ମ୍ୟାଚ ଚାଲିଥିଲା ବେଳେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଖୋଜି ବୁଲୁଥିଲେ ବୋଲର Deepak Chahar, Deepak Chahar, ଭାଇରଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ କି ଆମ ଦେଶ ରେ କ୍ରିକେଟ କୁ ବହୁତ ପସନ୍ଦ କରନ୍ତି ଏବଂ ଖେଳାଳି ମାନଂକୁ କେହି କେହି ଭଗବାନ ବୋଲି ମଧ୍ୟ ମାନି ନେଇଥାନ୍ତି ଏହା ଛଡା ସେମାନଙ୍କ ଜୀଵନ ରେ ଘଟିତ ହେଉଥିବା ପ୍ରତ୍ୟେକ ଘଟଣା ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ପଡିଆ ରେ ଖେଳାଳି ମାନେ ବେଳେ ବେଳେ ଏଭଳି କିଛି ହରକତ କରି ଦେଇଥାନ୍ତି ଯାହା ବହୁତ ବଡ଼ ହାଇଲାଇଟ ହୋଇ ଯାଇଥାଏ ।

ତେବେ ସେହି ଭଳି ଏକ ଘଟଣା ଘଟିଛି କାଲିର ମ୍ୟାଚ ରେ ତେବେ ଭାରତ ନ୍ୟୁଜିଲାଣ୍ଡ ର ମ୍ୟାଚ ଚାଲିଥିଲା ହେଲେ ତାହାରି ଭିତରେ ଘଟିଲା ଏକ ମଜାଦାର ଘଟଣା ଯାହା ହେବେ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଭା-ଇ-ରା-ଲ ହେଉଛି । ତେବେ ଟି-୨୦ ରେ ଭାରତୀୟ ଦ୍ରୁତ ବୋଲର ଦୀପକ ଚହର ମ୍ୟାଚ ଅଧାରେ ନିଜ ଗାର୍ଲ ଫ୍ରେଣ୍ଡ ଙ୍କୁ ଖୋଜୁଥିବାର ଏକ ଭିଡିଓ ବର୍ତ୍ତମାନ ସାମ୍ନା କୁ ଆସିଛି ।

ମ୍ୟାଚ ଚାଲିଥିବା ବେଳେ କେମିତି ଦୀପକ ନିଜ ଗାର୍ଲଫ୍ରେଣ୍ଡ ଙ୍କୁ ଖୋଜୁ ଥିଲେ ଏହାକୁ ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋ-ଷ୍ଟ କରି ଦେଇଥିଲେ ତାଙ୍କ ଭଉଣୀ । ତେବେ ବର୍ତ୍ତମାନ ଏହି ଭିଡିଓ ଟି ବେଶ ଭା-ଇ-ରା-ଲ ହେବାରେ ମଧ୍ୟ ଲାଗିଛି । ପ୍ରଥମ ଟି-୨୦ ମୁକାବିଲା ଦୀପକ ଙ୍କ ଘରୋଇ ପଡିଆ ରାଜସ୍ଥାନ ରେ ହୋଇଥିଲା ତେବେ ଦୀପକ ଙ୍କ ଏହା ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ହୋଇଥିବା ବେଳେ ଉଭୟ ଭଉଣୀ ଏବଂ ପ୍ରେମିକା ମ୍ୟାଚ ଦେଖିବାକୁ ଆସିଥିଲେ ।

ମ୍ୟାଚ ର ଅଷ୍ଟମ ଓଭର ରେ ଦୀପକ ଫିଲ୍ଡିଂ କରୁଥିଲେ ଏବଂ ଏହି ସମୟରେ ଦର୍ଶକ ଷ୍ଟାଣ୍ଡ ରେ ବସିଥିବା ଦୀପକ ଙ୍କ ଭଉଣୀ ମାଲତି ଚହର ତାଙ୍କୁ ଡାକିଥିଲେ । ତେବେ କିଛି ସମୟ ପରେ ଦୀପକ ଭଉଣୀ ଆଡ଼କୁ ଚାହିଁଥିଲେ କିନ୍ତୁ ନଜର ଆଉ କାହାକୁ ଖୋଜୁଥିଲା । ତା ପରେ ଦୀପକ ନିଜ ଭଉଣୀ ଙ୍କୁ ତାଙ୍କ ଗାର୍ଲଫ୍ରେଣ୍ଡ କାହାନ୍ତି ବୋଲି ପଚାରି ଥିଲେ ତେବେ ଭଉଣୀ ହାତରେ ଇସାରା କରି କହିଥିଲେ କି ସେ ଉପରେ ବସିଛନ୍ତି ବୋଲି ।

ତେବେ ଗତ ଆଇ ପି ଏଲ ରେ ଚେନ୍ନାଇ ର ଅନ୍ତିମ ଲିଗ ମ୍ୟାଚ ରେ ନିଜ ବାନ୍ଧବୀ ଜୟା ଭରଦ୍ୱାଜ ଙ୍କୁ ସେ ଷ୍ଟାଡିୟମରେ ରେ ସମସ୍ତଙ୍କ ସମ୍ମୁଖରେ ଆଣ୍ଠେଇପଡି ରୋମାଣ୍ଟିକ୍ ମୁଡ୍‌ରେ ସେ ପ୍ରସ୍ତାବ ରଖିଥିଲେ । ଜୟା ଏହି ପ୍ରସ୍ତାବରେ ରାଜି ହେବା ପରେ ଦୀପକ ତାଙ୍କୁ ମୁଦି ପିନ୍ଧାଇଥିଲେ । ଏହାଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକ ଓ ସାଥୀ ଖେଳାଳିମାନେ ତାଙ୍କୁ ତାଳିମାରି ଶୁଭେଚ୍ଛା ଜଣାଇଥିଲେ ।

ଏହି ମ୍ୟାଚ ରେ ଦୀପକ ଙ୍କ ବୋଲିଂ ସାମନ୍ୟ ପ୍ରଭାବ ହୀନ ହୋଇଥିଲା । ମ୍ୟାଚ ର ଟପ ସ୍କୋରର ମାପଟିନ ଗବଟେଲ ଙ୍କୁ ଅନ୍ତିମ ଓଭର ରେ ଆଉଟ କରି ସେ ଘରୋଇ ପଡିଆ ରେ ପ୍ରଥମ ୱକେଟ ନେଇଛନ୍ତି ଦୀପକ ।  ତେବେ ଆଶା କରୁଛି ଏହି ଖବର ଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ ତେବେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *