ପଞ୍ଚୁକରେ ଠାକୁର ଘରୁ ବାହାରିଲେ ତମ୍ବା ନାଗ, ଦେଖିବା ପାଇଁ ଲାଗିଛି ଭକ୍ତଙ୍କ ଭିଡ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଚାଲିଛି କାର୍ତ୍ତିକ ମାସ ଏବଂ ପଞ୍ଚୁକର ପବିତ୍ର ଦିନ । ଏହି ମାସ ରେ ମଣିଷ ନିଜର ପା-ପ ଧୋଇବା ପାଇଁ ହବିଷ କରେ ଆମିଷ ଖାଏ ନାହିଁ । ପିଆଜ ରସୁଣ ଆଦି କୁ ମଧ୍ୟ ତ୍ୟାଗ କରନ୍ତି କାରଣ ମାନ୍ୟତା ରହିଛି କି ଏହି ମାସରେ ଆପଣ କରିଥିବା ସବୁ ପାପ ଧୋଇ ହୋଇ ଯାଇଥାଏ । ତେବେ ଏହି ମାସରେ ଭଗବାନ ଙ୍କ ପୂଜା ଅର୍ଚ୍ଚନା ମଧ୍ୟ କରାଯାଇଥାଏ ବିଶେଷ କରି ମହାଦେବଙ୍କ ପାଖରେ ମଧ୍ୟ ଦୀପଦାନ କରିବା ମଧ୍ୟ ବଡ଼ ପୁଣ୍ୟ ର କାମ ।

ତେବେ ଯଦି ଏହି ସମୟରେ ଆପଣଂକୁ ସ୍ଵୟଂ ନାଗ ଦେବତା ଦର୍ଶନ ଦେଇ ଦିଅନ୍ତି ତେବେ ଏହା ସବୁଠାରୁ ଶୁଭ ବୋଲି ଭାବିବା ଭୁଲ ହେବ ନାହିଁ । ତେବେ ଏହି କାର୍ତିକ ମାସ ପରି ପୁଣ୍ୟ ମାସରେ ଏପରି ଘଟଣାକୁ ନେଇ ଘରେ ସ୍ୱୟଂ ନାଗଦେବତା ଆବିର୍ଭାବ ହୋଇଥିବା ନେଇ ଆଶା କରି ପୂରା ପରିବାର ପୂଜାର୍ଚନାରେ ଲାଗିଥିଲେ । ଏହି ଖବର ପାଇବା ପରେ ଆଖ ପାଖ ଲୋକଙ୍କ ଭିଡ଼ ଏବେ ଦର୍ଶନ ପାଇଁ ଲାଗିଛି ।

ତେବେ ତେଲକୋଇ ର ଚିନ୍ମୟ କୁମାର ସାହୁଙ୍କ କାର୍ତ୍ତିକ ପଂଚୁକରେ ଘରୁ ବାହାରିଲା ନାଗ । ଆଉ ତା’ପରେ ବିଶ୍ୱାସ ଓ ଭକ୍ତିରେ ଭିଡ଼ ଜମାଇଲେ ଲୋକେ । ସୂଚନା ଅନୁସାରେ, ଠାକୁର ଘରେ ରଖାଯାଇଥିଲା ଆସବାପାତ୍ର । ସବୁଦିନ ତାକୁ ସଫା କରାଯାଉଥିଲା, ତେବେ ଗତ ସୋମବାର ଠାକୁର ଘର ସଫା କଲାବେଳେ କାନ୍ଥରେ ଏକ ତମ୍ବା ନାଗ ଆବିର୍ଭାବ ହୋଇଥିବା ଖବର ପାଇ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି ।

ଏପରି ଏକ ଘଟଣା ବର୍ତମାନ ତେଲକୋଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇ ଯାଇଛି । ତେଲକୋଇ ବ୍ଲକ ନୂଆଗଡ଼ ଗ୍ରାମର ଆରତ ବିନ୍ଧାଣୀଙ୍କ ସ୍ତ୍ରୀ ଆରତୀ ବିନ୍ଧାଣୀ ଗତ ସୋମବାର ଦିନ ଠାକୁର ଘର ସଫା କରୁଥିଲା ବେଳେ ଘରର କୋଣରେ ରଖାଯାଇଥିବା ବାକ୍ସ ପାଖକୁ ସଫା କରୁଥିଲା ବେଳେ ଏକ ନାଗ ଦେଖି ଡ-ରି-ଯାଇଥିଲେ । ତେବେ ବାକ୍ସ ଉଠାଇଲା ପରେ ତମ୍ବା ଧାତୁରେ ଗଢ଼ାଯାଇଥିବା ପରି ଦେଖାଯାଉଥିବା ଏକ ନାଗ ସାପ କାନ୍ଥରୁ ବାହାରିଥିବା ଦେଖିବାକୁ ପାଇଥିଲେ ।

କାର୍ତିକ ମାସ ପରି ପୁଣ୍ୟ ମାସରେ ଏପରି ଘଟଣାକୁ ନେଇ ଘରେ ସ୍ୱୟଂ ନାଗଦେବତା ଆବିର୍ଭାବ ହୋଇଥିବା ନେଇ ଆଶା କରି ପୂରା ପରିବାର ପୂଜାର୍ଚନାରେ ଲାଗିଥିଲେ । ଏହି ଖବର ପାଇବା ପରେ ଆଖ ପାଖ ଲୋକଙ୍କ ଭିଡ଼ ଏବେ ଦର୍ଶନ ପାଇଁ ଲାଗିଛି । ପୂର୍ବରୁ କେବେ ଠାକୁର ଘରେ ତମ୍ବା ନାଗ ଆରତୀଙ୍କ ପରିବାର ରଖି ନଥିବା କହିଛନ୍ତି ।

ତେବେ କେବଳ ତମ୍ବା ସାପ ନୁହେଁ ବରଂ ସାପ ବାହାରିଥିବା ସ୍ଥାନରୁ ଝୁଣା ପରି କିଛି ପଦାର୍ଥ ବାହାରୁଥିବା ସୂଚନା ମିଳିଛି । ତେବେ ଏହା ସତ୍ୟ କିମ୍ବା କୌଣସି ସଂଯୋଗ କିମ୍ବା ଅନ୍ଧ ବିଶ୍ୱାସ ମଧ୍ୟ ହୋଇପାରେ । ତେବେ ଏହାର ସଠିକତା ଜଣା ନାହିଁ । ତେବେ ଆପଣ ଙ୍କୁ ଏହି ବିଷୟ ଟି କିପରି ଲାଗିଲା ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *