କ୍ୟାମେରାରେ କଏଦ ହେଲା ନାଗୁଣୀ ର ଅଦ୍ଭୁତ୍ତ ଦୃଶ୍ୟ, ବିଶ୍ଵାସ କରିବା ବି ମୁସ୍କିଲ, ପୁରା ପରିବାର ଆତଙ୍କିତ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କ ଅନେକ ଭିଡିଓ ଦେଖିଥିବେ । ମିର୍ଜା ଆରିଫ ନିଜ ଜୀବନକୁ ବି-ପ-ଦ-ରେ ପକାଇ ସାପ ମାନଙ୍କୁ ଉଧାର କରନ୍ତି । ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି  । ବନ୍ଧୁଗଣ ନାଗ ସାପକୁ ଲୋକମାନେ ପୂଜା ଅର୍ଚ୍ଚନା କରିଥାନ୍ତି । ଆପଣ ମାନେ ସମସ୍ତେ ଅସଲ ଜୀବନରେ କିମ୍ବା ଟିଭିରେ ନାଗ ସାପ ନିଶ୍ଚୟ ଦେଖିଥିବେ  । ନାଗ ସାପ ଯେତିକି ପୂଜନୀୟ ସେତିକି ମା-ରା-ତ୍ମ-କ ମଧ୍ୟ ଅଟେ ।


ଏହି ସାପର ଚୋ-ଟ-ରେ ମଣିଷ ନିଜ ପ୍ରାଣ ମଧ୍ୟ ହରାଇ ପାରେ । ନାଗ ସାପ ଭଳି ନାଗୁଣୀ ସାପକୁ ମଧ୍ୟ ଲୋକ ମାନେ ବହୁତ ଭ-ୟ କରନ୍ତି । ଗତ କିଛି ସମୟ ହେବ ହେବ ମିର୍ଜା ଆରିଫଙ୍କ ଏକ ନୂଆ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ମିର୍ଜାଙ୍କ ଏହି ଭିଡିଓରେ ଏକ ଭ-ୟ-ଙ୍କ-ର ନାଗୁଣୀ ସାପ ଦେଖିବାକୁ ମିଳିଛି ।

ଆଜି ଆମେ ଆପଣ ମାନଙ୍କୁ ମିର୍ଜାଙ୍କ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଗୋଟେ ଘର ଭିତରେ ଏକ ନାଗୁଣୀ ସାପ ଖାଦ୍ୟ ଶି-କା-ର-ରେ ପଶି ଯାଇଥିଲା । ଘର ଲୋକ ଯେତେବେଳେ ସାପ ବିଷୟରେ ଜାଣିଲେ ସେତେବେଳ ସେମାନେ ମିର୍ଜା ଆରିଫଙ୍କୁ ଏହାର ସୂଚନା ଦେଇଥିଲେ । ନାଗୁଣୀ ଭୟରେ ଘରର ସମସ୍ତ ସଦସ୍ୟ ଘର ବାହାରେ ମିର୍ଜାଙ୍କର ଅପେକ୍ଷା କରିଥିଲେ ।

ସୂଚନା ପାଇବା ମାତ୍ରେ ମିର୍ଜା ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଥିଲେ । ନାଗୁଣୀଟି କାନ୍ଥ ଉପରେ ଚଢି ସେହି ସମୟରେ ଗ-ର୍ଜ-ନ କରୁଥିଲା ଓ ଚୋ-ଟ ମା-ରି-ବା ପାଇଁ ମଧ୍ୟ ବହୁତ ଚେଷ୍ଟା କରିଥିଲା । ହେଲେ ମିର୍ଜା ଆରିଫ ନାଗୁଣୀକୁ ସଫଳତା ପୂର୍ବକ ଉଧାର କରିଥିଲେ ଓ ଜଙ୍ଗଲରେ ନେଇ ଛାଡି ଥିଲେ ।

ବନ୍ଧୁଗଣ ସେହି ନାଗୁଣୀ ସାପଟି ନିଜ ଫ-ଣା ବାହାର କରି ଯେଉଁ ଭଳି ଭାବରେ ଚୋ-ଟ ମା-ରି-ବା-କୁ ଚେଷ୍ଟା କରୁଥିଲା ତାକୁ ଦେଖି ପରିବାର ଲୋକ ଭ-ୟ-ବି-ତ ହୋଇଯାଇଥିଲେ ।  ତେଣୁ ବନ୍ଧୁଗଣ ଆପଣ ମାନେ ନିଜ ଘରକୁ ସବୁବେଳେ ସଫା ସୁତୁରା ରଖନ୍ତୁ ଓ ଯଦି ଆପଣଙ୍କ ଘର ପାଖରେ କୌଣସି ସାପ ଅଛି ତା ହେଲେ ତାକୁ ନମାରି ବନ ବିଭାଗକୁ ତାର ସୂଚନା ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *