ପାଣିରେ ଭାସୁଛି ପୋଷ୍ଟମାଷ୍ଟର ପ୍ରିୟଙ୍କା ! କାହିଁକି ଓ କିଭଳି ଘଟିଗଲା ଏଭଳି ଘଟଣା, ଘରେ ପଡିଛି କାନ୍ଦ ବୋବାଳି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପାଣିରେ ଭାସୁଛି ପୋଷ୍ଟମାଷ୍ଟର ପ୍ରିୟଙ୍କା ! ତେବେ ଏଇଠୁ ଆସୁଛି କହି ଘରୁ ଚାଲିଯାଇଥିଲେ ହେଲେ ଆଉ ଫେରିନଥିଲେ ପ୍ରିୟଙ୍କା ! ପରେ ଜଣା ପଡିଥିଲା ଯେ ପ୍ରିୟଙ୍କା ଆଉ ନାହାନ୍ତି । ତେବେ ସୂଚନା ମୁତାବିକ ଲଙ୍କାପୁଟ ଅଞ୍ଚଳର ଟିକରପଡା ପଞ୍ଚାୟତର ପୋଷ୍ଟମାଷ୍ଟର ଥିଲେ ପ୍ରିୟଙ୍କା । ତେବେ ଘରେ ପ୍ରିଙ୍କା ସମସ୍ତଙ୍କ ସାଙ୍ଗରେ ଭଲ କଥାବାର୍ତ୍ତା କରୁଥିଲେ । ସବୁ କିଛି ଠିକ ଠାକ ଚାଲିଥିଲା ।

ହେଲେ ପ୍ରିୟଙ୍କା ମୁଁ ସଙ୍ଗେ ସଙ୍ଗେ ଏହି ପାଖରୁ ଆସୁଛି ବୋଲି ମା’ ଙ୍କୁ କହି ଚାଲିଯାଇଥିଲେ । ତାପରେ ପ୍ରିୟଙ୍କା ଆଉ ଘରକୁ ବହୁ ସମୟ ବିଳମ୍ବ ପର୍ଯ୍ୟନ୍ତ ଫେରିକି ଆସିନଥିବାରୁ ଘର ଲୋକେ ଚିନ୍ତାରେ ପଡିଯାଇଥିଲେ । ତାପରେ ଝିଅ ପ୍ରିୟଙ୍କାଙ୍କ ଘର ପରିବାର ଲୋକେ ବହୁତ ଖୋଜାଖୋଜି ମଧ୍ୟ କରିଥିଲେ । ପ୍ରିୟଙ୍କାଘରୁ ଯୁଆଡେ ମଧ୍ୟ ବାହାରିକି ଯାଇଥାନ୍ତି । ସଙ୍ଗରେ ଫୋନ ମଧ୍ୟ ନେଇକି ଯାଇଥାନ୍ତି ।

ହେଲେ ସେହି ଦିନ ଘରୁ ବାହାରିକି ଯିବା ସମୟରେ ମା’ ଙ୍କ ପାଖରେ ପ୍ରିୟଙ୍କା ଫୋନଟିକୁ କିନ୍ତୁ ଛାଡି ଚାଲିଯାଇଥିଲେ । ତାପରେ କୋଲାବ ଜଳ ଭଣ୍ଡାର ପାଖରେ ପ୍ରିୟଙ୍କାଙ୍କ ଘର ଲୋକେ ପ୍ରିୟଙ୍କାଙ୍କ ଚପଲ ଦେଖିବାକୁ ପାଇଥିଲେ । ତାପରେ ସେହିଠାରୁ ପରିବାର ଲୋକଙ୍କର ସନ୍ଦେହ ଆରମ୍ଭ ହୋଇଯାଇଥିଲା । ତାପରେ ପରେ ପରେ ସେହି କୋଲାବ ଜଳଭଣ୍ଡାରରୁ ପୋଷ୍ଟମାଷ୍ଟର ପ୍ରିୟଙ୍କାଙ୍କ mruta ଶରୀର ଉଦ୍ଧାର କରାଯାଇଥିଲା ।

ତେବେ ଝିଅ ପ୍ରିୟଙ୍କାଙ୍କ mruta ଶରୀର ଦେଖି ଘର ଲୋକେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ । ହେଲେ ଏପରି କାହିଁକି ଏକ ବଡ ନିଷ୍ପତ୍ତି ପ୍ରିୟଙ୍କା ନେଇ ଆତ୍ମ ହତୟଆ କରିଲେ । ଏହି କଥା ଘର ପରିବାର ଲୋକଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ତେବେ ପ୍ରିୟଙ୍କାଙ୍କ mrutyu ରହସ୍ୟ ଏବେ ସନ୍ଦେହ ଘେରରେ ରହିଅଛି । ପୋଷ୍ଟମାଷ୍ଟର ପ୍ରିୟଙ୍କାଙ୍କ ଆଗରୁ କେହି ଶତ୍ରୁ ଥିଲେ।

ଜିଏକି ପ୍ରିୟଙ୍କାଙ୍କର ଏପରି ଅବସ୍ଥା କରିଛି କିମ୍ବା ତାହାକୁ ଆତ୍ମ ହତୟଆ କରିବାକୁ ବାଧ୍ୟ କରିଛି । ଏହା ସମସ୍ତ ରହସ୍ୟ ତଦନ୍ତ ପରେ ଏହି ଘଟଣାର ସ୍ପଷ୍ଠୀକରଣ ଆସିପାରିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଅଧିକରୁ ଅଧିକ ସୂଚନା ପୋଷ୍ଟ ମାଧ୍ୟମରେ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *