ନୂଆ ବର୍ଷରେ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଲେ CM Naveen Patnaik, ଦେଖନ୍ତୁ କିପରି ନବୀନଙ୍କ ନୂଆ ବର୍ଷର ନୂଆ ସକାଳ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର ,ବନ୍ଧୁଗଣ ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବହୁତ ଜଣାଶୁଣା ମନ୍ତ୍ରୀ ଅଟନ୍ତି । । ସେ ହେଉଛନ୍ତି ବିଜୁ ଜନତା ଦଳର ସର୍ବୋଚ୍ଚ ନେତା । ତାଙ୍କର ଯେତେ ପ୍ରଶଂସା କରିଲେ ମଧ୍ୟ ତାହା କମ ହେବ । ତାଙ୍କ ଦ୍ୱାରା ନିଆ ଯାଇଥିବା ପ୍ରତ୍ୟେକ ପଦକ୍ଷେପ ଲୋକ ମାନଙ୍କୁ ନୂତନ ଆଶା ର ସଞ୍ଚାର ଦେଇଛି । ଗରିବ ବ୍ୟକ୍ତି ଙ୍କ ପାଇଁ ସେ ସାକ୍ଷାତ ଭଗବାନ ଅଟନ୍ତି ।

ଗରିବ ବ୍ୟକ୍ତି ମାନଙ୍କ ପାଇଁ ସେ ବିଭିନ୍ନ ପ୍ରକାର ଯୋଜନା ଗୁଡ଼ିକ ବନାଇଛନ୍ତି । ଯାହାଦ୍ୱାରା କୌଣସି ବ୍ୟକ୍ତି ଭୋକ ଉପାସ ରେ ନିଜର ଜୀବନ ବିତାଉ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଉଚ୍ଚକୋଟୀର ରାଜନୀତିଜ୍ଞ ଅଟନ୍ତି । ଜଣେ ଭଲ ରାଜନୀତିଜ୍ଞ ହେବା ସହିତ ତାଙ୍କ ମନରେ ମାନବିକତା ମଧ୍ୟ ଜୀବିତ ରହିଛି । ତେବେ ଆଜି ହେଉଛି ନବବର୍ଷ ର ପ୍ରଥମ ଦିନ ।

ନୂତନ ବର୍ଷ ର ପ୍ରଥମ ଦିନ କୁ ମୁଖ୍ୟମନ୍ତ୍ରୀ କିପରି ପାଳନ କରିଲେ ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ନୂତନ ବର୍ଷ ର ପ୍ରଥମ ଦିନ ସମସ୍ତେ ଖୁବ ଉତ୍ସାହ ଏବଂ ଧୁମଧାମରେ ପାଳନ କରିଥାନ୍ତି । ନବବର୍ଷ ର ପ୍ରଥମ ଦିନ ସମସ୍ତ ଙ୍କ ପାଇଁ ଶୁଭମୟ ହେବା ନିମନ୍ତେ ସମସ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥାନ୍ତି ।

ଜଗତ ର ନାଥ ଜଗନ୍ନାଥ ହେଉଛନ୍ତି ବଡ଼ ଠାକୁର । ତାଙ୍କ ପାଖରେ ଦୁନିଆ ର ପ୍ରତିଭାଶାଳୀ ବ୍ୟକ୍ତି ମଧ୍ୟ ନତ ମସ୍ତକ ହୋଇଥାନ୍ତି । ଆଜି ନୂଆ ବର୍ଷ ର ପ୍ରଥମ ଦିନ ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ବଡ଼ ଠାକୁର ଙ୍କୁ ମୁଣ୍ଡିଆ ମାରିଛନ୍ତି ଏବଂ ନିଜ ଦିନ ର ଆରମ୍ଭ କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହୋଇଥିବା ଏହି ଭିଡିଓ ଦେଖି ଓଡ଼ିଶା ର ପ୍ରତ୍ୟେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଙ୍କ ଶାଳୀନତା ର ପ୍ରଶଂସା କରିଛନ୍ତି ଏବଂ ନିଜର ଭଲ ପାଇବା କମେଣ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ଆପଣ ମାନଙ୍କୁ ମଧ୍ୟ ଆମ ତରଫ ରୁ ନବବର୍ଷ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ତେବେ ଆପଣ ମାନେ ମଧ୍ୟ ଏହି ଭିଡିଓ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *