବୁ, ଏହାକୁ ୩୦ କୁ କୋର୍ଟ ରଖିଛନ୍ତି । ମୁଖ୍ୟ ବିଚାରପତି ଙ୍କ ପାଖରେ ଥିଲା ଏଣୁ ଏହାକୁ ୩୦ ତାରିଖରେ ରଖାଯାଇଛି ।

ଏହା ୨୦୧୮ ରୁ ଆସିଲାଣି ସେଣ୍ଟ୍ରାଲ ଗମେଣ୍ଟ ରୁ ମାତ୍ର ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେଉଛି । ଏହାକୁ ବହୁତ ଶୀଘ୍ର ଅର୍ଥାତ ୩ ମାସ ଭିତରେ ସମାପ୍ତ କରିବାକୁ ଚାହୁଁଛନ୍ତି । କିନ୍ତୁ ଏତେ କମ ସମୟ ମଧ୍ୟରେ ଏ ସବୁ କରିବା ବହୁତ ପ୍ରୋବ୍ଲୋମାଟିକ ହେବାରେ ଲାଗିଛି । ୧ ତାରିଖରୁ ଫାଇନ ଲାଗୁ ହେବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *