CM Naveen Patnaik ଗଢିଲେ ନୂଆ ଟୀମ ! ଟିମରୁ ବାଦ ପଡିଲେ ଏହି ସବୁ ନେତା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଜନୀତି ମାହୋଲରେ ଦେଖା ଦେଇଛି ରାଜନୈତିକ ଉଷ୍ମତା ! ଆସନ୍ତା ନିର୍ବାଚନ ପାଇଁ ଏବେ ଠାରୁ ପୂର୍ବ ପ୍ରସ୍ତୁତି ଜୋରଦାର ହେବାରେ ଲାଗିପଡିଛନ୍ତି ରାଜନୈତିକ ଦଳ । ତେବେ ଯଦି ଏଠାରେ ବିଜେଡି ଦଳର କଥା ଆଲୋଚନାର ପରିସର କରିବା । ତେବେ ବିଜେଡି ମଧ୍ୟ ନିଜର ଆସନ୍ତା ନିର୍ବାଚନ ପାଇଁ ଅଣ୍ଟା ଭିଡି ବସିଲାଣି । ଏହା ସହିତ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେଡି ଟିମରେ ମଧ୍ୟ ବହୁ କିଛି ପରିବର୍ତ୍ତନ ହେବାର ସାମ୍ନାକୁ ଆସିଛି ।

ଯାହା ନିର୍ବାଚନ ପାଇଁ ପ୍ରାକ ପ୍ରସ୍ତୁତି ଚାଲିଛି ବୋଲି ଆଲୋଚନା ଚାଲିଛି । ତେବେ ଜିଲ୍ଲା ପର୍ଜ୍ୟବେକ୍ଷକ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ଥିଲେ । ତାଙ୍କର ପରିବର୍ତ୍ତନ କରାଯାଇଅଛି । ତେବେ ତାଙ୍କ ବଦଳରେ ନୂଆ ନେତାଙ୍କୁ ସେହି ସ୍ଥାନରେ ସ୍ତାନାନ୍ତରିତ କରାଯାଇଛି । ତେବେ ପୂର୍ବରୁ ମଧ୍ୟ ବିଜେପି ରାଜ୍ୟ ସଭାପତିଙ୍କର ପରିବର୍ତ୍ତନ କରାଯାଇଛି । ତେବେ ଆସନ୍ତା ୨୦୨୪ ମସିହାର ନିର୍ବାଚନ ପାଇଁ ସମସ୍ତ ଦଳ ପରି ବିଜେଡି ସୁପ୍ରିମୋ ମଧ୍ୟ ନିଜ ରାଜନୀତି ନିର୍ବାଚନ ମଇଦାନକୁ ଆସିବା ପାଇଁ ନିଜର ପ୍ରସ୍ତୁତି ପର୍ବ ଆରମ୍ଭ କରିସାରିଲେଣି ।

ଯାହା ଦ୍ଵାରା ବିଜେଡିରେ ଅନେକ ପ୍ରକାର ପରିବର୍ତ୍ତନ କରି ବିଭିନ୍ନ ବିଭାଗରେ ମନ୍ତ୍ରୀ ମାନଙ୍କର ଅଦଳବଦଳ ହେବାର ସାମ୍ନାକୁ ଆସିଅଛି । ଏହାରି ମଧ୍ୟରେ କହିରଖିବାକୁ ଚାହୁଁଅଛୁ । ଏହା କି ଯେ ଏହି ଦଳ ପରିବର୍ତ୍ତନ ବେଳେ କିଛି ମନ୍ତ୍ରୀ ମାନଙ୍କୁ ନୂଆ ନୂଆ ବିଭାଗର ଦାୟିତ୍ଵ ଦିଆଯାଇଥିବା ସମୟରେ ଅନ୍ୟ କିଛି ନେତା ମାନଙ୍କୁ ଏହି ଦଳରୁ ମଧ୍ୟ ବାଦ କରି ଦିଆଯାଇଛି ।

ତେବେ ଆସନ୍ତା ନିର୍ବାଚନ ସମୟରେ ବିଜେପି ଧର୍ମେନ୍ଦ୍ର ପ୍ରଧାନ ରାଜନୀତି ମଇଦାନରେ ନଜର ଆସିବେ ବୋଲି ସବୁଆଡେ ଚର୍ଚା ହେବାରେ ଲାଗିପଡିଛି । ତେବେ ଯେଉଁ ସବୁ ଏରିଆ ଧର୍ମେନ୍ଦ୍ର ପ୍ରଧାନଙ୍କର ବିସ୍ତାର ରହିଛି । ସେହି ସବୁ ଏରିଆକୁ ବିଜେଡି ଆଗୁଆ ଟାଣୁଆ ନେତା ତଥା ମନ୍ତ୍ରୀ ପଠାଇ ନିଜ ନିଜ ଏରିଆର ସ୍ଥିତିକୁ ସୁଦୃଢ କରିବାକୁ ମନବଳ କରିଛି ।

ଉଷା ଦେବୀ, ଟୁକୁନି ସାହୁ, ରୋହିତ ପୂଜାରୀ ଏମାନଙ୍କ ଜିଲ୍ଲା ଦାୟିତ୍ଵରେ ଅବ୍ଯାହତି ଦିଆଯାଇଛି। ପ୍ରମିଳା ମଲିକ, ପ୍ରଫୁଲ୍ଲ ମଲିକ ଏହି ସବୁ ମନ୍ତ୍ରୀଙ୍କର ଦାୟିତ୍ଵ ପରିବର୍ତନ କରାଯାଇଛି । ଏହା ଛଡା ପ୍ରଣବ ବଳବନ୍ତ ରାୟଙ୍କ ବଦଳରେ ନୂଆ ମନ୍ତ୍ରୀ ସେଠାରେ ଦାୟିତ୍ଵରେ ରହିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଅଧିକ ସୂଚନା ପାଇଁ ଆମ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *